Home Coronavirus Outbreak ରାଜ୍ୟରେ ୨୫୧ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୭୩୧୬ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ୨୫୧ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୭୩୧୬ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

288

– ନୂଆ ଆକ୍ରାନ୍ତ: ୨୫୧

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୦୮

– ସ୍ଥାନୀୟ ଅଞ୍ଚଳରୁ – ୪୩

– ୧୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ – ୧୦୨

 

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ –

 

୧- ଅନୁଗୁଳ ଜିଲ୍ଲାରୁ –  ୧

୨- ବାଲେଶ୍ୱର ଜିଲ୍ଲାରୁ –  ୨

୩- ବରଗଡ଼ ଜିଲ୍ଲାରୁ –  ୧୨

୪- ବଲାଙ୍ଗୀର ଜିଲ୍ଲାରୁ : ୪

୫- କଟକ ଜିଲ୍ଲାରୁ –  ୩୨

୬- ଦେବଗଡ଼ ଜିଲ୍ଲାରୁ –  ୪

୭- ଗଜପତି ଜିଲ୍ଲାରୁ –  ୬

୮- ଗଞ୍ଜାମ ଜିଲ୍ଲାରୁ –  ୧୦୨

୯- ଝାରସୁଗୁଡ଼ା ଜିଲ୍ଲାରୁ –  ୫

୧୦- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪

୧୧- ଖୋର୍ଦ୍ଦା ଜିଲ୍ଲାରୁ –  ୨୬

୧୨- ମାଲକାନଗିରି : ୧୦

୧୩- ମୟୁରଭଞ୍ଜ ଜିଲ୍ଲାରୁ –  ୫

୧୪- ନୟାଗଡ଼ ଜିଲ୍ଲାରୁ –  ୧୪

୧୫- ପୁରୀ ଜିଲ୍ଲାରୁ –  ୧୨

୧୬- ସମ୍ବଲପୁର ଜିଲ୍ଲାରୁ –  ୨

୧୭- ସୋନପୁର ଜିଲ୍ଲାରୁ –  ୧

୧୮- ସୁନ୍ଦରଗଡ଼ ଜିଲ୍ଲାରୁ –  ୭

୧୯- ଯାଜପୁର ଜିଲ୍ଲାରୁ – ୧

୨୦- – NDRF କର୍ମଚାରୀ (ଯେଉଁମାନେ ଅମ୍ଫାନ୍ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଆସିଥିଲେ ): ୦୧

 

– ନୂଆ ସୁସ୍ଥ ହୋଇଥିଲେ୨୪୩

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୭୦୬୭୮

– ମୋଟ ଆକ୍ରାନ୍ତ ୭୩୧୬

– ମୋଟ ସୁସ୍ଥ ହୋଲେଣି ୫୧୮୯

– ସକ୍ରୀୟ ଆକ୍ରାନ୍ତ –  ୨୦୯୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.