ad
Coronavirus Outbreak

ରାଜ୍ୟରେ ୨୦୬ ନୂଆ ଆକ୍ରାନ୍ତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

– ନୂଆ ଆକ୍ରାନ୍ତ: ୨୦୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୨
– ସ୍ଥାନୀୟ ଅଞ୍ଚଳରୁ୧୪

– ୨୨ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ମାଲକାନଗିରିରୁ ସର୍ବାଧିକ ୩୬

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୬
୨- ବାଲେଶ୍ୱର ଜିଲ୍ଲାରୁ – ୫
୩- ଭଦ୍ରକ ଜିଲ୍ଲାରୁ – ୪
୪- ବଲାଙ୍ଗୀର ଜିଲ୍ଲାରୁ: ୧୬
୫- ବୌଦ୍ଦ ଜିଲ୍ଲାରୁ – ୧
୬- କଟକ ଜିଲ୍ଲାରୁ – ୧୭
୭- ଦେବଗଡ଼ ଜିଲ୍ଲାରୁ – ୧୫
୮- ଢେଙ୍କାନାଳ ଜିଲ୍ଲାରୁ – ୪
୯- ଗଞ୍ଜାମ ଜିଲ୍ଲାରୁ – ୩
୧୦- ଜଗତସିଂହପୁର ଜିଲ୍ଲାରୁ – ୧୭
୧୧- ଯାଜପୁର ଜିଲ୍ଲାରୁ – ୨୮
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୪- କେନ୍ଦୁଝର ଜିଲ୍ଲାରୁ – ୬
୧୫- ଖୋର୍ଦ୍ଦା ଜିଲ୍ଲାରୁ – ୭
୧୬- କୋରାପୁଟ ଜିଲ୍ଲାରୁ – ୧୮
୧୭- ମାଲକାନଗିରି : ୩୬
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୭
୧୯- ନୟାଗଡ଼ ଜିଲ୍ଲାରୁ – ୧
୨୦- ପୁରୀ ଜିଲ୍ଲାରୁ – ୧
୨୧- ସମ୍ବଲପୁର ଜିଲ୍ଲାରୁ – ୪
୨୨- ସୁନ୍ଦରଗଡ଼ ଜିଲ୍ଲାରୁ – ୨
୨୩- – NDRF କର୍ମଚାରୀ (ଯେଉଁମାନେ ଅମ୍ଫାନ୍ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଆସିଥିଲେ ): ୧

– ନୂଆ ସୁସ୍ଥ ହୋଇଥିଲେ – ୨୦୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୨୬୫୪୩୧
– ମୋଟ ଆକ୍ରାନ୍ତ ୭୦୬୫
– ମୋଟ ସୁସ୍ଥ ହୋଲେଣି ୪୯୪୬
– ସକ୍ରୀୟ ଆକ୍ରାନ୍ତ – ୨୦୮୭

-ମୋଟ ମୃତ – ୩୦

– କରୋନା କାରଣରୁ ମୃତ୍ୟୁ – ୨୩

– ଅନ୍ୟ କାରଣରୁ – ୭

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top