Home Coronavirus Outbreak ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮, ୬୫୩ କରୋନା ଆକ୍ରାନ୍ତ, ୫୦୭ ମୃତ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮, ୬୫୩ କରୋନା ଆକ୍ରାନ୍ତ, ୫୦୭ ମୃତ

134

ନୂଆ ଦିଲ୍ଲୀ ୧-୭ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,
– ଦେଶରେ ୨୪ ଘଣ୍ଟାରେ ୧୮, ୬୫୩ ନୂଆ କରୋନା କେସ୍
– ୫୦୭ ଲୋକଙ୍କ ମୃତ୍ୟୁ
– ବର୍ତ୍ତମାନ ଦେଶରେ କରୋନାଭାଇରସ୍‌ର ୨, ୨୦, ୧୧୪ ସକ୍ରିୟ ମାମଲା ଅଛି।
– କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ୧୭, ୪୦୦ ରୋଗୀଙ୍କ ମୃତ୍ୟୁ ଘଟିଛି
– ୩, ୪୭, ୯୭୯ ଲୋକ ଆରୋଗ୍ୟ ଲାଭ କରିଛନ୍ତି।
– ମୋଟ ଆକ୍ରାନ୍ତ – ୫, ୮୫, ୪୯୩ କୁ ବୃଦ୍ଧି
– ମହାରାଷ୍ଟ୍ର କରୋନା ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.