Tag: picturenews
ଦିନକରେ ସର୍ବାଧିକ ୫୭, ୫୮୪ ଆରୋଗ୍ୟ : ସୁସ୍ଥତା ହାର ୭୨%ରୁ ଅଧିକ –...
ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଭାରତ ଏବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୭, ୫୮୪ ଜଣ...
୩ କୋଟି ଅତିକ୍ରମ କଲା ଭାରତର ନମୁନା ପରୀକ୍ଷଣ – ନିୟୁତ ପିଛା ପରୀକ୍ଷଣ...
ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵୟରେ ଭାରତ ୩ କୋଟି ନମୁନା ପରୀକ୍ଷା କରି ଆଜି ରେକର୍ଡ ସୃଷ୍ଟି କରିଛି। ରୋଗ...
ଏକାମ୍ର କ୍ଷେତ୍ର ଯୋଜନା – ଦୁଇ ଲକ୍ଷ ଲୋକ ସମବେତ ହୋଇ ଦେଖିପାରିବେ ଶିବରାତ୍ରି...
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ର କ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଶ୍ରୀ ଲିଙ୍ଗରାଜ...
ସୁସ୍ଥ ହେଲେ ୧୫୦୩ କରୋନା ଆକ୍ରାନ୍ତ – ଏହା ସହ ମୋଟ ସୁସ୍ଥଙ୍କ ସଂଖ୍ୟା...
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୫୦୩ କରୋନା ଆକ୍ରାନ୍ତ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହା ସହ ମୋଟ ସୁସ୍ଥଙ୍କ ସଂଖ୍ୟା ୪୩୭୭୯ ରେ...
ପୂର୍ବତନ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ବିଏସଏଫ ଡିଜି ନିଯୁକ୍ତ
ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ପୂର୍ବତନ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ବିଏସଏଫ ଡିଜି ନିଯୁକ୍ତ ହୋଇଛନ୍ତି। ଶ୍ରୀ ଆସ୍ଥାନା, ୧୯୮୪-ବ୍ୟାଚ୍ ଗୁଜୁରାଟର କ୍ୟାଡର ଆଇପିଏସ୍ ଅଧିକାରୀ। ସେ ୨୦୦୨...
ଦେଶର ୧୭୩ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାକୁ ଏନ୍ସିସି ସଂପ୍ରସାରିତ ହେବ
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଓ ତଟବର୍ତ୍ତୀ ଜିଲ୍ଲାଗୁଡିକର ଯୁବସମାଜର ଆକାଂକ୍ଷା ପୂରଣ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍ସିସିର ଏକ ବୃହତ୍ ସଂପ୍ରସାରଣ ଯୋଜନାକୁ...
ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଦ୍ମବିଭୂଷଣ ପଣ୍ଡିତ ଜସରାଜଙ୍କ ନିଧନ
ନୂଆଦିଲ୍ଲୀ ଅଗଷ୍ଟ ୧୭ (ଓଡିଆ ପୁଅ) : ଦେଶର ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କର ୯୦ ବର୍ଷ ବୟସରେ ଆମେରିକାରେ ଦେହାନ୍ତ ହୋଇଛି। ସେ ଶାସ୍ତ୍ରୀୟ ସଙ୍ଗୀତର ମେୱତି ଘାରାନାଙ୍କର ଥିଲେ।...
୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ -ଉପକୂଳ ଓଡ଼ିଶାକୁ...
- ଭାରତର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବରେ ଉଭା ହେବ ଉପକୂଳବର୍ତ୍ତୀ ଅଞ୍ଚଳ- ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି ଏବଂ ମତ୍ସ୍ୟଜାତ ସାମଗ୍ରୀ ପରିବହନ ହେବ- ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପରିବହନ ଓ...
NEET ଏବଂ JEE Main ୨୦୨୦: ପରୀକ୍ଷା ସ୍ଥଗିତ କରିବା ପାଇଁ କରାଯାଇଥିବା ଆବେଦନ...
ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) NEET ଏବଂ JEE ପରୀକ୍ଷା ୨୦୨୦ ର ସ୍ଥଗିତ ରଖିବାକୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାରଦିନ ପ୍ରତ୍ୟାଖ୍ୟାନ କରିଛନ୍ତି।ବିଚାରପତି ଅରୁଣ ମିଶ୍ରଙ୍କର ଅଧ୍ୟକ୍ଷତାରେ ତିନି ଜଣିଆ...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୨୪୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୬୨୨୯୪ କୁ ବୃଦ୍ଧି ପାଇଛି। ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ...
ରାଜ୍ୟରେ ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୫୩ କୁ...
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୩୫୩ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।ବରଗଡ଼ ଜିଲ୍ଲାରୁ...
ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୨୪୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୨୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୬୨୨୯୪ କୁ ବୃଦ୍ଧି ପାଇଛି।– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା...
ଜାମ୍ମୁ କାଶ୍ମୀର ଆତଙ୍କୀ ଆକ୍ରମଣରେ ୨ CRPF ଯବାନ ଏବଂ ଜଣେ SPO ସହିଦ୍
ଶ୍ରୀନଗର, ଅଗଷ୍ଟ ୧୭ (ଓଡିଆ ପୁଅ) ସୋମବାର ବାରାମୁଲ୍ଲା ଜିଲ୍ଲାର ସୁରକ୍ଷା ବାହିନୀ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଏବଂ ଜାମ୍ମୁ କାଶ୍ମୀର ପୋଲିସର ଜଣେ...
ଦେଶରେ ୫୭, ୯୮୨ ନୂଆ କରୋନା ଆକ୍ରାନ୍ତ, ୯୪୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୦,...
ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୫୭, ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୪୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ...
ବୈଜ୍ଞାନିକମାନଙ୍କ ମତ : ଜଳବାୟୁ ପରିବର୍ତ୍ତନ, ଲକ୍ଷଲକ୍ଷ ବର୍ଷ ତଳର ଭୂତାଣୁ ଜୀବନ୍ତ କରି...
ପ୍ୟାରିସ୍ /ନୂଆ ଦିଲ୍ଲୀ (ଓଡ଼ିଆ ପୁଅ) : ମ୍ୟାଲେରିଆ, ଡେଙ୍ଗୁ ଠାରୁ ଜିକା ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନ କିପରି ନୂଆ ମହାମାରୀକୁ ସୃଷ୍ଟି କରୁଛି। ସେ ବିଷୟରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।
ବୈଜ୍ଞାନିକମାନେ କହିଛନ୍ତି...
MSME କ୍ଷେତ୍ରରେ ପାଞ୍ଚ କୋଟି ନିଯୁକ୍ତି ସୃଷ୍ଟି କରିବାକୁ ସରକାରଙ୍କ ଲକ୍ଷ : ନିତିନ...
ନୂଆ ଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) ସୁକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଦେଶର ବିକାଶରେ ଏମଏସଏମଇ କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।ଆଜି...
ଏୟାରଟେଲ, ଭୋଡାଫୋନ୍-ଆଇଡିଆର ପ୍ରିପେଡ୍, ପୋଷ୍ଟପେଡ୍ ପ୍ଲାନ ଆସନ୍ତା ମାସରୁ ଅଧିକ ହୋଇପାରେ
ନୂଆ ଦିଲ୍ଲୀ ଅଗଷ୍ଟ ୧୬ (ଓଡ଼ିଆ ପୁଅ) ଏୟାରଟେଲ, ଭୋଡାଫୋନ୍-ଆଇଡିଆର ପ୍ରିପେଡ୍, ପୋଷ୍ଟପେଡ୍ ପ୍ଲାନ ଆସନ୍ତା ମାସରୁ ଅଧିକ ହୋଇପାରେ। ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ସେପ୍ଟେମ୍ବର ସୁଦ୍ଧା ଏକ ନୂତନ ରାଉଣ୍ଡ...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୧୬-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୯୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୬୦୦୫୦ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୮...
ରାଜ୍ୟରେ ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୪୩ କୁ...
ଭୁବନେଶ୍ୱର ୧୬-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୩୪୩ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଭଦ୍ରକ, ବଲାଙ୍ଗୀର,...














