Home ଓଡ଼ିଶା MSME କ୍ଷେତ୍ରରେ ପାଞ୍ଚ କୋଟି ନିଯୁକ୍ତି ସୃଷ୍ଟି କରିବାକୁ ସରକାରଙ୍କ ଲକ୍ଷ : ନିତିନ ଗଡକରୀ

MSME କ୍ଷେତ୍ରରେ ପାଞ୍ଚ କୋଟି ନିଯୁକ୍ତି ସୃଷ୍ଟି କରିବାକୁ ସରକାରଙ୍କ ଲକ୍ଷ : ନିତିନ ଗଡକରୀ

213

ନୂଆ ଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) ସୁକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଦେଶର ବିକାଶରେ ଏମଏସଏମଇ କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଆଜି ଏକ ଭିଡିଓ କନଫରେନ୍ସ ଜରିଆରେ ନୂଆଦିଲ୍ଲୀରେ ସ୍ୱାବଲମ୍ବନ ଇ-ସମ୍ମିଳନୀ ୨୦୨୦ ରେ ଯୋଗ ଦେଇ ଶ୍ରୀ ଗଡକର କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏମଏସଏମଇ କ୍ଷେତ୍ରରେ ୧୧ କୋଟି ନିଯୁକ୍ତି ସୃଷ୍ଟି ହୋଇଛି ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପାଞ୍ଚ କୋଟି ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସେ କହିଛନ୍ତି ଯେ ଦେଶରେ ରପ୍ତାନୀର ୪୮ ପ୍ରତିଶତ ଏମଏସଏମଇ କ୍ଷେତ୍ରରୁ ଆସୁଛି ଏବଂ ଏହି ରପ୍ତାନିକୁ ୬୦ ପ୍ରତିଶତକୁ ନେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.