Home Coronavirus Outbreak ସୁସ୍ଥ ହେଲେ ୧୫୦୩ କରୋନା ଆକ୍ରାନ୍ତ – ଏହା ସହ ମୋଟ ସୁସ୍ଥଙ୍କ ସଂଖ୍ୟା ୪୩୭୭୯...

ସୁସ୍ଥ ହେଲେ ୧୫୦୩ କରୋନା ଆକ୍ରାନ୍ତ – ଏହା ସହ ମୋଟ ସୁସ୍ଥଙ୍କ ସଂଖ୍ୟା ୪୩୭୭୯ ରେ ପହଞ୍ଚିଲା

84

ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୫୦୩ କରୋନା ଆକ୍ରାନ୍ତ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହା ସହ ମୋଟ ସୁସ୍ଥଙ୍କ ସଂଖ୍ୟା ୪୩୭୭୯ ରେ ପହଞ୍ଚିଛି।

ତେବେ କେଉଁ ଜିଲ୍ଲାରୁରୁ କେତେ ଜାଣନ୍ତୁ –

୨୩୨ ଜଣ ଗଞ୍ଜାମ ଜିଲ୍ଲାରୁ
୧୩୧ ଜଣ କଟକ ଜିଲ୍ଲାରୁ
୧୧୨ ଜଣ ରାୟଗଡ଼ା ଜିଲ୍ଲାରୁ
୧୧୧ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୧୦୧ ଜଣ ବାଲେଶ୍ୱର ଜିଲ୍ଲାରୁ
୯୯ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୬୩ ଜଣ ଢେଙ୍କାନାଳ ଜିଲ୍ଲାରୁ
୫୧ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୪୯ ଜଣ ଗଜପତିଜିଲ୍ଲାରୁ
୪୨ ଜଣ ମାଲକାନଗିରି
୩୮ ଜଣ ଭଦ୍ରକ ଜିଲ୍ଲାରୁ
୩୮ ଜଣ ଜଗତସିଂହପୁର ଜିଲ୍ଲାରୁ
୩୭ ଜଣ କନ୍ଧମାଳ ଜିଲ୍ଲାରୁ
୩୬ ଜଣ ବଲାଙ୍ଗୀର ଜିଲ୍ଲାରୁ
୩୬ ଜଣ ଯାଜପୁର ଜିଲ୍ଲାରୁ
୩୫ ଜଣ ସମ୍ବଲପୁର ଜିଲ୍ଲାରୁ
୩୪ ଜଣ ନୟାଗଡ଼ ଜିଲ୍ଲାରୁ
୩୧ ଜଣ କଳାହାଣ୍ଡି ଜିଲ୍ଲାରୁ
୩୧ ଜଣ ନବରଙ୍ଗପୁର ଜିଲ୍ଲାରୁ
୩୧ ଜଣ ନୂଆପଡ଼ା ଜିଲ୍ଲାରୁ
୩୦ ଜଣ ସୋନପୁର ଜିଲ୍ଲାରୁ
୨୦ ଜଣ କେନ୍ଦୁଝର ଜିଲ୍ଲାରୁ
୧୮ ଜଣ ଅନୁଗୁଳ ଜିଲ୍ଲାରୁ
୧୫ ଜଣ ବଗଗଡ଼ ଜିଲ୍ଲାରୁ
୧୪ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୧୪ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୪ ଜଣ ଦେବଗଡ଼ ଜିଲ୍ଲାରୁ
୧ ଜଣ ପୁରୀ ଜିଲ୍ଲାରୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.