Home Coronavirus Outbreak ଦେଶରେ ୫୭, ୯୮୨ ନୂଆ କରୋନା ଆକ୍ରାନ୍ତ, ୯୪୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୦, ୯୨୧...

ଦେଶରେ ୫୭, ୯୮୨ ନୂଆ କରୋନା ଆକ୍ରାନ୍ତ, ୯୪୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୦, ୯୨୧ କୁ ବୃଦ୍ଧି

76

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୫୭, ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୪୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬, ୪୭, ୬୬୪ କୁ ବୃଦ୍ଧି ପାଇଛି ଏବଂ ୬, ୭୬, ୯୦୦ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୧୯, ୧୯, ୮୪୩ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୫୦, ୯୨୧ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.