Home Coronavirus Outbreak ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୨୪୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୬୨୨୯୪...

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୨୪୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୬୨୨୯୪ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

174

ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୨୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୬୨୨୯୪ କୁ ବୃଦ୍ଧି ପାଇଛି।

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୩୧୧

– ନୂଆ ଆକ୍ରାନ୍ତ – ୨୨୪୪

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୩୯୦

– ସ୍ଥାନୀୟ ଅଞ୍ଚଳରୁ୮୫୪

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୫

୨- ବାଲେଶ୍ୱର ଜିଲ୍ଲାରୁ –  ୧୪୨

୩- ବରଗଡ଼ ଜିଲ୍ଲାରୁ –  ୩୫

୪- ଭଦ୍ରକ ଜିଲ୍ଲାରୁ –  ୧୦୪

୫- ବଲାଙ୍ଗୀର ଜିଲ୍ଲାରୁ –  ୩୭

୬- ବୌଦ୍ଦ ଜିଲ୍ଲାରୁ –  ୪୯

୭- କଟକ ଜିଲ୍ଲାରୁ –  ୧୯୪

୮- ଢେଙ୍କାନାଳ ଜିଲ୍ଲାରୁ –  ୧୮

୯- ଗଜପତି ଜିଲ୍ଲାରୁ –  ୬

୧୦- ଗଞ୍ଜାମ ଜିଲ୍ଲାରୁ –  ୨୪୩

୧୧- ଜଗତସିଂହପୁର ଜିଲ୍ଲାରୁ –  ୧୬

୧୨- ଯାଜପୁର ଜିଲ୍ଲାରୁ –  ୯୮

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୧୨

୧୪- କଳାହାଣ୍ଡି ଜିଲ୍ଲାରୁ –  ୬୭

୧୫- କନ୍ଧମାଳ ଜିଲ୍ଲାରୁ –  ୧୨୧

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୭

୧୭- କେନ୍ଦୁଝର ଜିଲ୍ଲାରୁ –  ୧୩

୧୮- ଖୋର୍ଦ୍ଧା ଜିଲ୍ଲାରୁ : ୩୧୧

୧୯- କୋରାପୁଟ ଜିଲ୍ଲାରୁ –  ୯୪

୨୦- ମାଲକାନଗିରି : ୯୮

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୯୧

୨୨- ନବରଙ୍ଗପୁର ଜିଲ୍ଲାରେ: ୨୧

୨୩- ନୟାଗଡ଼ ଜିଲ୍ଲାରୁ –  ୧୩

୨୪- ନୂଆପଡ଼ା ଜିଲ୍ଲାରୁ –  ୯

୨୫- ପୁରୀ ଜିଲ୍ଲାରୁ –  ୬୮

୨୬- ରାୟଗଡ଼ା ଜିଲ୍ଲାରୁ –  ୧୬୦

୨୭- ସମ୍ବଲପୁର ଜିଲ୍ଲାରୁ –  ୩୫

୨୮- ସୋନପୁର ଜିଲ୍ଲାରୁ –  ୧୧

୨୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୩୬                                         

 

– ନୂଆ ସୁସ୍ଥ ହୋଇଥିଲେ୧୫୫୦

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୯୫୮୯୨୯

– ମୋଟ ଆକ୍ରାନ୍ତ ୬୨୨୯୪

– ମୋଟ ସୁସ୍ଥ ହେଲେଣି ୪୨୨୭୬

– ସକ୍ରୀୟ ଆକ୍ରାନ୍ତ –  ୧୯୬୧୨

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.