Home Tags Picturenews

Tag: picturenews

ଆଫଗାନ ଲାଇବ୍ରେରୀ ଫଣ୍ଡିଂକୁ ନେଇ ମୋଦୀଙ୍କୁ ଟ୍ରମ୍ପଙ୍କ ପ୍ରଶ୍ନ:ବ୍ୟବହାର କରୁଛି କିଏ?

0
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆଫଗାନିସ୍ଥାନରେ ଲାଇବ୍ରେରୀ ଫଣ୍ଡିଂକୁ ନେଇ ମୋଦୀଙ୍କୁ ତାସ୍ଛଲ୍ୟ କରି ପ୍ରଶ୍ନ କରିଛନ୍ତି ଲାଇବ୍ରେରୀ ବ୍ୟବହାର କରୁଛି କିଏ?ଟ୍ରମ୍ପ କହିଲେ,ମୋଦୀ ମତେ କହିଥିଲେ ଯେ ସେ ଆଫଗାନିସ୍ଥାନରେ ଏକ...

ବିଜେପି ଛାଡ଼ିଲେ ନେତା/ନେତ୍ରୀ:କାରଣ ଧର୍ମେନ୍ଦ୍ର ପ୍ରଧାନ!

0
ଭୁବନେଶ୍ୱର:ବୁଧବାର ଦିନ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ସଦାଶିବ ଜେନା,ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମିନାକ୍ଷୀ ପ୍ରିୟଦର୍ଶନୀ ଏବଂ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପୁରଞ୍ଜନ ପାଢ଼ୀଙ୍କ ସମେତ ଭୁବନେଶ୍ୱର...

ଚିନ୍ତାମଣି ବିଦ୍ୟା ନିକେତନରେ ବିଦ୍ୟାଳୟ ପ୍ରତିଷ୍ଠାତା ଏବଂ ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ପ୍ରତିମୂର୍ତ୍ତି ସ୍ଥାପିତ

0
ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଲିଙ୍ଗରାଜ ପାଇକରାୟ ଏବଂ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ସ୍ୱର୍ଗତ ପଦ୍ମନାଭ ରଥଙ୍କର ପ୍ରତିମୂର୍ତ୍ତି ସ୍ଥାପନ...

ସବୁ ପର୍ବ ପର୍ବାଣୀ ହିନ୍ଦୁ ପଞ୍ଜିକା ଅନୁଯାୟୀ,ନବ ବର୍ଷ କାହିଁକି ନୁହେଁ?ଆଦିତ୍ୟ ବାହିନୀ

0
ଭୁବନେଶ୍ୱର:ଜାନୁୟାରୀ ୧ରେ ନବବର୍ଷ ପାଳନ ଭରତୀୟ ସଂସ୍କୃତିର ପରିପନ୍ଥୀ ନୁହେଁ।ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବ ବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି ଓଡ଼ିଆ ନବ ବର୍ଷ ଅଟେ।ତେଣୁ ଏହି ଦିନ ନବ...

ସଡ଼କ ଦୁର୍ଘଟଣା କାର ଚାଳକର ମୃତ୍ୟୁ

0
କୋଲାବିରା ୨୭-୧୨ (ଓଡ଼ିଆ ପୁଅ/ନିଶିତ୍ ବହିଦାର) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ବାଗମରା କଲେଜ ଗେଟ୍ ନିକଟରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଖବରରୁ ଜଣାପଡ଼ିଛିଯେ, ସୂଚନାମତେ ଏକ ଲୁହାପଥର...

ମୋଦୀଙ୍କ ଓଡ଼ିଶା ଗସ୍ତ – ଏକ ନୂତନ ରାଜନୈତିକ ସମୀକରଣର ଆଭାଷ

0
ଭୁବନେଶ୍ୱର ୨୪-୧୨ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ମୋଦୀଙ୍କ ଭରସା ନବୀନ ଶୀର୍ଷକ ଖବର କିଛିଦିନ ତଳେ ଆମେ ପ୍ରକାଶ କରିଥିଲୁ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଥିଲା ପ୍ରଥମ ଓଡ଼ିଶା...

କେସିଆର୍ ନବୀନ ଭେଟ ବିଜେଡ଼ିର ପୂର୍ବ ପ୍ରସ୍ତୁତ ଯୋଜନା

0
ଭୁବନେଶ୍ୱର ୧୭-୧୦ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି। ଏଥିପାଇଁ ରାଜ୍ୟ ବିଜେପି ତରଫରୁ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଛି। ପୂର୍ବ ଭାରତର ଫୋକସରେ...

ମୋଦୀଙ୍କ ଓଡ଼ିଶା ଗ୍ରସ୍ତ ପରେ ମିଳିବ ସ୍ପଷ୍ଟ ଚିତ୍ର – ଧର୍ମେନ୍ଦ୍ର ନାଁ ଅପରାଜିତା...

0
ଭୁବନେଶ୍ୱର ୨୨-୧୨ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଅପରାଜିତା ଷଢ଼ଙ୍ଗୀଙ୍କ ବିଜେପିରେ ଯୋଗଦାନ ପରେ ରାଜ୍ୟ ରାଜନୀତିରେ ପ୍ରକାଶ ପାଇଛି ଅନେକ କଳ୍ପନା ଜଳ୍ପନା। ବିଭିନ୍ନ ଗଣମାଧ୍ୟମରେ ଅପରାଜିତାଙ୍କ ବାବଦରେ ଭିନ୍ନଭିନ୍ନ କଥା। କିନ୍ତୁ...

ସୁବାସ ଚୌହାନଙ୍କର ନିରାକାରପୁର ଗସ୍ତ

0
ଖୋର୍ଦ୍ଧା:ରାଜ୍ୟ ବିଜେପିର ବରିଷ୍ଠ ନେତା ସୁବାସ ଚୌହାନ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗସ୍ତରେ ଯାଇ ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପାଦୂକାଇ ପୀଠରେ ଚାଲିଥିବା ସପ୍ତସତୀ ମହାଚଣ୍ଡୀ ମହାଯଜ୍ଞ...

କରୁଣାକରଙ୍କ ଆତ୍ମୋତ୍ସର୍ଗ ଦିବସ

0
କୋଲାବିରା, ୨୧।୧୨ (ଓଡ଼ିଆ ପୁଅ/ନିଶିତ୍ କୁମାର ବହିଦାର) "ସେରାଜା ଯାଇଛି ଚାଲି ରହିଛି ତା’କଥା ଇତିହାସ ଗାଏ ଯାର ଅମରତ୍ୱ ଗାଥା’’। ସେଦିନ କବିଙ୍କ କଣ୍ଠରୁ ଶୁଣା ଯାଉଥିଲା ସ୍ୱାଧିନତାର ଆବାହନୀ ବୀଜ ମନ୍ତ୍ର।...

ଆତ୍ମୋତ୍ସର୍ଗ ଦିବସରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

0
କୋଲାବିରା, ୨୦।୧୨ (ଓଡ଼ିଆ ପୁଅ/ନିଶିତ କୁମାର ବହିଦାର) ଝାରସୁଗୁଡା ଜିଲ୍ଲା କୋଲାବିରା ଅଂଚଳମୁହାଁ ହେଉଛନ୍ତି ସମସ୍ତ ବର୍ଗର ଜନସାଧାରଣ। ଆସନ୍ତା ୨୧, ୨୨ ଏବଂ ୨୩ ତାରିଖ ତିନି ଦିବସ ବ୍ୟାପି ପାଳନ...

ମୋଦୀଙ୍କ ଭରସା ନବୀନ

0
ଭୁବନେଶ୍ୱର ୧୮-୧୨ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ସଦ୍ୟ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନ ସଭା ଫଳାପଳକୁ ନେଇ ଚିନ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା।...

ନାକରେ ପାଇପ କିନ୍ତୁ,କାମରେ ପାରିକର!

0
ପାନାଜୀ:ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ନାକରେ ପାଇପ ଲାଗିଥିବା ସତ୍ତ୍ୱେ ସେ କାମରେ ଲାଗିଥିବା ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ପାରିକର ଏବେ ମାରାତ୍ମକ କ୍ୟାନ୍ସର ରୋଗରେ ପିଡୀତ ଥାଇ...

ଗଞ୍ଜାମ ଜିଲ୍ଲାର ମେଘଝୋଳି ଗ୍ରାମରେ ଦନ୍ତା ହାତୀକୁ ହତ୍ୟା

0
ବ୍ରହ୍ମପୁର : ୧୬/୧୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ପାରାଲାଖେମୁଣ୍ଡି ଡିଭିଜନ ଚନ୍ଦ୍ରଗିରି ରେଞ୍ଜ ଭୀଷ୍ମଗିରି ସେକ୍ସନ ଗଡ଼ସାମନ୍ତରାୟପୁର ବିଟ ଅଞ୍ଚଳରେ ଦନ୍ତା ହାତୀର ଅପମୃତ୍ୟୁ ହୋଇଛି। ଦିଗପହଣ୍ଡି ବ୍ଲକ୍ ନିମଖଣ୍ଡି ପେଣ୍ଠ ପଞ୍ଚାୟତ...

ବନବିଭାଗ ପକ୍ଷରୁ ଚଢାଉ ବିରଳ ବଜ୍ରକାପ୍ତା ଜବତ, ୭ ଗିରଫ

0
ମାଲକାନଗିରି, ୧୨ା୧୨ (ଓଡିଆ ପୁଅ ) ଆଜି ମାଲକାନଗିରି ବନବିଭାଗକୁ ବଡ ଧରଣର ସଫଳତା ମିଳିଛି। ବିରଳ ବଜ୍ରକାପ୍ତା ବାହର ରାଜ୍ୟକୁ ଚୋରା ଚାଲାଣ ହେଉଥିବାର ବିଶ୍ୱସ୍ତ ସୁତ୍ରରୁ ବନବିଭାଗ ଖବର ପାଇ...

ରାମ ମନ୍ଦିର ଦାବିରେ ବ୍ରହ୍ମପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ

0
ବ୍ରହ୍ମପୁର:ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ସ୍ଥଳରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଦାବିରେ ବ୍ରହ୍ମପୁର ଖଜୁରୀଆ ସ୍ଥିତ ଶ୍ରୀ ଚନ୍ଦ୍ରଚୁଡ଼େଶ୍ୱର ମନ୍ଦିର ନିକଟରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗଞ୍ଜାମ ସମେତ...

୨୪ରେ ଆସିବେ ମୋଦୀ;ଜଣାପଡ଼ିଯିବ ଓଡ଼ିଶା ବିଜେପିର ଆଗାମୀ ରୂପରେଖ:ଫୋକସରେ ଅପରାଜିତା,ବୈଜୟନ୍ତ!

0
ଭୁବନେଶ୍ୱର:ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି।ଖୋର୍ଦ୍ଧାରେ ହେବାକୁ ଥିବା ଏକ ଜନ ସମାବେଶରେ ମୋଦୀ ଉଦ୍ବୋଧନ ଦେବେ।ତେବେ ଏହି ଦିନ ବିଜେପି ଓଡ଼ିଶାର ଆଗାମୀ ରଣନୀତି ବାବଦରେ ଅନେକ...

ସୁନ୍ଦରପଦାରୁ ଆରମ୍ଭ:୪ ବର୍ଷ ୬ ମାସର କାମ,୬ ମାସରେ ପାରିବେ ଅପରାଜିତା!

0
ଭୁବନେଶ୍ୱର:୪ ବର୍ଷ ୬ ମାସର କାମ,କିନ୍ତୁ ସମୟ ମାତ୍ର ୬ ମାସ।୪ ବର୍ଷ ୬ ମାସର କାମ ୬ ମାସରେ କରିବାକୁ ପଡ଼ିବ ଅପରାଜିତା ଷଡ଼ଙ୍ଗୀଙ୍କୁ।ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ବିଧାନସଭା କ୍ଷେତ୍ର...

୨୪ରେ ଆସିବେ ମୋଦୀ,ଶେଷ ସପ୍ତାହରେ ରାହୁଲ

0
ଭୁବନେଶ୍ୱର:ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସିବେ।ଖୋର୍ଦ୍ଧାରେ ଆୟୋଜିତ ହେବାକୁ ଥିବା ଏକ ସମାବେଶକୁ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ।ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏନେଇ ସୂଚନା ଦେଇଛନ୍ତି।ସେହିପରି...

ଓଡ଼ିଶାରୁ ଗରିବ ଟ୍ୟାଗ ହଟିବା ଉଚିତ;ଏହା ଆମ ଆତ୍ମସମ୍ମାନର ପ୍ରଶ୍ନ:ଅପରାଜିତା ଷଡ଼ଙ୍ଗୀ

0
ଭୁବନେଶ୍ୱର:ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅପରାଜିତା କହିଥିଲେ ସମସ୍ତ ପ୍ରକାର ସାଧନ ଥିବା ସତ୍ତ୍ୱେ ଆମେ ଗରିବ କାହିଁକି?ଓଡ଼ିଶାକୁ କାହିଁକି ଗରିବ କୁହାଯାଉଛି ନେଇ ଅପରିଜିତା...