Tag: picturenews
ଜେପି ନଡ୍ଡା ହେଲେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ,ପାର୍ଟି ସଂସଦୀୟ ବୋର୍ଡର ବୈଠକରେ ନିଷ୍ପତି
ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ବିଜେପି ସଂସଦୀୟ ବୋର୍ଡର ବୈଠକରେ ଜେପି ନଡ୍ଡାଙ୍କୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସୂଚନାଯୋଗ୍ୟଯେ, ଭାରତୀୟ ଜନତା ପାର୍ଟୀର ଅଧ୍ୟକ୍ଷ ଏମିତ ଶାହାଙ୍କର...
ଶରୀରକୁ ସମ୍ଭାଳ
- ଶ୍ରୀ ଅଖଣ୍ଡ
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମର ସମନ୍ୱୟର ଈଶ୍ୱର। ବିଭିନ୍ନ ଯୁଗରେ ପ୍ରକଟ ହୋଇଥିବା ଅବତାର ହେଉଛନ୍ତି ସ୍ୱୟଂ ଜଗନ୍ନାଥ। ତ୍ରେତୟାରେ ସେ ହିଁ ପୁରୁଷୋତମ ଶ୍ରୀରାମ ହୋଇ ପ୍ରକଟ ହୋଇ...
World Cup: ପାକିସ୍ତାନକୁ ୮୯ ରନରେ ହରାଇଲା ଭାରତ, ୱାର୍ଲ୍ଡ କପରେ ଭାରତର ପାକିସ୍ଥାନ...
ମଞ୍ଚେଷ୍ଟର ୧୬-୬ (ଓଡ଼ିଆ ପୁଅ) ଭାରତ ପାକିସ୍ତାନ ବିରୁଦ୍ଧରେ ବିଶ୍ଵ କପରେ ନିଜର ବିଜୟର ଧାରା ବଜାଇ ରଖିଛି। ରବିବାରଦିନ ବର୍ଷା ବାଧିତ ମ୍ୟାଚ୍ ରେ ଭାରତ ପାକିସ୍ତାନକୁ ୮୯ ରନରେ ହରାଇଛି।...
ଆସନ୍ତା କାଲି ଦେବସ୍ନାନ ପୂର୍ଣ୍ଣିମା : ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ,...
ପୁରୀ:୧୬/୬ (ଓଡ଼ିଆ ପୁଅ) ଆସନ୍ତା କାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୂ। ସ୍ନାନ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଗଜାନନ ବେଶରେ ଦର୍ଶନଦେବେ ଚତୁର୍ଦ୍ଧା...
ଟ୍ରେନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ରାଉରକେଲା ୧୬-୬ (ଓଡ଼ିଆ ପୁଅ) ରାଉରକେଲା ଷ୍ଟେସନରେ ଇତୱାରୀ-ଟାଟା ପାସେଞ୍ଜର ଟ୍ରେନ୍ର ଏକ ବଗିରୁ ଅଜଣା ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ଜିଆର୍ପି। ବ୍ୟକ୍ତିଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ...
ଏଫଆଇଏଚ୍ ହକି : ଭାରତ ଚମ୍ପିଆନ୍, ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇଲା ଭାରତ
ଭୁବନେଶ୍ବର ୧୬-୬ (ଓଡ଼ିଆ ପୁଅ) : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ ମ୍ୟାଚରେ ଶନିବାର ଭାରତ ଚମ୍ପିଆନ ହୋଇଛି। ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ...
ପତି-ପତ୍ନୀ ଭାବରେ ରହୁଥିବା ଯୁଗଳଙ୍କ ମଧ୍ୟରୁ, ମହିଳା ମାଗିପାରିବେ ଗୁଜୁରାଣ ଭତ୍ତା – ହାଇକୋର୍ଟଙ୍କ...
ନୂଆଦିଲ୍ଲୀ ୧୬-୫ (ଓଡ଼ିଆ ପୁଅ) ଦିଲ୍ଲୀ ହାଇ କୋର୍ଟ କହିଛନ୍ତି କି ଯଦି କପଲ, ପତି-ପତ୍ନୀ ଭାବରେ ଅନେକ ବର୍ଷ ସାଥିରେ ରହୁଥିଲେ, ଏହା ମାନି ନିଆଯିବ କି ଦୁହେଁ ବିବାହ କରିଛନ୍ତି...
କଳାହାଣ୍ଡିରେ ଜଙ୍ଗଲ ଜଳୁଛି, ସାଟେଲାଇଟ ତଥ୍ୟ ଭରସାରେ ବନ ବିଭାଗ
କଳାହାଣ୍ଡି – ୧୬/୦୬ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାଧାରଣ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡୁଥିବା ବେଳେ ମାନବ ସମାଜ ଭରସା କରୁଥିବା ଜଙ୍ଗଲ ମଧ୍ୟ...
World Cup: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ହେବାକୁ ଥିବା ମ୍ୟାଚ୍ ରେ...
ବାରାଣାସୀ ୧୬-୬ (ଓଡ଼ିଆ ପୁଅ) ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ହେବାକୁ ଥିବା ମ୍ୟାଚ୍ ରେ ଭାରତର ବିଜୟ ପାଇଁ ବାରାଣାସୀରେ ବିଶେଷ ଆରତୀ କରାଯାଇଛି। ସୂଚନାଯୋଗ୍ୟଯେ, ମନଚେଷ୍ଟରରେ ଭାରତ ଏବଂ...
ବଜ୍ରପାତ ନେଲା ୮ବର୍ଷର ଶିଶୁର ଜୀବନ
ରାଉରକେଲା ୧୫-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସୁନ୍ଦରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ସୁବଳୟା ଗ୍ରାମରେ ବଜ୍ରାଘାତରେ ଜଣେ ୮ବର୍ଷର ଶିଶୁର ମୃତ୍ୟୁ ଘଟିଥିଲାବେଳେ ୫ଜଣ ଶିଶୁ ଗୁରୁତର ହୋଇଥିବା ଜଣାପଡ଼ିଛି।...
ଦିଲ୍ଲୀ-ଭୁବନେଶ୍ଵେର ରାଜଧାନୀ ଏକ୍ସପ୍ରେସ ଧାରଣାଚ୍ୟୁତ : ଟ୍ରେନ ଯାତ୍ରା ବିଳମ୍ବ- କୌଣସି କ୍ଷତି ନାହିଁ
ନୂଆଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) ଭୁବନେଶ୍ଵର ରାଜଧାନୀ ଏକ୍ସପ୍ରେସ ଶନିବାରଦିନ ଦୁର୍ଘଟଣାଗ୍ରସ୍ତ ହେବାରୁ ବଞ୍ଚିଯାଇଛି। ଟ୍ରେନର ଚକା ରେଳ ଧାରଣାରୁ ଖସିଯାଇଥିବାର ଖବର ଆସିଛି। ସୌଭାଗ୍ୟ ବଶତଃ ବଡ଼ ଦୁର୍ଘଟଣା ହେବାରୁ ବଞ୍ଚିଯାଇଛି।...
୫ ଜୁଲାଇରେ ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶାର ୩ଟି ଆସନରେ ହେବ ନିର୍ବାଚନ
ନୂଆ ଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ଓଡ଼ିଶାର ୩ଟି ଆସନରେ ହେବ ନିର୍ବାଚନ। ଜୁନ ୧୮ରେ ବିଜ୍ଞପ୍ତି ଓ ଜୁନ ୨୫...
ଘର ଉପରେ ଚଢିଗଲା ଟିପ୍ପର- ଝିଅ ସହ ବାପା-ମାଁ ମୃତ, ଅଳ୍ପକେ ବର୍ତିଲା ପୁଅ
କୋରାପୁଟ ୧୫-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ) ଶୁକ୍ରବାର ବିଳମ୍ବିତ ରାତିରେ ଦାମନଯୋଡି ନିକଟ ଭେଜାପୁଟ ଗ୍ରାମରେ ଏକ ଘର ଉପରେ ବାଲି ବୋଝେଇ ଟିପ୍ପର୍ ଚଢି ଯିବାରୁ ଗୃହକର୍ତାଙ୍କ ସମେତ...
ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ ସାହିତ୍ୟ ପୁରସ୍କାର ଏବଂ ଯୁବ ପୁରସ୍କାର ୨୦୧୯ ଘୋଷଣା
- ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ ଯୋଗଦାନ ନିମନ୍ତେ ବୀରେନ୍ଦ୍ର କୁମାର ସାମନ୍ତରାୟ ପାଇବେ ବାଲ ସାହିତ୍ୟ ପୁରସ୍କାର
- ସାହିତ୍ୟ ସମାଲୋଚନା ପୁସ୍ତକ ‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଶିଶିର ବେହେରାଙ୍କୁ ଯୁବ...
ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା ଫଳ- ଅନୁସୂଚିତ ଜାତି ବର୍ଗରେ ଭୁବନେଶ୍ୱରର ସମ୍ବିତ ବେହେରା...
- ଛାତ୍ରଙ୍କ ମଧ୍ୟରେ ମହାରାଷ୍ଟ୍ର ବଲାରପୁରର କାର୍ତିକେୟ ଗୁପ୍ତା ଏବଂ ଛାତ୍ରୀଙ୍କ ମଧ୍ୟରେ ଅହମ୍ମଦାବାଦର ଶବନମ ସହାୟଙ୍କୁ ଶୀର୍ଷ ର୍ୟାଙ୍କ
ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଆଜି ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା...
ହିନ୍ଦୀ ଏବଂ ଆଂଚଳିକ ଭାଷାରେ ପ୍ରଦର୍ଶୀତ ହେଉ ଟେଲିଭିଜନ ଧାରାବାହିକର କଳାକାର,ଶ୍ରେୟ, ଶୀର୍ଷକ
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ
ନୂଆ ଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) ହିନ୍ଦୀ ଏବଂ ଅନ୍ୟ ଆଂଚଳିକ ଭାଷାର ଟେଲିଭିଜନ ଚ୍ୟାନେଲଗୁଡିକରେ ପ୍ରସାରିତ ହେଉଥିବା ହିନ୍ଦୀ ଓ ଅନ୍ୟାନ୍ୟ ଭାଷାର ଧାରାବାହିକଗୁଡିକରେ...
ଜିଲ୍ଲା ଡାକ ବିଭାଗ ମୁଖ୍ୟ ଜମାକାରୀଙ୍କ ଟଙ୍କା ହଡପ କରିବା ନେଇ ଗିରଫ
ବଲାଙ୍ଗୀର ୧୪-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡ଼ାକ ବିଭାଗ ଅଧିକାରୀ ଗତ ୨୦୧୬ ମସିହାରେ ସାଧାରଣଙ୍କ ଜମା ଟଙ୍କା ହିତାଧିକାରୀଙ୍କୁ ନ ଫେରାଇବା ନେଇ ଏକ ମାମଲା ଦାୟର...
ଓଡିଶାବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ...
ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ
- ଇସ୍ପାତ ବିଭାଗ ସହିତ ଓଡିଶାର ସମ୍ପର୍କ ବହୁ ପୁରୁଣା, ପ୍ରସ୍ତାବିତ ୩୦୦ ମିଲିୟନ ମେଟ୍ରିକ ଟନରୁ ୧୦୦ ମିଲିୟନ ମେଟ୍ରିକ ଟନ୍ ଓଡିଶାର ଭାଗ...
ସଡ଼କ ଦୁର୍ଘଟଣା : ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ୧ ମୃତ ୧ ଗୁରୁତର
ନୂଆପଡ଼ା/ସିନାପାଲି-୧୪-୬ (ଓଡ଼ିଆ ପୁଅ/ହେରାମ୍ବ ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗଣ୍ଡାବାହାଳି ନିକଟରେ ସଡ଼କ ଦୁର୍ଘଟଣା। ସିନାପାଲି ପୋଲିସର ସୂଚନା ଅନୁସାରେ କୁଳିଙ୍ଗାମାଲ ଗାଁର ଉମେଶ ଭରା ସଗରିଆ ଖଡ଼ିଆଳକୁ ଯାଉଥିବାବେଳେ...
Breaking: ସାମୁଦ୍ରିକ ଝଡ଼ ‘ବାୟୁ’ ଦୀଗ ବଦଳାଇଲା: ଗୁଜରାତର କଚ୍ଛ ଆଡ଼କୁ ମୁଁହାଇଲା
ପୋରବନ୍ଦର ୧୪-୬ (ଓଡ଼ିଆ ପୁଅ) ସାମୁଦ୍ରିକ ଝଡ଼ 'ବାୟୁ' ତା’ର ଦୀଗ ବଦଳାଇଛି। ଗୁଜରାତର କଚ୍ଛ ଆଡ଼କୁ ମୁଁହାଇଛି। ଗୁଜରାତର କଚ୍ଛରେ ସ୍ଥଳଭାଗକୁ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ନ୍ୟୁଜ ଏଜେନ୍ସୀ ପିଟିଆଇ...








