ad
ଅପରାଧ

ଟ୍ରେନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରାଉରକେଲା ୧୬-୬ (ଓଡ଼ିଆ ପୁଅ) ରାଉରକେଲା ଷ୍ଟେସନରେ ଇତୱାରୀ-ଟାଟା ପାସେଞ୍ଜର ଟ୍ରେନ୍‌ର ଏକ ବଗିରୁ ଅଜଣା ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ଜିଆର୍‌ପି। ବ୍ୟକ୍ତିଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଜଣାପଡ଼ିଛି। ଏହାକୁ ହତ୍ୟା ସନ୍ଦେହ କରାଯାଉଥିବା ବେଳେ ମୃତକଙ୍କ ପରିଚୟ ମିଳିନି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top