Tag: picturenews
କି ଶାସନ ! ଶବ ବାହକ ଗାଡି ପାଇଁ ଟଙ୍କା ନଥିଲା, ସ୍ତ୍ରୀ ଟ୍ରେନରେ...
ବଲାଙ୍ଗୀର ୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରାଜ୍ୟର ବର୍ତ୍ତମାନ ଏପରି ପରିସ୍ଥିତି। ମୁଖ୍ୟମନ୍ତ୍ରୀ କହୁଛନ୍ତି ଆପଣମାନେ ଖୁସିତ? ହଁ, ସିଏ ବି ଖୁସି। କିନ୍ତୁ ରାଜ୍ୟରେ ଲୋକଙ୍କ ଆର୍ଥିକ ଅବସ୍ଥା କହିଲେ ନଚଳେ।...
କଟୁରିରେ ହାଣିଦେଲା ଶିକ୍ଷୟତ୍ରୀଙ୍କୁ, ସ୍କୁଲରେ ଫଢାଉଥିବା ବେଳେ ! ନୃଶଂସ …
ନିଆଳି ୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ନିଆଳି ଥାନା ଅନ୍ତର୍ଗତ ଆମ୍ବୁଆପଡ଼ା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା ବେଳେ ବିଭୁତି ମହାନ୍ତି ନାମକ ଜଣେ ବ୍ୟକ୍ତି ଅତର୍କିତ ଭାବେ କଟୁରିରେ...
ପାକିସ୍ଥାନ ପତାକା ପରି ପଗଡ଼ିରେ ସିଦ୍ଧୁ!
ନୂଆଦିଲ୍ଲୀ: ସର୍ବଦା ପାକିସ୍ତାନ ସପକ୍ଷରେ ଓକିଲାତି କରୁଥିବା ପଞ୍ଜାବର କଂଗ୍ରେସ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଏବେ ଆଉ ଏକ ନୂଆ ବିବାଦରେ ଯୋଡ଼ି ହୋଇଛନ୍ତି।ସେ ପାକିସ୍ଥାନ ପତାକା ପରି ଇସ୍ଲାମିକ ଚିହ୍ନ...
ଭାରତ ହାରିବାର କାରଣ ଗେରୁଆ- ମେହେବୁବା: ଭାରତ ଜାଣିଶୁଣି ହାରି ଯାଇପାରେ, ଆଶଙ୍କା କରୁଥିଲା...
ନୂଆଦିଲ୍ଲୀ: ଚଳିତ ବିଶ୍ଵକପରେ ରବିବାର ବର୍ମିଂହାମରେ ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡଠାରୁ ଭାରତ ପରାଜିତ ହେବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭାରତର ଏହି...
ବାଜପେୟୀ ସରକାର ମଧ୍ୟ କରିଥିଲେ ଏୟାର ଷ୍ଟ୍ରାଇକ୍ ଯୋଜନା: ଶେଷ ସମୟରେ ଟଳିଲା ନିଷ୍ପତି;...
ନୂଆଦିଲ୍ଲୀ: ମୋଦୀ ସରକାର ସମୟରେ ପାକିସ୍ଥାନ ଉପରେ ଯେପରି ଏୟାର ଷ୍ଟ୍ରାଇକ୍ କରାଗଲା, ଠିକ୍ ସେହିପରି ଏକ ଏୟାର ଷ୍ଟ୍ରାଇକ୍ କରିବାର ଯୋଜନା ବାଜପେୟୀ ସରକାରଙ୍କ ସମୟରେ ହୋଇଥିଲା।କିନ୍ତୁ ଶେଷ ସମୟରେ ତାହା...
ବିଶ୍ୱକପ୍ ୨୦୧୯ : ବିଜୟ ଶଙ୍କର ବିଶ୍ଵ କପରୁ ଆଉଟ୍, ମାୟଙ୍କ ଅଗ୍ରୱାଲ୍ ଙ୍କୁ...
ବିଜୟ ଶଙ୍କରଙ୍କର ଜାଗାରେ ଇଲଣ୍ଡ ବିରୁଦ୍ଧରେ ଋଷଭ ପନ୍ତ କୁ ପ୍ଲେଇଙ୍ଗ ଇଲେଭେନ ରେ ସାମିଲ କରାଯାଇଥିଲା। ଟିମ ମ୍ୟାନେଜମେଣ୍ଟ ତାଙ୍କ ଜାଗାରେ ମାୟଙ୍କ ଅଗ୍ରୱାଲ୍ କୁ ଇଲଣ୍ଡ ଡାକିପାରନ୍ତି।
ଭାରତୀୟ ଅଲରାଉଣ୍ଡର ବିଜୟ...
ଘାଟିରୁ ଖସିଲା ବସ୍ ୩୨ ମୃତ ଅନେକ ଆହତ, ୭ ଗୁରୁତର
ଜାମ୍ମୁ ଏବଂ କାଶ୍ମୀର ୧ ଜୁଲାଇ (ଓଡ଼ିଆ ପୁଅ) ଜାମ୍ମୁ ଏବଂ କାଶ୍ମୀରର କିଶ୍ତବାଡ଼ ଜିଲ୍ଲାର କେବାସନ ନାମକ ସ୍ଥାନରେ ସୋମବାରଦିନ ଏକ ମିନି ବସ ଘାଟିରୁ ଖସିପଡ଼ିଛି। ଏଥିରେ ଯାତ୍ରା କରୁଥିବା...
ଘାଟିରେ ଖସି ପଡ଼ିଲା ବସ: ୩୦ରୁ ଉର୍ଦ୍ଧ୍ବ ମୃତ, ଅନେକ ଆହତ, ବଢ଼ିପାରେ ମୃତ୍ୟୁ...
ଶ୍ରୀନଗର: ଜାମ୍ମୁ କଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଏକ ଯାତ୍ରୀବାହି ମିନି ବସ୍ ଘାଟି ତଳକୁ ଖସି ପଡ଼ିବାରୁ ୩୧ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।ତା' ମଧ୍ୟରୁ ଅନେକଙ୍କ...
ଶିବସେନାର ମୁଖ୍ୟ ଉଦ୍ଧବ ଠାକ୍ରେଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ: ଭାରତକୁ ୫ ଟ୍ରିଲିୟନ ଡଲାର ବିଶିଷ୍ଟ...
- ମହାରାଷ୍ଟ୍ରର ବିକାଶ ପାଇଁ ଠାରେଙ୍କ ସହ ବିଭିନ୍ନ ଗୁରୁତ୍ବପୁର୍ଣ୍ଣ ଦିଗ ଉପରେ ଆଲୋଚନା
ନୂଆଦିଲ୍ଲୀ/ଭୁବନେଶ୍ବର, ୩୦ ଜୁନ୍ (ଓଡ଼ିଆ ପୁଅ) ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିବସେନାର ମୁଖ୍ୟ ଉଦ୍ଧବ ଠାକ୍ରେଙ୍କୁ ଭେଟିଛନ୍ତି।...
ଦଳିତ ପ୍ରେମିକ ସାଥିରେ ଲୁଚି ଚାଲିଗଲା ପ୍ରେମିକା ପରିଜନ ଏମିତି ପିଟିଲେଯେ, ଆପଣଙ୍କୁ ବି...
ମଧ୍ୟପ୍ରଦେଶ ୩୦-୬ (ଓଡ଼ିଆ ପୁଅ) : ମଧ୍ୟପ୍ରଦେଶର ଧାର ଜିଲ୍ଲାର ବାଗ ଥାନାଅନ୍ତର୍ଗତ ଏକ ଗ୍ରାମରେ ଜଣେ ଝିଅକୁ ମାରୁଥିବାର ଭିଡ଼ିଓ ଭାଇରାଲ ହୋଇଛି। ପୁଲିସ ମୁତାବକ ସେହି ଝିଅକୁ ତା’ ପରିଜନମାନେ...
ବର୍ଷାର ମଜା ନେଲେ ବାହୁବଳୀ ହିରୋଇନ୍;ଭିଜି ଭିଜି ନାଚିଲେ ଛାତ ଉପରେ: ଦେଖନ୍ତୁ ଭିଡିଓ…
ମୁମ୍ବାଇ: ଅସହ୍ୟ ତାତି ପରେ ଏବେ ଭାରତରେ ମୌସୁମୀ ଦସ୍ତକ ଦେଇଛି।ମୁମ୍ବାଇରେ ଏବେ ମୁଷଳଧାର ବର୍ଷା ହେଉଛି।ବର୍ଷାର ମଜା ମୁମ୍ବାଇ ଲୋକ ଭରପୁର ଉଠାଉଛନ୍ତି।ବଲିଉଡ ସେଲିବ୍ରେଟି ମାନେ ମଧ୍ୟ ଏଥିରୁ ବାଦ ପଡ଼ିନାହାଁନ୍ତି।ଯିଏ...
ଆଜି ଭାରତ – ଇଂଲଣ୍ଡ ମୁକାବିଲା: ପାକିସ୍ଥାନ ଚାହୁଁଛି ଭାରତ ଜିତୁ! କ’ଣ ଭାରତ...
ନୂଆଦିଲ୍ଲୀ:ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା।ଭାରତ ଅପେକ୍ଷା ଇଂଲଣ୍ଡ ପାଇଁ ମ୍ୟାଚ ଜିତିବା ଗୁରୁତ୍ୱପୂର୍ଣ୍ଣ।କାରଣ ଇଂଲଣ୍ଡ ଯଦି ଏହି ମ୍ୟାଚ ହାରିଯାଏ,ତେବେ ସେମି ଫାଇନାଲକୁ ଯିବାରେ ତା' ପାଇଁ ଏହା ବାଧକ...
ପାକିସ୍ଥାନ ବନାମ ଆଫଗାନିସ୍ଥାନ ମ୍ୟାଚରେ ଦଙ୍ଗା: ବେଲୁଚିସ୍ଥାନ ସ୍ୱାଧୀନତା ପ୍ରସଙ୍ଗ ବିଶ୍ୱ କପରେ!
ହେଡିଂଲି: ବିଶ୍ବକପ୍ରେ ଶନିବାର ଦୁଇ ପଡ଼ୋଶୀ ଆଫ୍ଗାନିସ୍ଥାନ ଏବଂ ପାକିସ୍ଥାନ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା।ଏହି ମ୍ୟାଚ୍ ସମୟରେ ଷ୍ଟାଡିୟମ୍ ବାହାରେ ଏବଂ ଭିତରେ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଜବରଦସ୍ତ ଗଣ୍ଡଗୋଳ...
ଦାରୁବିଗ୍ରହଙ୍କ ବର୍ଣ୍ଣ ବୃତ୍ତାନ୍ତ
- ଦେବପ୍ରସାଦ ମିଶ୍ର
ଶ୍ରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ କହିଛନ୍ତି - ଉତ୍କଳେ ନେତାର ନାହିଁ ପ୍ରୟୋଜନ ଉତ୍କଳର ନେତା ସ୍ୱୟଂ ନାରାୟଣ
ଏହି ନାରାୟଣ ପ୍ରକୃତିରେ କିଭଳି ଜଗତରନାଥ ଜଗନ୍ନାଥ ଓ ସାରା ମାନବ...
ଭ୍ୟାନିଟ୍ ବ୍ୟାଗର ମୂଲ୍ୟ ୨ କୋଟି ୬୦ ଲକ୍ଷ: ଲାଗିଛି ୨୪୦ଟି ହୀରା!
ନୂଆଦିଲ୍ଲୀ: ମୁକେଶ ଅମ୍ବାନିଙ୍କ ପତ୍ନୀ ନୀତା ଅମ୍ବାନିଙ୍କ ଭ୍ୟାନିଟ୍ ବ୍ୟାଗକୁ ନେଇ ଚର୍ଚ୍ଚା।ସେ ଯେଉଁ ଭ୍ୟାନିଟ୍ ବ୍ୟାଗ୍ ବ୍ୟବହାର କରୁଛନ୍ତି ତାହାର ମୂଲ୍ୟ ହେଉଛି ୨ କୋଟି ୬୦ ଲକ୍ଷ ଟଙ୍କା।ସେଥିରେ ୨୪୦ଟି...
ସାରାଦେଶରେ ୩୦ ଜୁନ ୨୦୨୦ ସୁଦ୍ଧା କାର୍ଯ୍ୟକାରୀ ହେବ ‘ଏକ ରାଷ୍ଟ୍ର ଏକ ରାସନ...
- କୁପୋଷଣ ନିରାକରଣ ଯୋଜନାରେ ସାମିଲ ହେବେ ଓଡ଼ିଶା ସମେତ ୧୫ଟି ରାଜ୍ୟ
- ଆଧାର କାର୍ଡ ଓ ରାସନ ସଂଯୋଗ ପ୍ରକ୍ରିୟା ଚୁଡ଼ାନ୍ତ ପର୍ଯ୍ୟାୟରେ
- ଦେଶର ଯେକୌଣସି ସ୍ଥାନରୁ ହିତାଧିକାରୀଙ୍କୁ ମିଳିପାରିବ ଖାଦ୍ୟ...
ହଟ୍ ମୋନାଲିସାଙ୍କ କମରିୟା ଡ୍ୟାନ୍ସ: ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ: ଭୋଜପୁରୀ ବୋଲ୍ଡ ଅଭିନେତ୍ରୀ ମୋନାଲିସା ତାଙ୍କ ଇଂଷ୍ଟା ଆକାଉଣ୍ଟରେ ଏକ ହଟ୍ ଡ୍ୟାନ୍ସ ଷ୍ଟେପ ଭିଡିଓ ପୋଷ୍ଟ କରିଛନ୍ତି।ଏଥିରେ ସେ ଲଭ ରାତ୍ରୀ ଫିଲ୍ମର "କମରିୟା" ଗୀତରେ ନାଚିଛନ୍ତି।ଇଂଷ୍ଟାରେ ସେ ଷ୍ଟାଇଲ...
ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ଯୁବକ ସମେତ ୫ ମୁକ୍ତ : କେନ୍ଦ୍ର ବୈଦଶିକ...
- ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କୁ ମୁକ୍ତ କରିବା ପାଇଁ ବୈଦଶିକମନ୍ତ୍ରୀ ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ ଭୁବନେଶ୍ୱର (ଓଡ଼ିଆ ପୁଅ) -ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କ ସମେତ ୫ ଭାରତୀୟ...
କେନ୍ଦ୍ରାପଡ଼ାରେ ପ୍ରଥମ ଥର ପାଇଁ ଗଡ଼ିଲା ରେଳ ଇଂଜିନ
କେନ୍ଦ୍ରାପଡ଼ା ୨୯-୬ (ଓଡ଼ିଆ ପୁଅ) କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ଗଡ଼ିଲା ରେଳ ଇଂଜିନ। ଆଜି ରେଲୱେ ପକ୍ଷରୁ ପ୍ରଥମ ଥର ପାଇଁ ହରିଦାସପୁର-ପାରାଦ୍ୱୀପରେ ରୁଟରେ ଗଡିଛି ରେଳ ଇଞ୍ଜିନ। ହରିଦାସପୁର-ପାରାଦୀପ...
ସ୍ୱାମୀ ଓ ଦୁଇ ପିଲାଙ୍କୁ ମାଡ଼ ମାରି ସ୍ତ୍ରୀକୁ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ
କେନ୍ଦ୍ରାପଡ଼ା ୨୯-୬ (ଓଡ଼ିଆ ପୁଅ) : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଞ୍ଚଳରେ ଘରେ ପଶି ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଖବର ମୁତାବକ କିଛି...







