Home Tags Picturenews

Tag: picturenews

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରୀ ନିବାସର ଛାତ ଭୁଷୁଡିଲା

0
ବ୍ରହ୍ମପୁର:୨୫/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଭଞ୍ଜବିହାର ପରିସରରେ ଥିବା ସାବେରୀ ଛାତ୍ରୀ ନିବାସରେ ଆଜି ଏକ ଅଘଟଣ ହୋଇ ଛାତ ଭୁଷୁଡି ପଡିଛି। ସେହି ନିବାସରେ ଛାତ୍ରୀ ମାନେ ରହିଥିଲେ ତେବେ...

ଆଇସିଏମଆର-ଜାତୀୟ ବୃତିଗତ ସ୍ୱାସ୍ଥ୍ୟ ସଂସ୍ଥାନ ସହ ଜାତୀୟ ଖଣି ଶ୍ରମିକ ସ୍ୱାସ୍ଥ୍ୟ ସଂସ୍ଥାନର ଏକୀକରଣକୁ...

0
ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ଖଣି ମନ୍ତ୍ରଣାଳୟ ଅଧୀନ ସ୍ୱାୟତ ସଂସ୍ଥାନ ଜାତୀୟ ଖଣି ଶ୍ରମିକ ସ୍ୱାସ୍ଥ୍ୟ ସଂସ୍ଥାନ (ଏନଆଇଏମଏଚ)କୁ ସମାପ୍ତ କରାଯିବ। ସମସ୍ତ ସମ୍ପତି ଓ ଦେୟତା ସହିତ ଏହାକୁ...

୨୪ ଘଣ୍ଟାରେ ୩ ମର୍ଡର

0
କଟକ, ୨୫।୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଗୋଟିଏ କି ଦୁଇଟି ନୁହେଁ, ୨୪ ଘଣ୍ଟାରେ ୩ ମର୍ଡର। ଭାଇଚାରା ସହର କଟକକୁ ଏବେ ସାଇକୋ କିଲରର ଚିନ୍ତା ଘାରିଛି। କଟକରେ ଘୁରି ବୁଲୁଛି...

ନବୀନ ନିବାସରେ ବିଜେଡି ନେତା

0
ଭୁବନେଶ୍ୱର, ୨୫/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ନବୀନ ନୀବାସରେ ପହଞ୍ଚିଛନ୍ତି ବିଜେଡି ନେତା। ତେବେ ପାଟକୁରା ନିର୍ବାଚନ ଫଳାଫଳ ନେଇ ଆଲୋଚନା କରିବାକୁ ନେତା ମାନେ ନବୀନ ନୀବାସରେ ପହଞ୍ଚିଥିବା କୁହାଯାଇଛି। ରଣେନ୍ଦ୍ରପ୍ରତାପ, ଅରୁଣ...

ବିଜେପି ସାଂସଦଙ୍କ ଘର ଉପରକୁ ବୋମା ମାଡ଼

0
ନୂଆଦିଲ୍ଲୀ, ୨୫/୭, (ଓଡ଼ିଆ ପୁଅ/ଫଙ୍କଜିନୀ ନାୟକ): ଲୋକସଭା ନିର୍ବାଚନ ରୁ ପଶ୍ଚିମ ବଙ୍ଗ ରେ ଆରମ୍ଭ ହୋଇ ଥିବା ରାଜନୈତିକ ଝଡ଼ ଥମିବାର ନାଁ ନେଉନଥିବା ବେଳେ ଗତ କାଲି ରାତିରେ ଏକ...

ପାଟକୁରା ନିର୍ବାଚନ : ଆତ୍ମ ସମର୍ପଣ

0
ଭୁବନେଶ୍ୱର ୨୪-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏହି ନିର୍ବାଚନରେ ପରାଜୟ ବରଣ କରିଛନ୍ତି। ନିର୍ବାଚନ ତାରିଖ...

ଆଗାମୀ ୪ ଦିନ ଯାଏଁ ବର୍ଷା: ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ୭ଟି ଜିଲ୍ଲାରେ...

0
ଭୁବନେଶ୍ୱର, ୨୪ା୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଶ୍ରାବଣ ମାସରେ ମଧ୍ୟ ଅସହ୍ୟ ଖରା ଓ ଗରମ ଅନୁଭୂତ ହେଉଥିଲା। ମାତ୍ର ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆଗାମୀ ୪ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା...

ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
ତାଳଚେର, ୨୪ା୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ତାଳଚେର ଏମସିଏଲ କୋଇଲା ଖଣିରେ ମାଟି ଅତଡ଼ା ଖସିବା ଘଟଣା ଘଟିଥିଲା। ସେଥିରେ ଡ୍ରାଇଭର ପପୁନ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଫସି ରହିଛନ୍ତି। ପରବର୍ତ୍ତୀ...

ଡାଟା ଚୋରି ମାମଲାରେ ଫସିଲା ଫେସବୁକ, ଏବେ ଦେବାକୁ ପଡ଼ିବ ୩୯ କୋଟି ଜରିମାନା

0
ନୂଆଦିଲ୍ଲୀ, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବ୍ୟବହାରକାରୀଙ୍କ ଡାଟା ଚୋରି ମାମଲାରେ ଫେସବୁକ ଉପରେ ୩୯ ହଜାର କୋଟି ଟଙ୍କାର ଜରିମାନା ଲାଗିଛି। ବ୍ରିଟିଶ ଫର୍ମ କ୍ୟାମ୍ବ୍ରିଜ ଆନାଲିଟିକ ଦ୍ବାରା ଏଫଟିସି ଫେସବୁକ...

ଏହି ସ୍କୁଲରୁ ପଢି ୨୧ ଜଣ ହୋଇଛନ୍ତି ପ୍ରଧାନମନ୍ତ୍ରୀ

0
ନୂଆଦିଲ୍ଲୀ, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଇଂଲଣ୍ଡ ରାଜନୀତିରେ ଏବେ ଟିକେ ପରିବର୍ତ୍ତନ ଦେଖିବାକୁ ମିଳିଛି। ବ୍ରେକ୍ସିଟ ସହ ଥିବା ଅନିଶ୍ଚିତତା ମଧ୍ୟରେ ବ୍ରିଟେନ ଏବେ ବୋରିସ ଜନସନଙ୍କୁ ନିଜର ଆଗାମୀ...

ଆସାମ ବନ୍ୟା ପୀଡିତଙ୍କୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲେ ବିଗ୍...

0
ଆସାମ, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆସାମରେ ବନ୍ୟା ଆସିବା ଯୋଗୁ ଆସାମ ବାସୀ ପ୍ରଭାବିତ ହୋଇଛନ୍ତି। ଏଥିପାଇଁ ଚାରିଆଡୁ ସହାୟତାର ହାତ ବଢ଼ିଛି। ପୂର୍ବରୁ ଖିଲାଡ଼ି ଅକ୍ଷୟ କୁମାର ୨ କୋଟି...

ବିରାଟ କୋହଲିଙ୍କ ଗୋଟିଏ ଇନଷ୍ଟ୍ରାଗ୍ରାମ ପୋଷ୍ଟର ମୂଲ୍ୟ କେତେ ?

0
ନୂଆଦିଲ୍ଲୀ, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆଇସିସି ଦିନିକିଆ ଓ ଟେଷ୍ଟ ରାକିଂରେ ଏକ ନମ୍ବର ସ୍ଥାନରେ ଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଗୋଟିଏ ଇନଷ୍ଟ୍ରାଗ୍ରାମ ପୋଷ୍ଟର ମୂଲ୍ୟ...

ପରାଜୟ ପରେ କ’ଣ କହିଲେ ବିଜୟ ?

0
ପାଟକୁରା, ୨୪।୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା ହୋଇଛି, ଯେଉଁଥିରେ ବିଜେପିକୁ ମାତ୍ ଦେଇ ଵାଜିମାତ୍ କରିଛି ବିଜେଡି। ପ୍ରାୟ ୧୭ ହଜାର ୬୫୫...

ପ୍ରିୟଙ୍କାଙ୍କ ପରେ ନିକ୍ ଙ୍କ ଏହି ଫଟୋର ମଜା ନେଲେ ଫ୍ୟାନ

0
ମୁମ୍ବାଇ, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଗତ ୧୮ ଜୁଲାଇ ରେ ବଲିଉଡ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ମିୟାମିରେ ଥିଲେ ଓ ନିଜ ଜନ୍ମ ଦିନ ସେଲିବ୍ରେସନର କିଛି ଫଟୋ ସୋସିଆଲ...

ନବଜାତ କନ୍ୟାର ତିନି ପିତା !

0
କୋଲ୍‌କାତା, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ରବିବାର ଦିନ କୋଲ୍‌କାତାର ଏକ ଘରୋଇ ହସ୍ପିଟାଲରେ ଏକ ଅଣାରୁ ଘଟଣା ଦେଖିବାକୁ ମିଳିଛି।ଡାକ୍ତରଖାନାରେ ଜଣେ ମହିଳା ଝିଅଟିଏ ଜନ୍ମ କରିବା ପରେ ତିନି...

୪ଟା ୪୫ ସୁଦ୍ଧା ୫ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

0
ଭୁବନେଶ୍ୱର, ୨୪ା୭ (ଓଡିଆ ପୁଅ/ପଙ୍କଜିନୀ ନାୟକ) : ରାଜ୍ୟରେ ମୌସୁମୀ ଥିଲେ ମଧ୍ୟ ବର୍ଷାର ପରିମାଣ ପୁରା କମିଯାଇଛି। ଦିନକୁ ଦିନ ଖରାର ମାତ୍ରା ବଢିବା ସହ ଅସହ୍ୟ ଖରା ହେବାରେ ଲାଗିଛି।...

ଇମରାନଙ୍କ ମହାଖୁଲାସା: ପାକିସ୍ତାନରେ ଏବେ ବି ଅଛନ୍ତି ୩୦ ରୁ ୪୦ ହଜାର ଆତଙ୍କବାଦୀ

0
ଓ୍ୱାଶିଂଟନ, ୨୪/୭ (ଓଡିଆ ପୁଅ/ପଙ୍କଜିନୀ ନାୟକ) : ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ପାକିସ୍ତାନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଏବେ ବି ପାକିସ୍ତାନରେ...

୩୧ ଅଗଷ୍ଟ ପରେ ITR ଫାଇଲ କଲେ ଦେବେ ଜରିମାନା !

0
ନୂଆଦିଲ୍ଲୀ, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ମୋଦି ସରକାର ଇନକମ ଟ୍ୟାକ୍ସ ରିଟଣ୍ଣ ଫାଇଲ କରିବା ପାଇଁ ଆଉ ଗୋଟିଏ ମାସ ବଢାଇ ଦେଇଛନ୍ତି। ପୂର୍ବରୁ ଏହା ୩୧ ଜୁଲାଇ ଥିଲା।...

ବିଜେଡିର ପାଟକୁରା ବିଜୟ

0
ପାଟକୁରା,୨୪ ।୭ (ଓଡିଆ ପୁଅ/ପଙ୍କଜିନୀ ନାୟକ) : ପାଟକୁରା ବିଧାନସଭା ନିର୍ବାଚନର ୧୮ ରାଉଣ୍ଡ ଭୋଟ୍ ଗଣତି ଶେଷ ହୋଇଛି। ଆଉ ପାଟକୁରାରେ ପୁଣି ଶୁଭିଛି ଶଙ୍ଖ ନାଦ। ୧୮ ରାଉଣ୍ଡ ସୁଦ୍ଧା ୧୭,୬୫୫...

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନଙ୍କ ଶପଥଗ୍ରହଣ

0
ଆନ୍ଧ୍ରପ୍ରଦେଶ, ୨୪/୭ (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆଜି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଶ୍ୱଭୁଷଣ ହରିଚନ୍ଦନ। ତାଙ୍କୁ ଶପଥ ଗ୍ରହଣ...