Home ଓଡ଼ିଶା ବିରାଟ କୋହଲିଙ୍କ ଗୋଟିଏ ଇନଷ୍ଟ୍ରାଗ୍ରାମ ପୋଷ୍ଟର ମୂଲ୍ୟ କେତେ ?

ବିରାଟ କୋହଲିଙ୍କ ଗୋଟିଏ ଇନଷ୍ଟ୍ରାଗ୍ରାମ ପୋଷ୍ଟର ମୂଲ୍ୟ କେତେ ?

338

ନୂଆଦିଲ୍ଲୀ, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆଇସିସି ଦିନିକିଆ ଓ ଟେଷ୍ଟ ରାକିଂରେ ଏକ ନମ୍ବର ସ୍ଥାନରେ ଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଗୋଟିଏ ଇନଷ୍ଟ୍ରାଗ୍ରାମ ପୋଷ୍ଟର ମୂଲ୍ୟ ଖୁଲାସା ହୋଇଛି।

ତେବେ ଗୋଟିଏ ପୋଷ୍ଟରୁ ବିରାଟ ଲକ୍ଷ ଲକ୍ଷ ଟଙ୍କା କମାନ୍ତି ବୋଲି ଜଣାପଡିଛି। ଏହାର ଖୁଲାସା ଇନଷ୍ଟ୍ରାଗ୍ରାମର ରିଚ୍ ଲିଷ୍ଟରେ ହୋଇଛି। ଏହି ଲିଷ୍ଟରେ ବିରାଟ ନବମ ସ୍ଥାନରେ ରହିଥିବା ବେଳେ କ୍ରିଷ୍ଟିୟାନୋ ରୋନାଲ୍ଡ ସବୁଠୁ ଉପରେ ରହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବିରାଟ କୋହଲିଙ୍କ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ୩୬ ମିଲିୟନ ଫଲୋଅର ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.