Home Tags Picturenews

Tag: picturenews

ବୋଲେର ଧକ୍କାରେ ୫ କାଉଡିଆ ଆହତ

0
କୋରାପୁଟ ୨୮-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ) ଶନିବାର ବିଳମ୍ବିତ ରାତିରେ ଜୟପୁର-ବୈପାରିଗୁଡା ରାସ୍ତାରେ ଏକ ବୋଲେର ଧକ୍କାରେ ୫ଜଣ କାଉଡିଆ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ପୁରୀ ଜିଲା...

ସୋସିଆଲ୍ ମିଡ଼ିଆରେ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ହେବା ପରେ ଦୁଇ ବିଜେପି ଯୁବ ନେତା...

0
ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ଜାତୀୟ ଗଣ ମାଧ୍ୟମ ଖବର ଅନୁଯାୟୀ ଭାରତୀୟ ଜନତା ପାର୍ଟୀ ହିମାଞ୍ଚଳ ପ୍ରଦେଶର କୁଲ୍ଲୂରେ ପାର୍ଟୀ ଦୁଇ ନେତାଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ହେବା ପରେ...

ଅଗଷ୍ଟ ୮ ରେ ଭାରତ ରତ୍ନରେ ସମ୍ମାନୀତ ହେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

0
ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଅଗଷ୍ଟ ୮ ରେ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଖବରରୁ ପ୍ରକାଶ। ସୂଚନାଯୋଗ୍ୟଯେ, ଚଳିତବର୍ଷ ଗଣତନ୍ତ୍ର ଦିବସର...

ଚାଷୀ ସମସ୍ୟା ନେଇ : ଅଗଷ୍ଟ ୯ କ୍ରାନ୍ତି ଦିବସରୁ କୃଷକ ଅଧିକାର ପଦଯାତ୍ରା...

0
ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଚାଷୀ ସମସ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଭୁବନେଶ୍ୱର, ତା- ୨୮/୭ (ଓଡ଼ିଆ ପୁଅ) - ଆଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ...

ମାଲକାନାଗିରିରେ ଲଗାଣ ବର୍ଷା : ପୋଲ ଉପରେ ବନ୍ୟା ଜଳ

0
ମାଲକାନାଗିରି ୨୮-୭ (ଓଡ଼ିଆ ପୁଅ) ମାଲକାନାଗିରିରେ ଲଗାଣ ବର୍ଷା ହୋବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାରେ ଥିବା ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ମାଲକାନଗିରି-ଛତିଶଗଡ ସୁକମାକୁ ସଂଯୋଗ...

ଆସନ୍ତା ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ...

0
ଭୁବନେଶ୍ୱର ୨୮-୭ (ଓଡ଼ିଆ ପୁଅ) ଦୁର୍ବଳ ହୋଇଛି ଲଘୁଚାପ। କିନ୍ତୁ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ସୂଚନା ମିଳିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲା କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ...

ତାଜା ଖବର : କର ନାଟକ: ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ

0
କର୍ଣ୍ଣାଟକ ୨୮-୭ (ଓଡ଼ିଆ ପୁଅ) ଥମୁନି କର୍ଣ୍ଣାଟକର ରାଜନୈତିକ ଡ୍ରାମା। ଆଜି କଂଗ୍ରେସ ଏବଂ ଡେଡ଼ିଏସ୍ ର ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ରମେଶ କୁମାର ଅଯୋଗ୍ୟ ଘୋଷିତ କରିଛନ୍ତି। ଏ...

ସୁରକ୍ଷା ବଳଙ୍କ ଗୁଳିରେ ତିନି ମହିଳା ମାଓବାଦୀଙ୍କ ସମେତ ସାତ ମୃତ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର...

0
ବସ୍ତର ୨୭-୭ (ଓଡ଼ିଆ ପୁଅ) ଶନିବାରଦିନ ବସ୍ତର ଜିଲ୍ଲାର ନଗରନାର ଥାନା ଅନ୍ତର୍ଗତ ତିରିୟା ଗ୍ରାମର ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀମାନଙ୍କ ଗୁଳି ବିନିମୟରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ...

ରାମେଶ୍ୱର ପାନ୍ଥ ନିବାସ: ଏବେ “ହୋଟେଲ୍ ନିଳାମ୍ବୁ -ଦ” ପୁଡ୍ କୋର୍ଟ୍”

0
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରେ ନିର୍ମାଣ ହୋଇଥିଲା ଏକ ପାନ୍ଥନିବାସ।ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକ ଏହା ଆରମ୍ଭ କରିଥିଲେ।ସୂଚନାଯୋଗ୍ୟ ଯେ ଜାନକୀ ବାବୁଙ୍କର ନିଜ ଗାଁ" ଏହି ରାମେଶ୍ୱର।କିନ୍ତୁ,...

ବୈଦ୍ୟୁତିକ ଯାନ ଉପରୁ ଜିଏସଟି ହାର ୧୨ରୁ ୫ ପ୍ରତିଶତକୁ ହ୍ରାସ

0
- ଚାର୍ଜର କିମ୍ବା ଚାର୍ଜିଂ ଷ୍ଟେସନ ଉପରୁ ଜିଏସଟି ହାର ୧୮ରୁ ୫ ପ୍ରତିଶତକୁ ହ୍ରାସ - ଆଂଚଳିକ ଅଧିକାରୀମାନଙ୍କ ଦ୍ୱାରା ଭଡାରେ ଅଣାଯାଉଥିବା ବୈଦ୍ୟୁତିକ ବସ ଗୁଡିକ ଜିଏସଟିରୁ ମୁକ୍ତ ହେବେ - ପରିବର୍ତିତ...

ଖଣିରୁ ମିଳିଲା ଖଣ୍ଡିଆ ହାତ

0
ତାଳଚେର, ୨୭ା୭, (ଓଡ଼ିଆପୁଅ/ପଙ୍କଜିନୀ ନାୟକ): ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣାରେ ଆଜି ଆଉ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଖଣିରୁ ଜଣେ ଶ୍ରମିକଙ୍କର ଖଣ୍ଡିଆ ହାତ ମିଳିଛି। ଏହାକୁ ମିଶାଇ କୋଇଲା...

ଭୁବନେଶ୍ୱର ଡ୍ୟାନ୍ସ ବାରରୁ ୫୦ ଯୁବତୀ ଉଦ୍ଧାର

0
ଭୁବନେଶ୍ୱର, ୨୭/୭, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ବେଆଇନ୍‌ବାର୍‌ରେ ଗତକାଲି ବିଳମ୍ବିତ ରାତିରେ କମିଶନରେଟ୍‌ପୋଲିସର ଚଢ଼ଉ କରି ୫୦ରୁ ଉର୍ଦ୍ଧ୍ୱ ଯୁବତୀଙ୍କୁ ଉଦ୍ଧାର କରିଛି। ସେହି ଯୁବତୀମାନେ ଓଡ଼ିଶା...

ପବଜି ନେଲା ଜୀବନ

0
କଶ୍ମୀର, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଏବେ ସାରା ଦେଶରେ ପବଜି ଏକ ନିଶା ପାଲଟିଛି। ବିଶେଷ ଭାବରେ ଏହା କମ୍ ବୟସ ପିଲାଙ୍କୁ ବେଶି ଆକୃଷ୍ଟ କରୁଛି।ଏହାରି ଭିତରେ ଏହି ଗେମ୍...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ, ୭ ଆହତ

0
ମୟୁରଭଞ୍ଜ, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ସକାଳେ ମୟୁରଭଞ୍ଜ ବାଙ୍ଗିରିପୋଷି ବାମନ ଘାଟି ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଫଳରେ ଏକ ବୋଲେରକୁ ପଛପଟୁ ଟ୍ରକ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ...

୯୨ ମିଟର ଉପରୁ ବଞ୍ଜି ଜମ୍ପିଙ୍ଗ କରୁଥିଲା ଏହି ବ୍ୟକ୍ତି: ମଝିରେ ଖୋଲିଗଲା ରଶି...

0
ନୂଆ ଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) ଆଜିକାଲି ବହୁତ ଲୋକମାନଙ୍କୁ ଆଡ୍ଭେଞ୍ଚର କରିବାକୁ ନିଶା ଲାଗିଛି। ତେବେ ଯେଉଁମାନେ ଏହି ପ୍ରକାରର ଷ୍ଟଣ୍ଟ କିମ୍ବା ଆଡଭେଞ୍ଚରର ଭାଗ ନେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ...

ଏମଏସଏମଇ କ୍ଷେତ୍ରରେ ଋଣ ସୀମା ସଂଶୋଧନ ପାଇଁ ସୁପାରିଶ

0
ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ଗୁଡ଼ିକୁ ଯୋଗାଇ ଦିଆଯାଉଥିବା ବନ୍ଧକମୁକ୍ତ ଋଣ ସୀମା ୨୦ ଲକ୍ଷ ଟଙ୍କାକୁ...

ଚାଷୀ ଆତ୍ମହତ୍ୟା: ସାର ପିଇ ଜୀବନ ହାରିଲେ ଯୁବଚାଷୀ

0
ଟିଟିଲାଗଡ଼ ୨୬-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସବ୍ଡିଭିଜନ ଅନ୍ତର୍ଗତ ସଇଁତଲା ଥାନା ଅଧିନସ୍ଥ ଧରବଗଡ଼ ଗ୍ରାମ ର ସୀତାରାମ ମାଝୀ ନାମକ ଜଣେ(୩୧) ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରକାଶ ଯେ...

ଆରଟିଆଇ ସଂଶୋଧନ ବିଲ, ୨୦୧୯ ସଂସଦରେ ଗୃହୀତ

0
- ଆଜି ରାଜ୍ୟସଭାର ଅନୁମୋଦନ ଲାଭ କଲା ବିଲ - ଆରଟିଆଇ ଆଇନର ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବାର କୌଣସି ଉଦ୍ଦେଶ୍ୟ ନାହିଁ : ଡ. ଜିତେନ୍ଦ୍ର ସିଂ ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ)...

କିରାସିନି ଭାବି ଡିବିରେ ପେଟ୍ରୋଲ ପକେଇଥିଲେ: ନିଆଁରେ ପୋଡ଼ି ହୋଇ ତିନି ଗୁରୁତର

0
ମୟୁରଭଞ୍ଜ ୨୫-୭ (ଓଡ଼ିଆ ପୁଅ) ମୟୂରଭଞ୍ଜ ଶରତ ଥାନା କଟୁରିଆ ଗାଁରେ ଅଘଟଣ ଘଟିଛି। ମିଳିଥିବା ସୂଚନା ମତେ, କିରାସିନି ଭାବି ଡିବିରେ ପେଟ୍ରୋଲ ପକାଇଥିବା କାରଣରୁ ଅଚାନକ ନିଆଁ ଲାଗିଯାଇଥିଲା। ଏହି...

ତିନି ବିଧାୟକ ଅଯୋଗ୍ୟ ଘୋଷିତ

0
କର୍ଣ୍ଣାଟକ ୨୫-୭ (ଓଡ଼ିଆ ପୁଅ) କର୍ଣ୍ଣାଟକର ବିଧାନସଭା ଅଧ୍ୟକ୍ଷ ଆର ରମେଶ କୁମାର ଗୁରୁବାର ଦିନ ଜଣେ ନିର୍ଦ୍ଦଳୀୟ ବିଧାୟକ ଏବଂ ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ସମେତ ତିନିଜଣ ବିଧାୟକଙ୍କୁ ଅଯୋଗ୍ୟ...