Home ଆନ୍ତର୍ଜାତୀୟ ଇମରାନଙ୍କ ମହାଖୁଲାସା: ପାକିସ୍ତାନରେ ଏବେ ବି ଅଛନ୍ତି ୩୦ ରୁ ୪୦ ହଜାର ଆତଙ୍କବାଦୀ

ଇମରାନଙ୍କ ମହାଖୁଲାସା: ପାକିସ୍ତାନରେ ଏବେ ବି ଅଛନ୍ତି ୩୦ ରୁ ୪୦ ହଜାର ଆତଙ୍କବାଦୀ

283

ଓ୍ୱାଶିଂଟନ, ୨୪/୭ (ଓଡିଆ ପୁଅ/ପଙ୍କଜିନୀ ନାୟକ) : ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ପାକିସ୍ତାନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଏବେ ବି ପାକିସ୍ତାନରେ ୩୦ ରୁ ୪୦ ହଜାର ଆତଙ୍କବାଦୀ ଅଛନ୍ତି ଏବଂ ସେମାନେ ବର୍ତ୍ତମାନ ଆଫଗାନିସ୍ତାନ ଓ କାଶ୍ମୀରରେ ପ୍ରଶିକ୍ଷଣ ନେଉଛନ୍ତି।

ଏହା ପୂର୍ବରୁ ସେ କହିଥିଲେ ଯେ, ପାକିସ୍ତାନରେ ୪୦ଟି ଆତଙ୍କୀ ସଂଗଠନ ଚାଲୁଛି। ଆମେରିକା ସାଂସଦଙ୍କୁ ସମ୍ବୋଧିତ କରିବା ସମୟରେ ସେ ଏହା କହିଥିଲେ। ଏହାଛଡା ୧୫ ବର୍ଷ ଧରି ଆମେରିକାକୁ ପାକିସ୍ତାନ ବୋକା ଵନଉଥିଲା ବୋଲି ମଧ୍ୟ ଇମରାନ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.