Home ଆନ୍ତର୍ଜାତୀୟ ଏହି ସ୍କୁଲରୁ ପଢି ୨୧ ଜଣ ହୋଇଛନ୍ତି ପ୍ରଧାନମନ୍ତ୍ରୀ

ଏହି ସ୍କୁଲରୁ ପଢି ୨୧ ଜଣ ହୋଇଛନ୍ତି ପ୍ରଧାନମନ୍ତ୍ରୀ

472

ନୂଆଦିଲ୍ଲୀ, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଇଂଲଣ୍ଡ ରାଜନୀତିରେ ଏବେ ଟିକେ ପରିବର୍ତ୍ତନ ଦେଖିବାକୁ ମିଳିଛି। ବ୍ରେକ୍ସିଟ ସହ ଥିବା ଅନିଶ୍ଚିତତା ମଧ୍ୟରେ ବ୍ରିଟେନ ଏବେ ବୋରିସ ଜନସନଙ୍କୁ ନିଜର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛି।

ତେବେ ବୋରିସ ଏବେ ଟେରିସା ମେଙ୍କ ସ୍ଥାନ ନେବେ। ଯିଏ ଇଂଲଣ୍ଡ ର ପ୍ରସିଦ୍ଧ ଇଟୋନ କଲେଜରୁ ପଢ଼ିଛନ୍ତି। ତେବେ ଵୋରିସଙ୍କ ସହ ୨୧ ଜଣ ଏ ପର୍ଯ୍ୟନ୍ତ ସେହି କଲେଜରୁ ପଢି ପ୍ରଧାନମନ୍ତ୍ରୀ ସୋଇସାରିଛନ୍ତି। ପୂର୍ବରୁ ଇସ୍ତଫା ଦେଇଥିବା ଡେଭିଡ କ୍ୟାମରନ ମଧ୍ୟ ଏହି ସ୍କୁଲରେ ନିଜ ପଢା ସାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.