Home ଓଡ଼ିଶା ବିଜେପି ସାଂସଦଙ୍କ ଘର ଉପରକୁ ବୋମା ମାଡ଼

ବିଜେପି ସାଂସଦଙ୍କ ଘର ଉପରକୁ ବୋମା ମାଡ଼

198

ନୂଆଦିଲ୍ଲୀ, ୨୫/୭, (ଓଡ଼ିଆ ପୁଅ/ଫଙ୍କଜିନୀ ନାୟକ): ଲୋକସଭା ନିର୍ବାଚନ ରୁ ପଶ୍ଚିମ ବଙ୍ଗ ରେ ଆରମ୍ଭ ହୋଇ ଥିବା ରାଜନୈତିକ ଝଡ଼ ଥମିବାର ନାଁ ନେଉନଥିବା ବେଳେ ଗତ କାଲି ରାତିରେ ଏକ ଅଘଟଣ ଘଟିଛି। ବ୍ୟାରକପୁରର ବିଜେପି ସାଂସଦ ଅର୍ଜ୍ଜୁନ ସିଂହ ଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ବୋମାମାଡ କରିଥିବା ଅଭିଯୋଗ ହୋଇଛି। ଭାଟପାରାସ୍ଥିତ ମଜଦୁର ଭବନ ସାମ୍ନା ରେ ଏହା ହୋଇଛି।

ତେବେ ଏହି ଘଟଣା ପରେ ଭାଟପାରା ନଗର ନିଗମର ମୁଖ୍ୟ ଓ ଅର୍ଜ୍ଜୁନ ସିଂହ ଙ୍କ ଭଣଜା ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପଛରେ ଟିଏମସିର ହାତ ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.