Tag: picturenews
ବୀରପ୍ପନକୁ ଏନକାଉଣ୍ଟର କରିଥିବା ପୂର୍ବତନ IPS ଅଧିକାରୀ କେ.ବିଜୟ କୁମାରଙ୍କୁ ଏବେ ସରକାର ଦେଲେ...
ନୂଆ ଦିଲ୍ଲୀ ୭-୧୨ (ଓଡ଼ିଆ ପୁଅ) : ଅବସର ପ୍ରାପ୍ତ ଆଇପିଏସ ଅଧିକାରୀ କେ.ବିଜୟ କୁମାରଙ୍କୁ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ଉପଦେଷ୍ଠା ଭାବରେ ନିଯୁକ୍ତ କରାଯାଇଛି। ନିଜର ନୂଆ ଭୂମିକାରେ...
ମୋତେ ଯିଏ ଜଳେଇ ଦେଇଛନ୍ତି, ସେମାନଙ୍କୁ ଛାଡ଼ିବ ନାହିଁ ଭାଇ ! ମୋ’ ସହିତ...
ନୂଆ ଦିଲ୍ଲୀ ୭-୧୨ (ଓଡ଼ିଆ ପୁଅ) ମୁଁ ତ ବଞ୍ଚିଯିବି। କିନ୍ତୁ, ଭାଇ ! କିନ୍ତୁ ମୋତେ ଯିଏ ଜଳେଇ ଦେଇଛନ୍ତି, ସେମାନଙ୍କୁ ଛାଡ଼ିବ ନାହିଁ। ଏହା ଥିଲା ଉନ୍ନାବ ଗଣ ଦୁଷ୍କର୍ମ...
ବଞ୍ଚିଲେନି ଉନାଉ ପିଡ଼ି଼ତା: ଜେଲ୍ ଯାଇ ବେଲରେ ଆସିଥିଲେ ଅଭିଯୁକ୍ତ
ନୂଆଦିଲ୍ଲୀ: ବାରମ୍ବାର ପଚାରୁଥିଲେ ଡାକ୍ତରଙ୍କୁ, ମୁଁ କ'ଣ ବଞ୍ଚି ପାରିବି?କିନ୍ତୁ, ବଞ୍ଚିଲେନି ଉନାଓ ପିଡ଼ି଼ତା।ମୃତ୍ୟୁ ସହିତ ଦୀର୍ଘ ୪୦ ଘଣ୍ଟା କାଳ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସେ।ଶୁକ୍ରବାର ରାତି...
ମୁଁ କଣ ବଞ୍ଚିବି.. ସେମାନଙ୍କୁ ଛାଡ଼ିବନି: ଉନାଉ ପିଡ଼ି଼ତା
ନୂଆଦିଲ୍ଲୀ: ଏଣେ ତେଲେଙ୍ଗାନାରେ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତ ୪ ଜଣଙ୍କୁ ପୋଲିସ ଏନକାଉଣ୍ଟର୍ କରିଥିବାକୁ ନେଇ ସାରା ଦେଶରେ ଖୁସି ପ୍ରକଟ କରାଯାଉଥିବା ବେଳେ ତେଣେ ଉନାଉ ପିଡ଼ି଼ତା ଏବେ ଦିଲ୍ଲୀ...
ଚର୍ଚ୍ଚାରେ ଏନକାଉଣ୍ଟର୍ ଅଫିସର୍: ସଜ୍ଜନରଙ୍କ ଡିସେମ୍ବର ମାସ
ନୂଆଦିଲ୍ଲୀ: ଗତ ସପ୍ତାହରେ ୨୫ ବର୍ଷୀୟ ମହିଳା ପଶୁ ଚିକିତ୍ସକଙ୍କୁ ବଳାତ୍କାର ଏବଂ ଜିଅନ୍ତା ଜାଳିଦେବା ଘଟଣାରେ ଚାରି ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ କରିଛି ଏନକାଉଣ୍ଟର୍।ଯେଉଁ ସ୍ଥାନରେ ପ୍ରିୟଙ୍କାଙ୍କ ହତ୍ୟା ହୋଇଥିଲା ସେହିଠାରେ...
ନିଜକୁ ସମ୍ଭାଳନ୍ତୁ ! ପଢ଼ନ୍ତୁ ଏହି ରେଷ୍ଟୁରାଣ୍ଟଗୁଡ଼ିକର ନାମ – ହସି ହସି ଗଡ଼ିଯିବେ...
ନୂଆ ଦିଲ୍ଲୀ ୬-୧୨ (ଓଡ଼ିଆ ପୁଅ) Zomato, ଇଣ୍ଟରନେଟରେ ଫୁଡ୍ ଡେଲିଭରି ପ୍ଲାଟଫର୍ମ, ସବୁବେଳେ ଚେଷ୍ଟାକରିଥାଏ ଇଣ୍ଟରନେଟ ୟୁଜର୍ସମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ। ତେଣୁ ବେଳେ ବେଳେ ଏପରି ଟ୍ୱିଟ କରିଥାଏ...
ହାଇଦ୍ରାବାଦ୍ ଗଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୋଲିସ୍ କାହିଁକି ଏବଂ କିପରି କଲା ଏନକାଉଣ୍ଟର ?
ହାଇଦ୍ରାବାଦ୍ ୬-୧୨ (ଓଡ଼ିଆ ପୁଅ) ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍ ରେ ଯେଉଁ ହାଇୱେରେ ମହିଳା ଭେଟେନାରୀ ଡକ୍ଟରଙ୍କୁ ଏହି ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିବା ପରେ ଜଳାଇ ଦେଇଥିଲେ, ସେହି ଜାଗାରେ ପୁଲିସ ଚାରିଜଣ...
ବଡ଼ ଖବର : ହାଇଦ୍ରାବାଦ୍ ଗଣ ଦୁଷ୍କର୍ମ ଘଟଣାର ସମସ୍ତ ଅଭିଯୁକ୍ତ ଖସି ପଳାଉଥିବା...
ନୂଆ ଦିଲ୍ଲୀ ୬-୧୨ (ଓଡ଼ିଆ ପୁଅ) ହାଇଦ୍ରାବାଦ୍ ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ସମସ୍ତ ଅଭିଯୁକ୍ତ ଖସି ପଳାଉଥିବା ବେଳେ ପୋଲିସ୍ ଏନକାଉଣ୍ଟରରେ ମୃତ ବୋଲି ଖବର ମିଳିଛି। ସ୍ଥାନୀୟ ମିଡ଼ିଆ...
ହାଇଡ୍ରୋଜେନ୍ କାରରେ ବୁଲିଲେ ଧର୍ମେନ୍ଦ୍ର: ନୂଆ ଉର୍ଜାର ସନ୍ଧାନ ପାଇଁ ଦେଲେ ଆହ୍ୱାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୦୫ (ଓଡ଼ିଆ ପୁଅ) – ନୂଆଦିଲ୍ଲୀର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଗୁରୁବାର କାର ଉଦ୍ୟୋଗୀ ସଂସ୍ଥା ଟୋୟୋଟା ଦ୍ୱାରା ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ କାରରେ ବୁଲିବାର ଅନୁଭବ ନେଇଛନ୍ତି...
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଜାମିନ ମଞ୍ଜୁରୀ
ବାଲିଗୁଡା, ୫/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଗତ ୨୦୦୮ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣନନ୍ଦ ସରସ୍ବତୀ ହତ୍ୟା ମାମଲାରେ ପାଞ୍ଚ...
Jio ଲଞ୍ଚ କଲା ‘ନୂଆ ଅଲ ଇନ୍ ୱାନ ପ୍ଲାନ’ ୩୦୦% ଅଧିକ ଫାଇଦା...
ନୂଆ ଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ବୁଧବାର ଦିନ 'NEW ALL-IN-ONE PLANS' ର ଘୋଷଣା କରିଛି। ୧ ଡିସେମ୍ବରରୁ ରିଲାଏନ୍ସ ଜିଓ ଘୋଷଣା କରିଥିଲା କି...
ବଡ଼ ସଡ଼କ ଦୁର୍ଘଟଣା : ବସ-ଟ୍ରକ ମଧ୍ୟରେ ଧକ୍କା : ୧୫ ମୃତ, ୩୦...
ରେୱା ୫-୧୨ (ଓଡ଼ିଆ ପୁଅ) ମଧ୍ୟ ପ୍ରଦେଶର ରେୱାରେ ଯାତ୍ରିବାହୀ ବସ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଗୁରୁତର ଆହତ...
କର୍ଣ୍ଣାଟକରେ ୟେଦୁରପ୍ପାଙ୍କ ପାଇଁ ଆଜି ବଡ଼ ପରୀକ୍ଷା: ବିଧାନସଭାର ୧୫ଟି ଆସନରେ ଉପନିର୍ବାଚନ ଆଜି...
ନୂଆ ଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) କର୍ଣ୍ଣାଟକର ୧୫ଟି ବିଧାନସଭା କ୍ଷେତ୍ରରେ ହେଉଥିବା ଉପନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହେଇଛି। ଉପନିର୍ବାଚନ ଫଳାଫଳ ୯ ଡିସେମ୍ବରରେ ଆସିବ, ଏହା ପରେ ଜଣା...
ରାଇରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟାପିକା ଆତ୍ମହତ୍ୟା ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀ ନବୀନଙ୍କ ଇସ୍ତଫା ଦାବି କଲା...
ବାରିପଦା ୦୪/୧୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) - ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ଶାସନରେ ପ୍ରତ୍ୟେକ ଦିନ ନାବାଳିକା ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା...
ବ୍ୟାଙ୍କ୍ ଆଗରୁ ଲୁଟିନେଲେ ୯୦ ହଜାର
ବାରିପଦା ୪-୧୨ (ଓଡ଼ିଆ ପୁଅ) ବାରିପଦା ଟାଉନଥାନା ଅନ୍ତର୍ଗତ ଭଞ୍ଜପୁର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବ୍ରାଞ୍ଚ ନିକଟରୁ ସ୍ଥାନୀୟ ଯମୁନାଦେଇପୁର ଅଞ୍ଚଳର ଭାରତୀ ମହାନ୍ତ ବ୍ୟାଙ୍କରୁ ୯୦ ହଜାର ଟଙ୍କା...
ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ୬ ମୃତ ୨ ଆହତ
ଋାୟପୁର୪ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମାଓବାଦୀ ଦମନ ପାଇଁ ରାୟପୁର ନାରାୟଣପୁର ଜିଲ୍ଲା କଡେନାରେ ଅଞଳରେ ନିୟୋଜିତ ଥିବା ଆଇଟିବିପି (ଇଣ୍ଡୋ ତିଦ୍ଦତୀୟ ବର୍ଡର ପୁଲିସ) ଯବାନ ମାନଙ୍କ ମଧ୍ୟରେ ଗୁଳିବିମୟରେ ୬ ଜଣ...
ନାସା ନୁହେଁ, ପ୍ରଥମେ ଚେନ୍ନାଇର ଇଞ୍ଜିନିୟର ଖୋଜି ପାଇଥିଲେ ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷ
ନୂଆ ଦିଲ୍ଲୀ ୩-୧୨ (ଓଡ଼ିଆ ପୁଅ) ନାସା ନୁହେଁ ପ୍ରଥମେ ଚେନ୍ନାଇର ଇଞ୍ଜିନିୟର ଖୋଜି ପାଇଥିଲେ ବିକ୍ରମ ଲ୍ୟାଣ୍ଡରର ଭଗ୍ନାବଶେଷ।
ଆମେରୀକାର ଅନ୍ତରୀକ୍ଷ ଏଜେନ୍ସୀ ନାସା ସୋମବାରଦିନ ଘୋଷଣା କରିଛିଯେ, ଚନ୍ଦ୍ରଯାନ -୨ ର...
ପୁରୀ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ କିଏ ? କେତେ ଦୁଷ୍କର୍ମ...
ପୁରୀ ୩-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀରେ ଗତକାଲି ପୋଲିସ୍ କ୍ୱାଟରରେ ହୋଇଥିଲା ଗଣ ଦୁଷ୍କର୍ମ। ପୁରୀ ଝାଡ଼େଶ୍ୱରୀ ମନ୍ଦିର ନିକଟରେ ହୋଇଥିଲା ଏହି ଗଣ ଦୁଷ୍କର୍ମ ବୋଲି ହୋଇଛି। ମୁଖ୍ୟ...
NASA ଚନ୍ଦ୍ରମା ପୃଷ୍ଠରେ ଖୋଜି ବାହାର କଲା ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ, ଫଟୋ...
ନୂଆ ଦିଲ୍ଲୀ ୩-୧୨ (ଓଡ଼ିଆ ପୁଅ) ଆମେରୀକାର ଅନ୍ତରୀକ୍ଷ ଏଜେନ୍ସି ନାସା ମଙ୍ଗଳବାରଦିନ ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମକୁ ଖୋଜି ପାଇଛି। ନାସା ଚନ୍ଦ୍ରମା ପୃଷ୍ଠର ସେହି ସ୍ଥାନର ଫଟୋ ମଧ୍ୟ ଜାରୀ...
ପୁଣି ଗ୍ୟାଙ୍ଗରେପ୍ ! ନାବାଳିକାର ପ୍ରାଇଭେଟ ପାର୍ଟରେ ବାଡ଼ି ପୁରାଇଲେ ଅଭିଯୁକ୍ତ
ବିଳାସପୁର ୨-୧୨ (ଓଡ଼ିଆ ପୁଅ) ନାବାଳିକା ସହିତ ଗ୍ୟାଙ୍ଗରେପ ପରେ ପ୍ରାଇଭେଟ ପାର୍ଟରେ ବାଡ଼ି ପୁରେଇବା ପରି ଦୁଃଖଦ ଏବଂ ଲଜ୍ଜାଜନକ ଘଟଣାର ଖବର ମିଳିଛି। ପୋଲିସକୁ କରାଯାଇଥିବା ଅଭିଯୋଗର ମୁତାବକ ପୀଡ଼ିତା...






