Home ଆନ୍ତର୍ଜାତୀୟ NASA ଚନ୍ଦ୍ରମା ପୃଷ୍ଠରେ ଖୋଜି ବାହାର କଲା ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ, ଫଟୋ ଜାରି...

NASA ଚନ୍ଦ୍ରମା ପୃଷ୍ଠରେ ଖୋଜି ବାହାର କଲା ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ, ଫଟୋ ଜାରି କଲା ନାସା

808

ନୂଆ ଦିଲ୍ଲୀ ୩-୧୨ (ଓଡ଼ିଆ ପୁଅ) ଆମେରୀକାର ଅନ୍ତରୀକ୍ଷ ଏଜେନ୍ସି ନାସା ମଙ୍ଗଳବାରଦିନ ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମକୁ ଖୋଜି ପାଇଛି। ନାସା ଚନ୍ଦ୍ରମା ପୃଷ୍ଠର ସେହି ସ୍ଥାନର ଫଟୋ ମଧ୍ୟ ଜାରୀ କରିଛି। ଯେଉଁଠାରେ ଅନ୍ତରୀକ୍ଷଯାନ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାର କିଛି ସମୟ ପୂର୍ବରୁ ସଂପର୍କ ତୁଟି ଯାଇଥିଲା।

ନାସା ନିଜର ଲୁନାର ରିକନେସାନ୍ସ ଅର୍ବିଟର (ଏଲଆରଓ) କ୍ୟାମେରା ଦ୍ଵାରା ଉଠାଯାଇଥିବା ଫଟୋ ପୋଷ୍ଟ କରିଛି। ଏହି ଫଟୋରେ ଲ୍ୟାଣ୍ଡର ବିକ୍ରମ ଦ୍ଵାରା ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଙ୍ଗ କରିବା ପୂର୍ବରୁ ଏବଂ ତା’ ପରେ ପରିବର୍ତ୍ତନ ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.