Home Tags Picturenews

Tag: picturenews

ଚିକିତ୍ସକମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ : ସ୍ୱରାଷ୍ଟ୍ର ମନ୍ତ୍ରୀ

0
- ଡାକ୍ତର ଓ ଆଇଏମଏର ବରିଷ୍ଠ ପ୍ରତିନିଧିଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଆଲୋଚନା; - କରୋନା ବିରୋଧି ଲଢେଇରେ ସଂପୃକ୍ତ ଚିକିତ୍ସକ ଓ କର୍ମଚାରୀଙ୍କ ଉପରେ ଆକ୍ରମଣକୁ ନିନ୍ଦା, ପ୍ରସ୍ତାବିତ ଧର୍ମଘଟରୁ ଓହରିଲେ ଡାକ୍ତର ନୂଆ ଦିଲ୍ଲୀ...

ସସ୍ପେନ୍ସ୍: କିମ୍ ଜୋଙ୍ଗ୍ ଉନ୍ ମୃତ ନାଁ ଜୀବିତ?

0
ଭୁବନେଶ୍ୱର: ଉତ୍ତର କୋରିଆର ଏକଛତ୍ରବାଦ ତଥା କ୍ରୁର ଶାସକ କିମ୍ ଜୋଙ୍ଗ୍ ଉନଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଉଛି। କିମ୍ ଜୋଙ୍ଗ୍ ଉନ୍ ଗୁରୁତ୍ୱର ଅସୁସ୍ଥ ଥିବା, ତାଙ୍କର...

କରୋନା ମହାମାରୀ ଯୋଗୁ କୌଣସି ହୋଟେଲ ବା ରେଷ୍ଟୁରାଣ୍ଟ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ...

0
ନୂଆ ଦିଲ୍ଲୀ ୨୨-୪ (ଓଡ଼ିଆ ପୁଅ) ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ଯୋଗୁ କୌଣସି ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବ ନାହିଁ ବୋଲି ଏକ ଗୁଜବ ପର୍ଯ୍ୟଟନ ମନ୍ତ୍ରଣାଳୟ...

ଡାକ୍ତର, ମେଡିକାଲ କର୍ମଚାରୀ ଓ ଆଗଧାଡିର କର୍ମୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ କେନ୍ଦ୍ରର...

0
- କର୍ତ୍ତବ୍ୟ ସଂପାଦନ ବେଳେ କରୋନା ସଂକ୍ରମଣରେ ଏଭଳି କୌଣସି ବ୍ୟକ୍ତି ବିଶେଷଙ୍କ ମୃତ୍ୟୁ ଘଟିଲେ ତାଙ୍କ ଶେଷ କୃତ୍ୟ ସଂପାଦନରେ ବାଧା ପ୍ରଦାନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ନୂଆ ଦିଲ୍ଲୀ ୨୨-୪...

କୋଭିଡ-୧୯ର ମୁକାବିଲା ପାଇଁ ୧୫ ହଜାର କୋଟି ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ

0
ଇଣ୍ଡିଆ କୋଭିଡ-୧୯ ଏମର୍ଜେନ୍ସି ରେସପନ୍ସ ଏଣ୍ଡ ହେଲଥ ସିଷ୍ଟମ ପ୍ରିପେଆର୍ଡନେସ ପ୍ୟାକେଜ - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୋଭିଡ-୧୯ର ମୁକାବିଲା ପାଇଁ ଜରୁରିକାଳୀନ ଭିତ୍ତିରେ ୧୫...

ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩ କୁ ବୃଦ୍ଧି

0
ଭୁବନେଶ୍ୱର ୨୨ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ବୁଧବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଜଣଙ୍କ ଯାଜପୁର ଜିଲାର ୩୮ ବର୍ଷ ବୟସର ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ...

ଦେଶର କରୋନା ଯୋଦ୍ଧାଙ୍କ ସୁରକ୍ଷା ଓ ନିରାପତାକୁ ସୁନିଶ୍ଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି –...

0
ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୨୨ (ଓଡ଼ିଆ ପୁଅ) – ଦେଶର କରୋନା ଯୋଦ୍ଧା ସ୍ୱାସ୍ଥ୍‌୍ୟ କର୍ମୀ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ...

ପୂର୍ବତନ ରାଜ୍ୟସଭା ସାଂସଦ ବସନ୍ତ କୁମାର ଦାସଙ୍କ ପରଲୋକ

0
କଳାହାଣ୍ଡି ୨୨-୪ (ଓଡ଼ିଆ ପୁଅ) କଳାହାଣ୍ଡି ଜିଲ୍ଲାର ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ବସନ୍ତ ଦାସ ପରଲୋକ ଗମନ କରିଛନ୍ତି। ଶ୍ରୀଯୁକ୍ତ ଦାସ ୧୯୯୦-୯୬ ମଧ୍ୟରେ ରାଜ୍ୟସଭା ସାଂସଦ...

କୋଭିଡ ୧୯ ମୁକାବିଲା – ସରପଞ୍ଚମାନଙ୍କୁ ଦାୟିତ୍ତ୍ୱର ଶପଥ ସହିତ ଗାଁରେ ଲକ୍‌ଡାଉନ ନିୟମର...

0
ଭୁବନେଶ୍ୱର, ୨୨.୪ (ଓଡ଼ିଆ ପୁଅ) ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୭୯୮ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ତ୍ୱର ଶପଥ ପାଠ କରାଇଛନ୍ତି। ଅନ୍ୟ ରାଜ୍ୟରୁ ଗାଁକୁ...

ଏକ୍ସ୍- ସରପଞ୍ଚଙ୍କ ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ ..

0
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୋଳବାଇ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରମାପାଟପୁର ଗ୍ରାମର ଜଣେ ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ଗୋଳବାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବାସ ପଲେଇଙ୍କ ଫାର୍ମ ହାଉସ୍...

ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟା ଇନଟାଞ୍ଜିବଲ୍ କଲଚରାଲ ହେରିଟେଜ୍ ତାଲିକାରେ...

0
ଭୁବନେଶ୍ବର, ଏପ୍ରିଲ ୨୨ (ଓଡ଼ିଆ ପୁଅ) - 'ଇନଟାଞ୍ଜିବଲ୍ କଲଚରାଲ ହେରିଟେଜ୍' ତାଲିକାରେ ଭାରତ ସରକାର ଓଡ଼ିଶାର ୩ଟି ସାଂସ୍କୃତିକ ପରମ୍ପରାକୁ ସାମିଲ କରିଥିବାରୁ ଏହି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆଜି କ୍ୟାବିନେଟ ବୈଠକ – କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଆଯାଇପାରେ ନିଷ୍ପତ୍ତି

0
ନୂଆଦିଲ୍ଲୀ ୨୨-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି...

ଭଦ୍ରକ ଜିଲ୍ଲାରେ ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି

0
ଭଦ୍ରକ ୨୨-୪ (ଓଡ଼ିଆ ପୁଅ) : ଓଡ଼ିଶାରେ ଆଉ ତିନିଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଏହି ୩ କରୋନା ପଜିଟିଭ୍ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି।...

ଗୋଳବାଇ ଘଟଣା: ଜବତ ହାଡ଼ ମଣିଷର ନାଁ ପଶୁର? ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି...

0
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୋଳବାଇ ଗ୍ରାମରେ ଜଣେ ଯୁବତୀଙ୍କ ମୃତ୍ୟୁ ଏବଂ ଏହାପରେ ଦରପୋଡ଼ା ଛାଡ଼ି ଆସିଥିବା ତାଙ୍କ ଶବର ହାଡ଼କୁ କୁକୁର ନେଇ ଏଣେ ତେଣେ ପକାଇବା ଅଭିଯୋଗ ଘଟଣା...

ରାଜ୍ୟରେ ଦ୍ୱିତୀୟ କରୋନା ସମ୍ପର୍କୀତ ମୃତ୍ୟୁ – ୪୪ ନମ୍ବର କରୋନା ଆକ୍ରାନ୍ତଙ୍କର କ୍ୟାନସରରେ...

0
ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗରୁ ଆସିଥିବା ୪୪ ନମ୍ବର କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସୂଚନାମତେ ପଶ୍ଚିମବଙ୍ଗ ମେଦିନୀପୁରରୁ ଆମ୍ବୁଲାନ୍ସ ଯୋଗେ ଆସି ପ୍ରଥମେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ...

ଭଲ ଖବର : ରାଜ୍ୟରେ ସୁସ୍ଥ ହେଲେ ୫ କରୋନା ଆକ୍ରାନ୍ତ

0
ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) ରାଜ୍ୟ ପାଇଁ ଆସିଛି ଭଲ ଖବର। ଆଜି ରାଜ୍ୟର ୪ ଜିଲ୍ଲା ଏବଂ ଭୁବନେଶ୍ବରର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଘରକୁ ଫେରିବା...

ଖାଇବାକୁ ନାହିଁ, ଲକଡାଉନ୍ : ଛୋଟ ଡଙ୍ଗା, ୨୭ ମତ୍ସ୍ୟଜୀବୀ, ଘରକୁ ଫେରିବା ଚିନ୍ତା,...

0
ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) ଲକ୍-ଡାଉନ୍ ସମୟରେ ଘରକୁ ଫେରିବା ଚିନ୍ତାରେ ମତ୍ସ୍ୟଜୀବୀ। ପ୍ରବାସୀ ଶ୍ରମିକଙ୍କ କାହାଣୀ। ଶହ ଶହ ମାଇଲ ଯାତ୍ରା। ତାହା ପୁଣି ସମୁଦ୍ରରେ। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ୨୭...

ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ପଠାଗଲା...

0
ଯାଜପୁର ୨୧-୪ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଥିବା ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ମିଳିଥିବା...

ମୁଖ୍ୟମନ୍ତ୍ରୀଙ୍କର ଘୋଷଣା : ଚିକିତ୍ସା ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କର ମୃତ୍ୟୁ ହେଲେ ମିଳିବ ୫୦...

0
ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଭିଡିଓ ବାର୍ତ୍ତା। ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ। କରୋନା ଚିକିତ୍ସା...

ଗୋଳବାଇର ଘଟଣା: ଜବତ ହାଡ଼ ମଣିଷର ନାଁ ପଶୁର ?

0
ଭୁବନେଶ୍ୱର: ଲକ୍ ଡାଉନ୍ ଘୋଷଣା ଭିତରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଗ୍ରାମରେ ଘଟିଗଲା ଏକ ଘଟଣା। ଏପ୍ରିଲ ୪ ତାରିଖରେ ଗୋଳବାଇ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରମାପାଟପୁର ଗ୍ରାମର ଜଣେ...