Home ଓଡ଼ିଶା ପୂର୍ବତନ ରାଜ୍ୟସଭା ସାଂସଦ ବସନ୍ତ କୁମାର ଦାସଙ୍କ ପରଲୋକ

ପୂର୍ବତନ ରାଜ୍ୟସଭା ସାଂସଦ ବସନ୍ତ କୁମାର ଦାସଙ୍କ ପରଲୋକ

214

କଳାହାଣ୍ଡି ୨୨-୪ (ଓଡ଼ିଆ ପୁଅ) କଳାହାଣ୍ଡି ଜିଲ୍ଲାର ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ବସନ୍ତ ଦାସ ପରଲୋକ ଗମନ କରିଛନ୍ତି। ଶ୍ରୀଯୁକ୍ତ ଦାସ ୧୯୯୦-୯୬ ମଧ୍ୟରେ ରାଜ୍ୟସଭା ସାଂସଦ ଥିଲେ। ତାଙ୍କର ବିୟୋଗରେ ବିରୋଧି ଦଳର ନେତା ପ୍ରଦୀପ‌୍ତ କୁମାର ନାୟକ ଶୋକ ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.