Tag: Bhadrak News
ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି ସମବାୟ ସମିତି, ଧାନ ବିକୁଛନ୍ତି ଦଲାଲ, ମଣ୍ଡି ଜଗିଛନ୍ତି ଚାଷୀ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାଷୀଙ୍କ ନାଁରେ ଦଲାଲ ଧାନ ବିକ୍ରି କରୁଛନ୍ତି । ତେଣେ ମଣ୍ଡିରେ ଧାନ ପକାଇ ମଣ୍ଡି ଜଗିଛି ଅସଲ ଚାଷୀ ।...
ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ନିଜ ଖର୍ଚରେ ନିର୍ମାଣ କଲେ ସମାଜସେବୀ କପିଳ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଅଂଚଳରେ ଏକ ରାସ୍ତାକୁ ନିଜ ପାଣ୍ଠି ଖର୍ଚ କରି ନିର୍ମାଣ କରି ଚର୍ଚାକୁ ଆସିଛନ୍ତି ସମାଜସେବୀ କପିଳ ସାହୁ ।ପ୍ରାପ୍ତ...
ଯଜ୍ଞସୁଧା ପ୍ରକାଶନର ପୁସ୍ତକ ଉନ୍ମୋଚନ ଓ ବାର୍ଷିକ ଉସ୍ôବ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଗରଦପୁର ଗ୍ରାମର ସଂଭ୍ରାନ୍ତ ପୁସ୍ତକ ପ୍ରକାଶନୀ ସଂସ୍ଥା ଯଜ୍ଞସୁଧା ପ୍ରକାଶନର ୨ୟ ସାରସ୍ୱତ ବାର୍ଷିକ ଉସ୍ôବ ଏବଂ ପୁସ୍ତକ ଉନ୍ମୋଚନ...
ପୌରପାଳିକାର ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳିତ, କୋବିଡ଼ ପରିପ୍ରେକ୍ଷୀରେ ସ୍ୱଚ୍ଛତା ପାଳନ ଉପରେ ଗୁରୁତ୍ୱାରୋପ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରପାଳିକା ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ‘ସ୍ୱଚ୍ଛ ଚର୍ଚ୍ଚା ଦିବସ’ ପାଳନ କରାଯାଇଛି । ଏଥିରେ ସହରାଞ୍ଚଳର ସ୍ୱଚ୍ଛତା ସମୀକ୍ଷା...
ଅଧିବକ୍ତା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଲେଙ୍କାଙ୍କ ତୈଳ ଚିତ୍ର ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଓକିଲ ସଂଘ ସଭାଗୃହ ପରିସରରେ ଅଧିବକ୍ତା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଲେଙ୍କାଙ୍କ ତୈଳ ଫଟୋଚିତ୍ର ଓ ସ୍ମୃତିଚାରିଣ ସଭା ଅନୁଷ୍ଠିତ ହୋଇଯାଇଛି...
ରାହାଞ୍ଜ ସମବାୟ ସମିତିରେ ଧାନ କିଣାରେ ଅନିୟମିତା ପ୍ରସଙ୍ଗ, ତଦନ୍ତ ପରେ ସମିତି ସମ୍ପାଦିକା...
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାହାଞ୍ଜ ସମବାୟ ସମିତିରେ ଧାନ କିଣାରେ ଅନିୟମିତା ହେଉଥିବା ନେଇ ଚାଷୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ ଅଭିଯୋଗ ହୋଇଥିଲା । ଅନିୟମିତତାର...
ଆଜି ଜଣେ ନୂତନ କୋବିଡ଼ ଆକ୍ରାନ୍ତ ଚିହ୍ନଟ, ମୋଟ ସକ୍ରିୟ ୨୦, ଗାଇଡ଼ ଲାଇନ...
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ଦୈନିକ ହେଉଥିବା କରୋନା ଆଣ୍ଟିଜେନ୍ ଟେଷ୍ଟରେ ଆଜି ଜଣେ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଂପୃକ୍ତ...
ମହିଳା ମହାସଂଘର ବ୍ୟାପକ ଅନିୟମିତତା ଅଭିଯୋଗରେ ମହିଳାଙ୍କ ଧାରଣା
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ମହିଳା ମହାସଂଘର ବିଭିନ୍ନ ସମସ୍ୟା ଉପୁଜୁଥିବାବେଳେ ଆଜି ତାହା ଉଗ୍ରରୁପ ନେଇଛି...
ଦୁଇ ମୋବାଇଲ୍ ଲୁଟେରା ଗିରଫ, ୨୨ ମୋବାଇଲ୍ ଜବତ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଟାଉନ୍ ପୁଲିସ୍ ଦ୍ୱାରା ଦୁଇଜଣ ମୋବାଇଲ୍ ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୨୨ଟି ମୋବାଇଲ୍ ଓ...
ମରଣାତ୍ମକ ଆକ୍ରମଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତଙ୍କୁ ପାଞ୍ଚବର୍ଷ ଜେଲଦଣ୍ଡ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟେଡ଼ ଦେବୀଦତ୍ତ ପଟ୍ଟନାୟକ ଏକ ମରଣାତ୍ମକ ଆକ୍ରମଣ ସହ ହତ୍ୟାଉଦ୍ୟମ କରିବା ମାମଲାରେ ବିଚାର କରି ଅଭିଯୁକ୍ତଙ୍କୁ...
ଆଦାନୀ ଡାଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୧୬୩ ୟୁନିଟ ରକ୍ତ ସଂଗ୍ରହ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦାନୀ ଧାମରା ପୋର୍ଟର ସିଏସ୍ଆର୍ ଅଂଶ ଆଦାନୀ ଫାଉଣ୍ଡେସନ୍ ଓ ଓଡ଼ିଶା ରକ୍ତ ଭଣ୍ଡାର, ଭଦ୍ରକ ଶାଖାର ମିଲିତ ସହଭାଗିତାରେ କରଣପାଲି...
ନମସ୍କାର ସମାଜିକ ସଙ୍ଗଠନର ସମ୍ବର୍ଦ୍ଧନା ସଭା, ବୟସର ଅପରାହ୍ଣରେ ବରିଷ୍ଠଙ୍କୁ ସେବା ଓ ସମ୍ମାନ...
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଅଗ୍ରଣୀ ସାମାଜିକ ସଙ୍ଗଠନ ନମସ୍କାର ପକ୍ଷରୁ ଆଜି ବରିଷ୍ଠ ବୃଦ୍ଧବୃଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭଦ୍ରକ ବ୍ଲକ ଓଲଙ୍ଗ ପଞ୍ଚାୟତ...
ଅଜୟ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ଜଣାଶୁଣା ସମାଜସେବୀ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି, ଭଦ୍ରକ ପୁସ୍ତକ ମେଳାର ସମ୍ପାଦକ, ବିଜୁ ଜନତା ଦଳର ରାଜ୍ୟ...
ରାଷ୍ଟ୍ରମାତା କସ୍ତୁରବାଙ୍କ ୭୮ତମ ସହିଦ୍ ଦିବସ ପାଳିତ, କସ୍ତୁରବା ଥିଲେ ସମର୍ପିତ ନାରୀ ଜୀବନର...
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଙ୍କର ୭୮ତମ ସହିଦ୍ ଦିବସ ଜିଲ୍ଲା ସଂସ୍କୃତି ଭବନରେ ପ୍ରତିଷ୍ଠାନର...
“ଅଫେରା ଅତୀତ ପୁସ୍ତକ ଲୋକାର୍ପିତ”, ଅନୁଭୂତିଲବ୍ଧ ଚିନ୍ତାଧାରାରୁ ଜୀବନୀ ପୁସ୍ତକର ଭିତ୍ତିଭୂମି ସୃଷ୍ଟି
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅନୁଭୂ୍ତିଲବ୍ଧ ଚିନ୍ତାଧାରାକୁ କେନ୍ଦ୍ରକରି ଜୀବନୀ ପୁସ୍ତକର ଭିତ୍ତିଭୂମି ସୃଷ୍ଟି ହୋଇଥାଏ । ସେହି ଭିତ୍ତିଭୂମିରେ ଯେଉଁ ଅସ୍ତିତ୍ୱ ଉକୁଟେ, ତାହା ସହିତ...
ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ବୈଠକ
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଳାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଆଗାମୀ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ...
କୋବିଡ଼୍ କଟକଣା ତଦାରଖ ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ, ମାସ୍କ ପିନ୍ଧିବା ଓ ସାମାଜିକ...
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାର କୋବିଡ଼ ୧୯କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ ହେଁ ପୁଣି ଏକ ନୂଆ କରୋନା ଭାଇରସ୍ ସଂକ୍ରମଣର ଆଶଙ୍କା...
ଭଦ୍ରକ କଲେଜ ଛାତ୍ରୀଙ୍କୁ ଦୁଇ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଙ୍ଗ, ପୁଲିସ୍ ସୁରକ୍ଷା ମଧ୍ୟରେ...
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ଦୁଇଜଣ ଅଧ୍ୟାପକ ପ୍ରେମ ନିବେଦନ (ସେକ୍ସୁଆଲ ହାରାସମେଣ୍ଟ) ପ୍ରସଙ୍ଗ ଏବେ ଚର୍ଚ୍ଚା ଜୋର...
ମୋ ମାତୃଭାଷା ମୋ ସ୍ୱାଭିମାନର ପ୍ରତୀକ; ବିଶ୍ୱ ମାତୃଭାଷା ଦିବସ ପାଳିତ
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀ ସରକାରୀ ବଳଦେବଜୀଉ ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଆର୍ନ୍ତଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି ।...
ସରକାରୀ ଜାଗାକୁ ମାଡିବସିଛନ୍ତି ଜବରଦଖଲକାରୀ; ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ, ସହରର ରାଜରାସ୍ତା ହେଉଛି ସଂକୁଚିତ,...
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରରେ ବଢିଚାଲିଛି ଜବର ଦଖଲ । ସରକାରୀ ଯାଗାଜମିକୁ ଜବର ଦଖଲ କରି ମାଡିବସିଛନ୍ତି ଅଧିକାଂଶ ଲୋକ । ଫଳରେ...





