Tag: Bhadrak News
କାମଚଳା ପଦକ୍ଷେପରେ ସୀମିତ ରହୁଛି ଜିଲା ଶିକ୍ଷା ବିଭାଗ, ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଶିକ୍ଷକଙ୍କୁ...
ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କାମଚଳା ପଦକ୍ଷେପରେ ସୀମିତ ରହୁଛି ଜିଲା ଶିକ୍ଷା ବିଭାଗ। ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବାବେଳେ ଥାନାରେ ଏତଲା ଦିଆଯାଇନଥିବା...
ସୋନିଆ ଓ ରାହୁଲଙ୍କୁ ଇଡି ଜୁଲମ ବରଦାସ୍ତ କରାଯିବ ନାହିଁ, ସୋନିଆଙ୍କୁ ଇଡି ଜେରା...
ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ କେନ୍ଦ୍ରରେ ନେରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଜନ ଆକ୍ରୋଶ ବଢ଼ିବାରେ ଲାଗିଛି। ନିଜର ଦୋଷ ଦୁର୍ବଳତାକୁ ସାଧାରଣ ଲୋକଙ୍କ ନଜର...
ପିଲାମାନେ ସ୍ୱପ୍ନ ଦେଖନ୍ତୁ ଓ ସ୍ୱପ୍ନ ପୂରଣ ପାଇଁ ସାଧନା ଜାରି ରଖନ୍ତୁ, ଜିଲ୍ଲାସ୍ତରୀୟ...
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆଜି ଭଦ୍ରକ ଜିଲ୍ଲା ସ୍କୁଲ ସମ୍ମିଳନୀ କକ୍ଷରେ ଗତ ହାଇସ୍କୁଲ ପରୀକ୍ଷାରେ...
କିଡ଼ନୀ ପୀଡିତଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେଲା ଶହୀଦ୍ ଭଗତ ସେନା
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଅଧିନସ୍ଥ ରମ୍ଭିଳା ପଂଚାୟତ ରାଣୀତାଲର ପପୁ ବର୍ମନ। ପପୁଙ୍କର ତିନି ବର୍ଷ ପୂର୍ବେ ତାଙ୍କର ଦୁଇଟି...
ଧାମରାରେ ନାବାଳିକା ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ଦେଖାଇ ମାଡ ଖାଇଲେ ପ୍ରାଥମିକ ଶିକ୍ଷକ, ଭିଡିଓ...
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରାରେ ଜୈନିକ ଶିକ୍ଷକ ଜଣେ ନାବାଳିକା ଛାତ୍ରୀକୁ ଅଶାଳୀନ ବ୍ୟବହାର ଦେଖାଇ ମାଡ ଖାଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ...
ମହରମ ପର୍ବ ପାଇଁ ପ୍ରଶାସନିକ ଶାନ୍ତି କମିଟି ବୈଠକ
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଭଦ୍ରକରେ ପାଳିତ ହେବାକୁ ଥିବା ମହରମ୍ ପର୍ବ ପାଇଁ ଆଜି...
ବୁଲେଟ ସହ ୪ ସହଯୋଗୀ ଗିରଫ, ୭ ବାଇକ୍ ସହ ବହୁ ସାମଗ୍ରୀ ଜବତ
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଭିନ୍ନ ସ୍ଥାନରୁ ଚୋରି କରିଆସୁଥିବା ବୁଲେଟ ଓରଫ ଯଶୋବନ୍ତ କିସ୍କୁ ସମେତ ତାର ସହଯୋଗୀଙ୍କୁ ଗ୍ରାମାଞ୍ଚଳ ଥାନା ପୁଲିସ୍ ଆଜି ଗିରଫ...
ଭାଇକୁ ଫୋନ୍ କରି ନଦୀକୁ ଡେଇଁ ଯୁବତୀ ନିଖୋଜ
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଘଟିଛି ଏକ ଅଭାବନୀୟ ଘଟଣା। ନଦୀକୁ ଡେଇଁପଡିଲେ ଯୁବତୀ। ବ୍ରିଜ୍ ଉପରେ ଦୋକାନ କରିଥିବା ଦୋକାନୀଙ୍କ ଫୋନ୍ରୁ ଭାଇକୁ ଫୋନ୍...
ମୁକୁନ୍ଦଦେବ ସେତୁ ବିପଦ ସଂକୁଳ ଅବସ୍ଥାରେ, ଯାଜପୁର- ଭଦ୍ରକ ଯୋଗାଯୋଗ ବିଚ୍ଛିନ୍ନ ହୋଇପାରେ!
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ରଠାରୁ ରାଜ୍ୟ ସରକାର ଗ୍ରାମାଂଚଳର ବନ୍ଧବାଡ଼ ସୁଦୃଢିକରଣ ଓ ବିଭିନ୍ନ ଗ୍ରାମ ଏବଂ ସହରକୁ ଯୋଗଯୋଗ ପାଇଁ ସେତୁନିର୍ମାଣ କରାଯାଉଥିଲେ ମଧ୍ୟ...
ଦୋବଲ ବସଷ୍ଟାଣ୍ଡ ସୀମାନିର୍ଦ୍ଧାରଣ ଘଟଣା, ଅଗଷ୍ଟ ୧୬ରେ ଧାରଣା ପାଇଁ ଚେତାବନୀ, ବସଷ୍ଟାଣ୍ଡରେ ମରାଗଲା...
ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକର ଦୋବଲ ବସ୍ଷ୍ଟାଣ୍ଡର ସୀମାନିର୍ଦ୍ଧାରଣ ଘଟଣାକୁ ନେଇ ଦିନକୁଦିନ ଜଟିଳ ପରିସ୍ଥତି ସୃଷ୍ଟି ହେବାକୁ ଲାଗିଛି। ଉକ୍ତ...
ବନ୍ତ ଜନଶୁଣାଣି ଶିବିରରେ ୫୪ଟି ଅଭିଯୋଗ
ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନ ଦ୍ୱାରା ବନ୍ତ ବ୍ଲକ୍ରେ ଆଜି ଆୟୋଜିତ ଯୁଗ୍ମ ଜନ ଶୁଣାଣି ଶିବିରରେ ଯୋଗଦେଇ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର...
ଭଦ୍ରକ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବ
ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭଦ୍ରକ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବ ଚାରିଘରିଆ ସ୍ଥିତ ‘ନିର୍ମଳା ବାଟିକା’ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ...
ଭଦ୍ରକର ବହୁ ଚର୍ଚ୍ଚିତ ଏରେଇଁ ସମବାୟ ସମିତି ନିର୍ବାଚନ ଶେଷ, ଶାସକ ବିଜେଡି ସମର୍ଥିତ...
ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଇତିମଧ୍ୟରେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ସେବା ସମବାୟ ସମିତିର ନିର୍ବାଚନ ସରିଲାଣି। ତେବେ ଭଦ୍ରକର ଚରମ୍ପାସ୍ଥିତ ୧୬ ଟି ମ୍ୟୁନସିପାଲଟି...
ଶ୍ରାବଣମାସର ୨ୟ ସୋମବାର, ବାବା ଆଖଣ୍ଡଳମଣିଙ୍କୁ ଜଲଲାଗି କଲେ ୪୦ ହଜାର କାଉଡିଆ
ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଶ୍ରାବଣମାସର ୨ୟ ସୋମବାରରେ ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଲଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୪୦ ହଜାରରୁ...
ଧାମନଗର ସେବା ସମବାୟ ସମିତିରେ ପୋଛିନେଲା ବିଜେପି
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକର ୧୨ଟି ସେବା ସମବାୟ ସମିତି ମ୍ମରୁ ୧୧ଟି ସେବାସମବାୟ ସମିତିର ପରିଚାଳନା ପରିଷଦର ସଭାପତି ବିଜେଡ଼ି...
ନଭେମ୍ବର ପ୍ରଥମ ସପ୍ତାହରେ ଭଦ୍ରକ କଲେଜ ହୀରକ ଜୟନ୍ତୀ, ପ୍ରସ୍ତୁତି ବୈଠକରେ ପ୍ରସ୍ତାବ ଗୃହୀତ
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଭଦ୍ରକ ମହାବିଦ୍ୟାଳୟର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ଉତ୍ସବ ପାଳନ କରାଯିବ ବୋଲି...
ଚିକିତ୍ସାରେ ଅବହେଳା ଓ ଭୁଲ୍ ଇଞ୍ଜେକସନ ଦେବାରୁ ଶିଶୁର ମୃତ୍ୟୁ, ଥାନାରେ ଅଭିଯୋଗ କଲେ...
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଚିକିତ୍ସାରେ ଅବହେଳା ଓ ଭୁଲ୍ ଇଞ୍ଜେକସନ ପାଇଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଭଦ୍ରକ ମେଡିକାଲ ସମ୍ମୁଖରେ ପୁଅର...
ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ମୃତ
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୧୬ ନଂ ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଆଜି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟି...
ବରାହ ନୂଆପଡାରେ ନିର୍ମାଣ ହେବ ବିଜୁସେତୁ
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ବରାହନୂଆପଡା ଗ୍ରାମକୁ ସଂଯୋଗକାରୀ ବିଜୁ ସେତୁ ନିର୍ମାଣ ପାଇଁ ବ୍ୟୟବରାଦ କରାଯାଇଛି।...
ସାର ଦୋକାନ ଉପରେ ଚଢାଉ
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକର ଚଳିତ ଖରିପଋତୁରେ ଡ଼ିଏପି ଓ ୟୁରିଆ ସାରର କଳାବଜାରି ଚାଲିଥିବାବେଳେ ଧାମନଗର ବ୍ଲକରେ ନୂତନଭାବେ ଯୋଗଦେଇଥିବା...
























