Home Tags Bhadrak News

Tag: Bhadrak News

ଭଦ୍ରକରୁ ୨୭ ଗ୍ରାମର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

0
ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକର ପୁରୁଣାବଜାର ଥାନା ଅଂଚଳରୁ ୨୭ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ ହୋଇଥିବାବେଳେ ଏଥିରେ ସଂପୃକ୍ତ ଦୁଇଜଣଙ୍କୁ ପୁଲିସ୍...

ଜିଲାସ୍କୁଲରେ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାସ୍କୁଲରେ ପରିଚାଳିତ ଜାତୀୟ ସବୁଜ ବାହିନୀ ଆନୁକୂଲ୍ୟରେ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜାତୀୟ ସବୁଜ ବାହିନୀର ସଭାପତି ତଥା...

ୟୁଥ ଫର ଏକ୍ସନ୍ ପକ୍ଷରୁ ଭଦ୍ରକରେ କମ୍ବଳ ବଣ୍ଟନ

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେପି ଜାତୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ସଡ଼ଙ୍ଗି ଯୁବକମାନଙ୍କୁ ସଙ୍ଗଠିତ ଭାବେ ସାଧାରଣ ସମସ୍ୟାର ସମାଧାନ ନିମନ୍ତେ ୟୁଥ...

ଭଦ୍ରକ : କନ୍ୟାଶ୍ରମକୁ ଅର୍ଥଦାନ

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଳକର ଚଣ୍ଡିଗାଁ ପଞ୍ଚାୟତ ପଗଡ ଗ୍ରାମ ସ୍ଥିତ ମାନବବାଦୀ କନ୍ୟାଶ୍ରମକୁ ୠାନ୍ଧୀ ବିଚାରମଞ୍ଚ ପକ୍ଷରୁ ୫ ହଜାର ଟଙ୍କା ପ୍ରଦାନ...

ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ବିଶାଳ ରୋଡ଼୍ ଶୋ

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ମକର ସଂକ୍ରାନ୍ତି ଅବସରରେ ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ‘ସଂକ୍ରାନ୍ତି ମିଳନ’ ନାମରେ ଏକ ବନ୍ଧୁ ମିଳନ କାର୍ଯ୍ରକ୍ରମ...

ବ୍ୟାସକବି ଓଡ଼ିଆ ସାହିତ୍ୟରେ ଆଧୁନିକତାର ଅନତିକ୍ରମଣୀୟ ପୁରୋଧା, ଭଦ୍ରକ ରୋଟାରୀ କ୍ଲବ ଓ ବ୍ୟାସକବି...

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଆ ଭାଷା ଓ ସାହିତ୍ୟର ତ୍ରାଣକର୍ତ୍ତା ଓ ପ୍ରାଣ ପ୍ରତିଷ୍ଠାତା ବ୍ୟାସକବି ଫକୀରମୋହନ ସେନାପତିଙ୍କ ସାମ୍ନାରେ କୌଣସି ଉଦାହରଣ ନଥିବାରୁ ସେ...

ମକର ସଂକ୍ରାନ୍ତିରେ ଉତ୍ôସବମୁଖର ଭଦ୍ରକର ମା’ କାଳୀତ୍ରା ପୀଠ

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆମ ରାଜ୍ୟ ଉତ୍କଳ ଭୂଇଁର ଗୋଡ଼ି-ମାଟି, ନଦ-ନଦୀ, ପାଣି-ପବନ ସବୁରି ଦେହରେ ନାନା ଦେବାଦେବୀଙ୍କର ଅସ୍ତିତ୍ୱ ଏଭଳି ଲୁଚି ରହିଛି ଯେ,...

ମା’କ୍ଷେତ୍ରବାସୀଙ୍କ ପୀଠରେ ମକର ମେଳା ଉତ୍ସବ ପାଳିତ

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମକର ସଂକ୍ରାନ୍ତି ଉପଲକ୍ଷେ ଜିଲ୍ଲାରେ ସମସ୍ତ ଦେବୀ ପୀଠରେ ପାଳନ କରାଯାଏ ମକର ମେଳା । ଏହି ମେଳାକୁ ଉକ୍ତ ମାନେ...

ନୂଆପୋଖରୀ ମହିଳା ହତ୍ୟାମାମଲା; ୨ ଅଭିଯୁକ୍ତ କୋର୍ଟ ଚାଲାଣ

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଗତ ସୋମବାର ରାତ୍ରରେ ମହିଳାକୁ ଗଳାକାଟି ହତ୍ୟା ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ...

କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ସଭାପତି ଚୟନ

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ବ୍ଳକର ରହଣିଆ ପଞ୍ଚାୟତ ଅନ୍ତର୍ଗତ ନୌରଙ୍ଗପୁର ଗ୍ରାମରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ...

ପଗଡ ଗ୍ରାମରେ ଅବସ୍ଥିତ ମାନବବାଦୀ କନ୍ୟାଶ୍ରମ ଓ ଡଗମୁଣ୍ଡ କୁଷ୍ଠ କଲୋନୀରେ କମ୍ବଳ ବଣ୍ଟନ

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଚଣ୍ଡିଗାଁ ପଞ୍ଚାୟତ ପଗଡ ଗ୍ରାମଠାରେ ଥିବା ମାନବବାଦୀ କନ୍ୟାଶ୍ରମ ଏବଂ ରାନ୍ଦିଆ ଡଗମୁଣ୍ଡଠାରେ ଥିବା କୁଷ୍ଠ କଲୋନୀରେ ଇଫ୍‌କୋ...

ଯୁବ ରେଡକ୍ରସ ତରଫରୁ ଜାତୀୟ ୱେବିନାର

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ଚରମ୍ପା ମହାବିଦ୍ରାଳୟର ଯୁବ ରେଡକ୍ରସ ବିଭାଗ ଆନୁକୁଲ୍ୟରେ ଏକ ଜାତୀୟ...

ୟୁଥ ଫର ସେବା ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଯୁବଗୋଷ୍ଠୀଙ୍କ ମଧ୍ୟରେ ସେବା ମନବୃତ୍ତି ରଖିବାର ଚିନ୍ତା ଚେତନା ନେଇ ‘ୟୁଥ୍ ଫର ସେବା’ ପକ୍ଷରୁ ମା’ ଭଦ୍ରକାଳୀଙ୍କ ପୀଠରେ ଜାତୀୟ...

ଆଦାନୀ ଧାମରା ପୋର୍ଟ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମଜୟନ୍ତୀ ଅବସରରେ ଆଦାନୀ ଧାମରା ପୋର୍ଟର ସିଏସ୍‌ଆର ଅଂଶ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଧାମରାଇ ଉଚ୍ଚ ମାଧ୍ୟମିକ...

୨୦୨୦-୨୧ ରବି କୃଷି ନିର୍ଦ୍ଧାରଣ କମିଟି ବୈଠକ

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରବି ଋତୁ ପାଇଁ ଭଦ୍ରକ ଜିଲ୍ଲା ନିମନ୍ତେ କୃଷି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ...

କୃଷି ଧ୍ୱଂସକାରୀ କଳା ଆଇନ୍‌କୁ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ପୋଡାଗଲା

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଅପରାହ୍ନରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭଦ୍ରକ ପକ୍ଷରୁ ବସ୍‌ଷ୍ଟାଣ୍ଡ ଠାରେ କେନ୍ଦ୍ର ସରକାରଙ୍କର ଦ୍ୱାରା ଆଗତ କୃଷି ଆଇନ୍‌କୁ ପୋଡାଯାଇଛି...

ଜିଲ୍ଲାରେ ପହଞ୍ଚିଲା ୫୫ଶହ କୋଭିଡ୍ ଟୀକା

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋଭିଡ଼୍ ଟୀକା କୋଭାକ୍ସିନ ଆଜି ଭଦ୍ରକ ଜିଲ୍ଳାରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୫ହଜାର ୫ଶହ ଟୀକା ଆସିଛି ।...

କରୋନା କଟକଣା ମଧ୍ୟରେ ପାଳିତ ହେଉଛି ମା’ ଧାମରାଇଙ୍କ ଜନ୍ମ ମହୋତ୍ସବ, ମକର ସଂକ୍ରାନ୍ତି,...

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା କଟକଣା ମଧ୍ୟରେ ପାଳିତ ହେଉଛି ମା’ ଧାମରାଇଙ୍କ ମକର ସଂକ୍ରାନ୍ତି ଉତ୍ସବ ।ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ଧାମରା ଉତ୍ସବ...

ପୋଖରୀକୁ ଡେଇଁ ଯୁବକର ମୃତ୍ୟୁ ଘଟଣା, ଟାୟାର ଜାଳି ଅଲ୍ଲିନଗର ଠାରେ ଭଦ୍ରକ-ଚାନ୍ଦବାଲି ରାସ୍ତା...

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧିନ ନୂଆନନ୍ଦ ପଞ୍ଚାୟତ ହାଟୁଆରୀ ଗ୍ରାମର ବାପି ମହାଳିକ (୧୮) ନାମକ ଜଣେ ଭିନ୍ନକ୍ଷମ ଯୁବକ...

ମେଡିକାଲକୁ କାୟାକଳ୍ପ ଟିମ ପରିଦର୍ଶନ

0
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି କାୟାକଳ୍ପ ଟିମ ପରିଦର୍ଶନ କରିଥିବା ଜଣାଯାଇଛି । ରୋଗ ନିୟନ୍ତ୍ରଣ ଡାକ୍ତର ବିଜୟ କୁମାର ପ୍ରଧାନଙ୍କ...