Surendra Nath Pradhan
କଂଚନବିଲିରେ ଗହ୍ମାଡିଆଁ ଉତ୍ସବ ପାଳିତ
ନୟାଗଡ଼, ୨୨ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ବାଲୁଙ୍କେଶ୍ୱର ମନ୍ଦିର ଠାରେ ରାକ୍ଷୀବନ୍ଧନ ଓ ଗହ୍ମା ପୂର୍ଣ୍ଣମୀ ଅବସରରେ ଗହ୍ମାଡିଆଁ ଉତ୍ସବ କୋଭିିଡ୍ କଟକଣାରେ...
ସତ୍ୟସାଇ ସେବା ସମିତି ପକ୍ଷରୁ ଗୋପୂଜନ କାର୍ଯ୍ୟକ୍ରମ
ନୟାଗଡ଼, ୨୨ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ପୋଷ୍ୟଗ୍ରାମ ନୟାଗଡ଼୍ ବ୍ଳକ ଅନ୍ତର୍ଗତ କଂଚନବିଲି ଠାରେ ଗୋସମ୍ବର୍ଦ୍ଧନା ଉତ୍ସବ ଓ ଅମୃତ କଳସ ପ୍ରଦାନ...
କିସମ ପରିବର୍ତ୍ତନ କରି ଚାଷଜମି ହେଉଛି ଘରବାରି
ନୟାଗଡ଼, ୩ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ସହର ବିନା ପ୍ଲାନିଙ୍ଗ୍ରେ ବଢୁଛି। ଯିଏ ଯେମିତି ଚାହିଁଲା ସେମିତି ରହିଲା। ବିନା ପ୍ଲାନିଙ୍ଗ୍ରେ ସହରସାରା ଘରଦ୍ୱାର। ନୟାଗଡ଼ ସହର ଯେତିକିରେ ସୀମିତ...
ନୟାଗଡ଼ କଲେଜ ପରିଚାଳନା କମିଟି ପୁନର୍ଗଠିତ
ନୟାଗଡ଼, ୩ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅନୁମୋଦନ କ୍ରମେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ପରିଚାଳନା କମିଟି ପୁନର୍ଗଠିତ ହୋଇଛି। ଏହାର ସଭାପତି ଭାବେ ଅବସରପ୍ରାପ୍ତ ଜିଲ୍ଳା...
ନୟାଗଡ଼ ବଡ଼ମଠ ମହନ୍ତଙ୍କ ପରଲୋକ
ନୟାଗଡ଼, ୩ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୁରୁଣାସହର ବଡ଼ମଠ ମହନ୍ତ ମହାରାଜ ସୁଦାମ ଚରଣ ଦାସ(୭୮)ଙ୍କ ପରଲୋକ ହୋଇଯାଇଛି। ୧୯୬୮ ମସିହାରେ ସନ୍ୟାସୀ ସୁଦାମ ଚରଣ ବଡ଼ମଠ ମହନ୍ତ ଭାବେ ଦାୟିତ୍ୱ...
ରାଜ୍ୟପାଳଙ୍କ କରକମଳରେ ‘ନୟାଗଡ଼ ଇତିହାସ’
ନୟାଗଡ଼, ୨୬ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ରାଜ୍ୟପାଳ ଡଃ ଗଣେଶୀ ଲାଲ୍ଙ୍କ କରକମଳରେ ପ୍ରଫେସର ଡ.ପ୍ରେମାନନ୍ଦ ମହାପାତ୍ରଙ୍କ ‘ନୟାଗଡ଼ ଇତିହାସ’ ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରର ଏକ ସ୍ୱତନ୍ତ୍ର ପରିବେଶରେ...
ନୟାଗଡ଼ ଷ୍ଟେସନରେ ପୁଣି ଉଡିଲା ନଭଶ୍ଚୁମ୍ଭି ଜାତୀୟ ପତାକା
ନୟାଗଡ଼, ୨୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଟାଉନ ଷ୍ଟେସନରେ ପୁଣି ଉଡିଲା ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା। ସରକାରଙ୍କ ଘୋଷଣା ଅନୁଯାୟୀ ସବୁ ଷ୍ଟେସନମାନଙ୍କରେ ବହୁ ଉଚ୍ଚତା...
ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦରେ ରାଜରାସ୍ତା ରୋକ୍
ନୟାଗଡ଼, ୧୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ପଂଚାୟତର ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ପଡ଼ିଥିଲାବେଳେ ଗୁରୁବାର ଖୋର୍ଦ୍ଧା-ବଲାଙ୍ଗୀର...
ଅଧିକ ଅନୁଦାନ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ କୃଷିମନ୍ତ୍ରୀ
ନୟାଗଡ଼, ୧୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼କୁ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗୁରୁବାର ନୟାଗଡ଼କୁ ୨ ଦିନିଆ ଗସ୍ତରେ ଆସି...
ମାନବାଧିକାର ପରିଷଦର ନୟାଗଡ଼ ଜିଲ୍ଲା ବୋର୍ଡ଼ ଗଠିତ
ନୟାଗଡ଼, ୧୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଆନ୍ତର୍ଜାତିକ ମାନବାଧିକାର ପରିଷଦର ନୟାଗଡ଼ ଜିଲ୍ଲା ବୋର୍ଡ଼ର ନୂତନ କାର୍ଯ୍ୟାଳୟ ସ୍ଥାନୀୟ ଶିବାଜୀନଗର ଠାରେ ଉଦ୍ଘାଟିତ ହୋଇଯାଇଛି। ଆନ୍ତର୍ଜାତିକ ମାନବାଧିକାର ପରିଷଦର ସଭାପତି ମୀନକେତନ ପଟ୍ଟନାୟକ...
ନୟାଗଡ଼ ମ୍ୟୁନିସିପାଲିଟିରେ ୧୫ଟି ପରିବାର ହୋଲଡିଂ ଟିକସ ଜମା ଦେଲେ
ନୟାଗଡ଼, ୯ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ମ୍ୟୁନିସିପାଲିଟିର ୱାର୍ଡ଼ ନଂ ୯ ଅନ୍ତର୍ଗତ ଶିଶୁମନ୍ଦିର ପଛପାର୍ଶ୍ୱ କଲୋନୀରେ ନୂତନ ଭାବେ ଗୃହ ନିର୍ମାଣ କରି ରହୁଥିବା ୧୫ଟି ପରିବାର...
ନୟାଗଡ଼ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅବକାରୀ ଏସ୍ଆଇଙ୍କୁ ବଦଳି
ନୟାଗଡ଼, ୬ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର ଦୁଇ ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଓ ଲୋକନାଥ ମିଶ୍ରଙ୍କୁ ଅବକାରୀ ବିଭାଗର ଏସ୍ଆଇ ଆକ୍ରମଣ କରିବା ଘଟଣାରେ ଏସ୍ ଆଇ ଧନଞ୍ଜୟ ପାତ୍ରଙ୍କୁ...
ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଖସୁନି: ୧୦୫ ସଂକ୍ରମିତ, ୨ ମୃତ
ନୟାଗଡ଼, ୪ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶହେ ତଳକୁ ଖସୁନଥିବାବେଳେ ଦୈନିକ ଶହେ ଉପରେ ରହୁଛି, ଯାହା ଦିନେ ଦିନେ କେବଳ ଶହେ ତଳକୁ ରହୁଛି।...
ଓଡ଼ଗାଁ ବ୍ଳକରେ କୃଷିମନ୍ତ୍ରୀଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ନୟାଗଡ଼, ୩ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ବିଧାନସଭା ମଣ୍ଡଳର ଓଡ଼ଗାଁ ବ୍ଳକର ବିଭିନ୍ନ ପଂଚାୟତକୁ ଗସ୍ତ କରି କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏପରିକି...
ନୟାଗଡ଼ ମଂଚ ନାଟକର ସ୍ଥତି ଓ ପ୍ରଗତି ଉପରେ ଆଲୋଚନା ଚକ୍ର
ନୟାଗଡ଼, ୩ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ର ନାଟକ ଓ ସଂଗୀତ ଅନୁଷ୍ଠାନ ରାଗେଶ୍ରୀ ନିଳୟମ ଆନୁକୂଲ୍ୟରେ ନୟାଗଡ଼ ମଂଚ ନାଟକର ସ୍ଥତି ଓ ପ୍ରଗତି ଉପରେ ଅନ୍ଲାଇନ ମାଧ୍ୟମରେ...
ନୟାଗଡ଼ରେ ବୃକ୍ଷୋରୋପଣ କାର୍ଯ୍ୟକ୍ରମ
ନୟାଗଡ଼, ୩ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ମତେ ନୟାଗଡ଼ ଜିଲ୍ଲା ଆଇନ୍ ସେିବା ପ୍ରାଧିକରଣ ଓ ବନ ବିଭାଗର ମିଳିତ ଉଦ୍ୟମରେ ସ୍ଥାନୀୟ ଦମକଳ...
ଜିଲ୍ଲାରେ ମାଟ୍ରିକ ପାଶ୍ କରିଛନ୍ତି ୧୩ ହଜାର ଯୁକ୍ତ ଦୁଇ ସିଟ୍ ଅଛି ୧୧...
ନୟାଗଡ଼, ୨୯ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ୧୩ ହଜାର ୩୭ ଛାତ୍ରଛାତ୍ରୀ ପାଶ୍ କରିଥିବାବେଳେ ଯୁକ୍ତ ଦୁଇରେ ୧୧ ହଜାର ୨୫୮ ସିଟ୍ ରହିଛି। ଯାହାକୁ...
ନୟାଗଡ଼ରେ ସ୍ୱାସ୍ଥ୍ୟପ୍ରଦ ମାଛ ବଜାରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ
ନୟାଗଡ଼, ୨୭ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌରପରିଷଦ ପକ୍ଷରୁଚ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ନିକଟରେ ସ୍ୱାସ୍ଥ୍ୟପ୍ରଦ ମାଛ ବଜାରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। କୃଷି, ଉଚ୍ଚଶିକ୍ଷା,...
ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣା ବୁଧବାର ପର୍ଯ୍ୟନ୍ତ ସ୍ଥଗିତ
ନୟାଗଡ଼, ୨୭ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର ଦୁଇ ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଓ ଲୋକନାଥ ମିଶ୍ରଙ୍କୁ ଅବକାରୀ ବିଭାଗର ଏସ୍ଆଇ ଆକ୍ରମର କରିବା ଘଟଣାରେ ସାମ୍ବାଦିକଙ୍କ ୩ଦିନ ଧରି ଚାଲିଥିବା...
ତଥାସ୍ତୁ ଆନୁକୂଲ୍ୟରେ ଗଳ୍ପ, ଅଲୋଚନା ଓ ଚିତ୍ର କବିତା ପ୍ରତିଯୋଗୀତା
ନୟାଗଡ଼, ୨୭ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ଅଗ୍ରଣୀ କଳା ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ଆନୁକୂଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଗଳ୍ପପାଠ, ଗଳ୍ପ ଅଲୋଚନା ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା...