Home ଜିଲ୍ଲା ପରିକ୍ରମା ମାନବାଧିକାର ପରିଷଦର ନୟାଗଡ଼ ଜିଲ୍ଲା ବୋର୍ଡ଼ ଗଠିତ

ମାନବାଧିକାର ପରିଷଦର ନୟାଗଡ଼ ଜିଲ୍ଲା ବୋର୍ଡ଼ ଗଠିତ

24

ନୟାଗଡ଼, ୧୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଆନ୍ତର୍ଜାତିକ ମାନବାଧିକାର ପରିଷଦର ନୟାଗଡ଼ ଜିଲ୍ଲା ବୋର୍ଡ଼ର ନୂତନ କାର୍ଯ୍ୟାଳୟ ସ୍ଥାନୀୟ ଶିବାଜୀନଗର ଠାରେ ଉଦ୍ଘାଟିତ ହୋଇଯାଇଛି। ଆନ୍ତର୍ଜାତିକ ମାନବାଧିକାର ପରିଷଦର ସଭାପତି ମୀନକେତନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିବାବେଳେ ଜିଲ୍ଲା ବୋର୍ଡ଼ର ସଭାପତି ଭାବେ ଭବାନୀ ଶଙ୍କର ଦାଶ ଓ ସଂଯୁକ୍ତା ପଢିଆରୀ ନିଯୁକ୍ତି ହୋଇଛନ୍ତି। ସେହିପରିଭାବେ ଉପସଭାପତିଭାବେ ଯଯାତି କେଶରୀ ମହାପାତ୍ର, ସମ୍ପାଦକ ଭାବେ ଅନୱର ଅଲ୍ଲୀ ନିଯୁକ୍ତି ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.