Home Authors Posts by Surendra Nath Pradhan

Surendra Nath Pradhan

866 POSTS 0 COMMENTS

ଭାଟସାହି ଓ କେନ୍ଦୁଢିପି ପଂଚାୟତର ବିଜେପି କର୍ମୀ ବିଜେଡିରେ ସାମିଲ୍‌

0
ନୟାଗଡ଼ ୨୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ବିଜେଡିର କାର୍ଯ୍ୟାବଳୀ ତଥା ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଳକ ଭାଟସାହି ପଂଚାୟତର...

ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଓ ଜଳାନ୍ତକ ଦିବସ ପାଳିତ

0
ନୟାଗଡ଼, ୨୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ଓ ବିଶ୍ୱ ଜଳାନ୍ତକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ...

ନନ୍ଦିଘୋରରେ ବିଶିଷ୍ଟ ମଂଚ କଳାକାର ପ୍ରଭାତ ମହାରଣା ପ୍ରତିଭା ସମ୍ବର୍ଦ୍ଧିତ

0
ନୟାଗଡ଼, ୧୯ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମଂଚକଳା ପାଇଁ ପୁରଷ୍କୃତ ହୋଇଥିବା ଓଡ଼ଗାଁ ବ୍ଳକ ନନ୍ଦିଘୋର ମାଟିର ସୁଯୋଗ୍ୟ ସନ୍ତାନ ପ୍ରଭାତ କୁମାର...

ରାଷ୍ଟ୍ରିୟ ଲୋକ ଅଦାଲତରେ ୨୭୯୩ ମାମଲାରୁ ୩୯୬ ଫଇସଲା

0
ନୟାଗଡ଼, ୧୯ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିାଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।...

ଓଡ଼ଗାଁ ନବନିର୍ମିତ କୋର୍ଟକୁ ଉଦ୍‌ଘାଟନ କଲେ ସୁପ୍ରିମକୋର୍ଟ ବିଚାରପତି

0
ନୟାଗଡ଼, ୧୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ନବନିର୍ମିତ କୋର୍ଟକୁ ଉଦ୍‌ଗାଟନ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଭିନିତ୍ ଶରନ୍। ଏହି ଉଦ୍‌ଘାଟନ ଉତ୍ସବରେ ଯୋଗଦେଇଥିଲେ ଓଡ଼ିଶା...

ବିଶିଷ୍ଟ ସଂଗ୍ରାହକ ଦାଶିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

0
ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ରାଜ୍ୟ ପାଠାଗାର ଆନ୍ଦୋଳନର ପୁରୋଧା, ପ୍ରବାଦ ପୁରୁଷ, ବିଶିଷ୍ଟ ସଂଗ୍ରାହକ ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ଦାଶିଆ ଅଜା (ଦାଶରଥି ପଟ୍ଟନାୟକ)ଙ୍କ ୨୪ତମ...

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ କଳାରେ ଐଶ୍ୱର୍ଯ୍ୟା, ବାଣିଜ୍ୟରେ...

0
ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଯୁକ୍ତ ତିନି କଳାରେ ୨୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୨ ଜଣ ଉତ୍ତୀର୍ଣ୍ଣ...

ଭଞ୍ଜପୀଠକୁ ଲୋକସଂସ୍କୃତି ଗବେଷକଙ୍କ ପରିଦର୍ଶନ

0
ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ମାଳିସାହିର ଗତୀଶ୍ୱର ଓ ଢେଙ୍କେଣାର ରଘୁନାଥ...

ପଣ୍ଡିତ ବିନାୟକ ମିଶ୍ର ଥିଲେ ଜଣେ କ୍ରାନ୍ତିକାରୀ ସାଧକ

0
ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସାରସ୍ୱତ ସାଧକ, ଗବେଷକ ଓ ସାହିତ୍ୟପ୍ରାଣ ବ୍ୟକ୍ତିତ୍ୱ ପଣ୍ଡିତ ବିନାୟକ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତଥାସ୍ତୁ ଓ...

ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀଭାବେ ଯୋଗଦେଲେ ପୁଷ୍ପାଞ୍ଜଳୀ ପାଇକରାୟ

0
ନୟାଗଡ଼, ୧୦-୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ଭାବେ ଯୋଗଦାନ କରିଛନ୍ତି ପୁଷ୍ପାଞ୍ଜଳୀ ପାଇକରାୟ। ଏହାପୂର୍ବରୁ ଭୁବନେଶ୍ୱର ସେ ସୂଚନା ଓ ଲୋକସମ୍ପର୍କ ବିଭାଗରେ...

ନୟାଗଡ଼ ଡିଏଫଓ ବଦଳିଲେ

0
ନୟାଗଡ଼, ୧୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ବିଭିନ୍ନ ବନଖଣ୍ଡର ପ୍ରମୁଖ ଅଧିକାରୀମାନଙ୍କ ବଦଳି ଓ ପଦୋନ୍ନତି ହେବା ରିପ୍ରେକ୍ଷିରେ ନୟାଗଡ଼...

ନାଭାଲ ଏନସିସି ପକ୍ଷରୁ ବିଶ୍ୱ ସ୍ୱାକ୍ଷରିତ ଦିବସ

0
ନୟାଗଡ଼, ୧୦-୯ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ନାଭାଲ ଏନସିସି କ୍ୟାଡେଟ୍ ପକ୍ଷରୁ ବିଶ୍ୱ ସ୍ୱାକ୍ଷରିତ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଏନ୍ସିସି କ୍ୟାଡେଟ୍ମାନେ କୋଭିଡ୍ ନିୟମ ସହକାରେ ମହାବିଦ୍ୟାଳୟଠାରୁ ଏକ...

ଭଲକୁ ଭଲ ଭାବେ ଗ୍ରହଣ କଲେ ସମାଜର ଉନ୍ନତି ହେବ : ମନ୍ତ୍ରୀ ଡ.ଅରୁଣ...

0
ନୟାଗଡ଼, ୫ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ପବିତ୍ର ଗୁରୁଦିବସର ଗୁରୁପୂଜନ ସମ୍ବର୍ଦ୍ଧନା ସମାରୋହ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ ବୋଲି କହିବା ସହିତ...

ଅଦରକାରୀ ଜିନିଷରେ ଘରକରଣା ଶିଖାଉଥିବା ଜିତୁ ସାହୁ

0
ନୟାଗଡ଼, ୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଜୀବିକା ଚାକିରୀ ହୋଇଥିବାବେଳେ କୌଣସି ଅଦରକାରୀ ଜିନିଷକୁ ଫୋପାଡ଼ି ନଦେଇ ତାକୁ ନିଜ ବୁଦ୍ଧି ଖଟେଇ କିଛି କରିବା ସହିତ ଅନ୍ୟକୁ ଶିଖେଇବାର...

ଭାସ୍କର୍ଯ୍ୟ କଳାକୁ ନେଇ ଗୌରବ ବହନ କରୁଛି ନୟାଗଡ଼

0
ନୟାଗଡ଼, ୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ର ଲୋକକଳା, ଲୋକତନ୍ତ୍ର, ଲୋକଗୀତ, ଲୋକଗଳ୍ପ, ଲୋକ ସାହିତ୍ୟ ଓ ଲୋକ ସଂସ୍କୃତିରେ ନୟାଗଡ଼ ରୁଦ୍ଧିବନ୍ତ ହୋଇଥିବାବେଳେ ଭାସ୍କର୍ଯ୍ୟ କଳାକୁ ନେଇ ନୟାଗଡ଼ଯେ’...

ଚାଳଚେର-ଗୋପାଳପୁର ରେଳପଥ ଦାବିରେ କ୍ରିୟାନୁଷ୍ଠାନ କମିଟି ବୈଠକ

0
ନୟାଗଡ଼, ୨୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଚାଳଚେର-ଗୋପାଳପୁର ରେଳପଥର ତୃତୀୟ ସର୍ଭେ ପୁରିି ୧୮ ବର୍ଷ ବିତିଥିଲେ ମଧ୍ୟ ରେଳ ବିଭାଗର ଏହି ରେଳପଥ ପ୍ରତି ବିମୁଖତା ନେଇ କ୍ରିୟାନୁଷ୍ଠାନ କମିଟି ସ୍ୱର...

ଚାଷୀ ମନରେ ଖୁସି ଆଣିଛି ବର୍ଷା, ମାଛଧରା ପାଇଁ ମୁଗୁରା ବସା

0
ନୟାଗଡ଼, ୨୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସାରା ଜିଲ୍ଳାରେ ବର୍ଷା ଅଭାବରେ ମରୁଡ଼ିର ପଦଧ୍ୱନୀ ଶୁଭୁଥିଲାବେଳେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବର୍ଷା ଚାଷୀ ମନରେ ଖୁସି ଆଣିଛି। ବର୍ଷାପାଣିରେ ଜମିବାଡ଼ି...

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣରେ ଶିଥିଳତା, ମହିପୁର ଠାରେ ଅଟକି ଯାଇଛି ରେଳ…

0
ନୟାଗଡ଼ ୨୭ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣରେ ଶିଥିଳତା ଯୋଗୁଁ ଅସନ୍ତୋଷ ଦେଖା ଦେଇଥିବାବେଳେ ଓଡ଼ିଶା ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳ କ୍ୟାବିନେଟ୍ ମନ୍ତ୍ରୀ ହେବା ପରେ ସାଧାରଣ ଜନ...

ସମର୍ପଣରେ ଭାରତୀୟ ଷ୍ଟେଟବ୍ୟାଙ୍କର ଦାନ ଉତ୍ସବ

0
ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ (ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟବ୍ୟାଙ୍କର ଦାନ ଉ୍‌ତ୍ସବ ତଥା ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣର କାର୍ଯ୍ୟକାରୀ ସଭାପତି...

 ଆଶା ଓ ଆଶଙ୍କା ଭିତରେ ଖଳିସାହିର ପିତ୍ତଳ ମୂର୍ତ୍ତୀ କାରିଗର

0
ନୟାଗଡ଼, ୨୨ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଳାର କଂଟିଲୋ ଠାରେ ସରକାର ୨୦୦୮ ମସିହା ଅପ୍ରେଲ ୧୬ରେ ସ୍ଥାନୀୟ ଅଂଚଳର ଚାହିଦା ଓ ଜନସାଧାରଣଙ୍କର ଜୀବନ ଓ ଜୀବିକାକୁ ନେଇ...