Home ଜିଲ୍ଲା ପରିକ୍ରମା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଖସୁନି: ୧୦୫ ସଂକ୍ରମିତ, ୨ ମୃତ

ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଖସୁନି: ୧୦୫ ସଂକ୍ରମିତ, ୨ ମୃତ

91

ନୟାଗଡ଼, ୪ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶହେ ତଳକୁ ଖସୁନଥିବାବେଳେ ଦୈନିକ ଶହେ ଉପରେ ରହୁଛି, ଯାହା ଦିନେ ଦିନେ କେବଳ ଶହେ ତଳକୁ ରହୁଛି। ରବିବାର ଜିଲ୍ଲାର ଜଣେ ୭୫ବର୍ଷୀୟ ଓ ଆଉ ଜଣେ ୫୭ ବର୍ଷୀୟଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୫ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଭାପୁର ବ୍ଳକରେ ରବିବାର ୮ ଆକ୍ରାନ୍ତ ରହିଥିବାବେଳେ ଦଶପଲ୍ଲାରେ ୧୧ଜଣ, ଗଣିଆରେ ୪, ଖଣ୍ଡପଡ଼ାରେ ୧୦, ନୟାଗଡ଼ରେ ୧୬, ନୂଆଗାଁରେ ୯, ଓଡ଼ଗାଁରେ୧୮, ରଣପୁରରେ ୨୦ ଓ ନୟାଗଡ଼ ମ୍ୟୁନିସିପାଲିଟି ଓ ଅନ୍ୟାନ୍ୟ ରେ ୯ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ ରବିବାର ଯାଏ ଉଭୟ ପ୍ରଥମ ଓ ଦ୍ନିତୀୟ ଲହର ମିଶି ସମୁଦାୟ ୨୦ ହଜାର ୭୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.