Surendra Nath Pradhan
ଜୁମ୍ ଆପ୍ରେ ଜାତୀୟ ପ୍ରେସ ଦିବସ
ନୟାଗଡ଼, ୧୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ଜିଲା ପ୍ରଶାସନ ପକ୍ଷରୁ ଜୁମ୍ ଆପ୍ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ...
ଭିକାରୀ ମହମ୍ବଦଙ୍କ ସ୍ମୃତିରେ ଭଜନ ସନ୍ଧ୍ୟା
ନୟାଗଡ଼, ୧୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ରୋଟାରୀ କ୍ଳବ ଠାରେ ବିଶିଷ୍ଟ କଣ୍ଠଶିଳ୍ପୀ ଭିକାରୀ ମହମ୍ମଦଙ୍କ ସ୍ମୃତିରେ ସୋମବାର ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଭିକାରୀ ମହମ୍ମଦଙ୍କ ସଙ୍ଗୀତକୁ ‘ମୁଁ...
ନୟାଗଡ଼ ଡାକ୍ତରଖାନାରେ ପ୍ଲାଷ୍ଟିକ ସର୍ଜରୀ ଆରମ୍ଭ
ନୟାଗଡ଼, ୧୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲାଷ୍ଟକ ସର୍ଜରୀ ଆରମ୍ଭ ହୋଇଛି। ପ୍ଲାଷ୍ଟିକ ସର୍ଜରୀ କରିବା ପାଇଁ ଲୋକମାନେ ବାହାରକୁ ଯାଉଥିବାବେଳେ ଏଣିକି ଆଉ କେହି...
୨୪ ଘଂଟିଆ ସାଇ ଅଖଣ୍ଡ ଭଜନ ଉଦ୍ଯାପିତ
ନୟାଗଡ଼, ୧୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ବାଲୁଙ୍କେଶ୍ୱର ମନ୍ଦିର ପରିସରସ୍ଥ ସାଇ ମନ୍ଦିର ଠାରେ ୨୪ଘଂଟିଆ ସାଇ ଅଖଣ୍ଡ ଭଜନ ଉଦ୍ଯାପିତ ହୋଇଯାଇଛି।...
ନଛିପୁର ସୁଧାନନ୍ଦ ଇଞ୍ଜିନିୟରିଂ କଲେଜରେ ନୟାଗଡ଼ ଛାତ୍ରୀଙ୍କ ସୁନାମୁଦି ଚୋରୀ
ନୟାଗଡ଼, ୧୩ା୧୧(ଓଡ଼ିଆ ପୁଅ): ସରକାର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ ସବୁବେଳେ ଅହରହ ଚିନ୍ତା କରିଆସିଛନ୍ତି। ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ବୋଲି କହିବା ସହିତ ସେମାନଙ୍କର ଟିକେବି କିଏ ଅସୁବିଧା କଲେ ସେମାନଙ୍କୁ ଉଚିତ...
ଧାନବିଲରୁ ଯୁବକର ଶବ ଉଦ୍ଧାର
ନୟାଗଡ଼, ୯ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ଗାଁ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା-ଶରଣକୁଳ ରାସ୍ତାର ପାଟୁଳିସାହି ନିକଟ ଏକ ଧାନବିଲରୁ ଜଣେ ଯୁବକର ଶବ ଉଦ୍ଧାର କରାଯାଇଛି। ଯୁବକର ନାମ କାଳିସାହି ସାହୁ...
ବରିଷ୍ଠ ସାମ୍ବାଦିକ ଫୁକୁ ପଟ୍ଟନାୟକଙ୍କ ପରଲୋକ
ନୟାଗଡ଼, ୯ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ବର୍ଷିୟାନ ସାମ୍ବାଦିକ ନିର୍ମଳେନ୍ଦୁ ପ୍ରକାଶ ପଟ୍ଟନାୟକ(ଫୁକୁ)ଙ୍କ ହୃତ୍ଘାତରେ ପରଲୋକ ହୋଇଯାଇଛି। ତାଙ୍କ ଦେହ ଅସୁସ୍ଥ ରହିବାରୁ ସେ ଭୁବନେଶ୍ୱରର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ...
ନୟାଗଡ଼ ଟାଉନ ଷ୍ଟେସନରେ ଉଡିଲା ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା
ନୟାଗଡ଼, ୯ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଟାଉନ ଷ୍ଟେସନରେ ଉଡିଲା ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା। ସରକାରଙ୍କ ଘୋଷଣା ଅନୁଯାୟୀ ସବୁ ଷ୍ଟେସନମାନଙ୍କରେ ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ...
‘ଜାଗା ମିଶନ’ ଯୋଜନାରେ ଭୂମିହୀନଙ୍କୁ ଭୂମି ପ୍ରମାଣ ପତ୍ର ପଟ୍ଟା ବଂଟନ
ନୟାଗଡ଼, ୯-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌରାଚଂଳର ଭୂମୀହୀନମାନଙ୍କୁ ସରକାରଙ୍କ ‘ଜାଗା ମିଶନ’ ଯୋଜନାରେ ଭୂମି ପ୍ରମାଣ ପତ୍ର ସ୍ୱରୁପ ପଟ୍ଟା ବଂଟନ କରାଯାଇଛି। ନୟାଗଡ଼ର ବିଧାୟକ ତଥା ରାଜ୍ୟ...
ମହିଳା ମହାବିଦ୍ୟାଳୟ ଗଳି ବାସିନ୍ଦାଙ୍କ ଲଣ୍ଠନ ଶୋଭାଯାତ୍ରା
ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌରାଚଂଳ ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ଗଳିର ବାସିନ୍ଦାମାନେ ବିଭିନ୍ନ ଦାବି ନେଇ ଆଜି ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଗଳି ବାସିନ୍ଦା ଓ ସ୍ୱେଚ୍ଛାସେବୀ...
ନୟାଗଡ଼ ମହିଳା ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳର ପାଶ୍ ହାର ୯୭.୮୯%
ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପ୍ରଜାମଣ୍ଡଳ ମହିଳ ମହାବିଦ୍ୟାଳୟର ସ୍ନାତକ କଳା ପରୀକ୍ଷା ଫଳର ପାଶ୍ହାର ୯୭.୮୯% ହୋଇଛି। ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ପରିଚାଳିତ ଏଡି...
କରୋନା ମହାମାରୀ ବଢିବା ଆଶଙ୍କାରେ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପଧାନ): କରୋନା ମହାମାରୀ ଥମିନାହିଁ। ଏବେବି ତା’ର ପ୍ରାଦୁର୍ଭାବ ରହିଛି। ଏପରିକି ଆସନ୍ତା ଡିସେମ୍ବର ମାସରୁ କରୋନା ସଂକ୍ରମଣ ଅଧିକ ବଢିବାରେ ସମ୍ଭାବନା ରହିଛି। ଏହାକୁ...
କଣ୍ଠଶିଳ୍ପୀ ଭିକାରି ମହମ୍ମଦଙ୍କ ପରଲୋକ
ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ଅନ୍ୟତମ ସାଲବେଗ ଭିକାରି ମହମ୍ମଦଙ୍କ ପରଲୋକ ହୋଇଯାଇଛି। କଟକ ବଡ଼ମେଡ଼ିକାଲରେ କିଛିଦିନ ଧରି ସେ ଚିକିତ୍ସିତ ହେଉଥିଲାବେଳେ ତାଙ୍କର କରୋନା...
ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ବିରୋଧ କରି ବିକ୍ଷୋଭ
ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରିପବ୍ଳିକ ଟିଭିର ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଯେଉଁପରି ଭାବେ ଗିରଫ କଲା ତାହାକୁ ନୟାଗଡ଼ ବିକାଶ ମଂଚ ପକ୍ଷରୁ ନିନ୍ଦା...
ନୟାଗଡ଼ ସ୍ୱୟଂଶାସିତ କଲେଜ ଶେଷବର୍ଷ +୩ଡିଗ୍ରୀ ଓ ପିଜି ପରୀକ୍ଷା ଫଳ ପ୍ରକାଶ
ନୟାଗଡ଼, ୨୯ା୧୦(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଶେଷବର୍ଷ +୩ଡିଗ୍ରୀ ଓ ପିଜି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଳା, ବାଣିଜ୍ୟ ଓ ବିଜ୍ଞାନରେ ସମୁଦାୟ ୮୭.୬୯% ହୋଇଛି। ଏହି...
ରାଜଗିରୀ ମହାବୀରଙ୍କ ପୀଠରେ ସୋଲାର ଲାଇଟ
ନୟାଗଡ଼, ୨୮ା୧୦(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାର ମାଳିସାହି ନିକଟ ରାଜଗିରୀ ମହାବୀରଙ୍କ ପୀଠରେ ଆଜି ଏକ ସୋଲାର ଲାଇଟ ଲାଗିଥିବା ଦେଖିବାକୁ ମିଳିଛି ା ପର୍ଯ୍ୟଟକଙ୍କ ସୁବିଧା ପାଇଁ ମାଳିସାହି ପଂଚାୟର...
ଭାଟସାହି ଜୋନରେ ଭର୍ଚୁଆଲ ମିଟିଂ
ନୟାଗଡ଼, ୨୮ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଭାଟସାହି ଜିଲାପରିଷଦ ଜୋନ୍ରେ ଆଜି ଏକ ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ...
୩ଜଣ ମୋବାଇଲ ଲୁଟେରା ଗିରଫ
ନୟାଗଡ଼, ୨୮ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଟାଉନ ଥାନା ପୁଲିସ ଆଜି ୩ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ନୟାଗଡ଼ ବଜାରର ବିଭିନ୍ନ ମୋବାଇଲ ଦୋକାନରୁ ମୋବାଇଲ ଚୋରି ହେଉଥିବା...
ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ
ନୟାଗଡ଼, ୨୮ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଇଟାମାଟି ଠାରେ ପାଳିତ ହୋଇଯାଇଛି। ସ୍ୱର୍ଗତ ସାହୁ ଖାଲି ଯେ ଜଣେ...
ପରୀକୁ ନ୍ୟାୟ ଦେବା ଦାବିରେ ଆମରଣ ଅନଶନ
ନୟାଗଡ଼, ୨୮ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବହୁ ଚର୍ଚ୍ଚିତ ଯଦୁପୁରର ୫ ବର୍ଷୀୟା ନାବାଳିକା ପରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ପାଇଁ ବିଭିନ୍ନ ମହଲରେ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ଆଜିଯାଏଁ ତା’ର ସୁଫଳ...