Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ପୋଟେରୁ ନରନାରାୟଣ ସେବା ଆଶ୍ରମର ନିଖୋଜ ବ୍ରହ୍ମଚାରୀ ସିମଲା ରେ ଠାବ,ତାଙ୍କୁ ଆଣିବା ପାଇଁ...

0
ମାଲକାନଗିରି,୫ ।୧୨ (ଓଡିଆ ପୁଅ )  ଗତ ମାସକତଳେ ନିଖୋଜ ହୋଇ ଯାଇଥିବା ମାଲକାନଗିରି ଜିଲ୍ଲା ପୋଟେରୁ ଠାରେ ଥିବା ନରନାରାୟଣ ସେବା ଆଶ୍ରମର ପୂଜକ ବ୍ରହ୍ମଚାରୀ ସଚିନଦାସ(୬୨) ଙ୍କୁ ହିମାଚଳପ୍ରଦେଶ ସିମଲାଠାରେ...

ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସଡକ ସୁରକ୍ଷା ସଂପର୍କରେ...

0
ମାଲକାନଗିରି,୩ା୧୨  (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ଥିବା ଶିଳ୍ପତାଲିମ କେନ୍ଦ୍ରରେ ଆଜି ଆଚଂଳିକ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ଜୀବନ ରକ୍ଷା ସଂପର୍କରେ କର୍ମଶାଳା ଅନୁଷ୍ଟିତ ହୋଇ...

ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସପାଳନ, ଶତପ୍ରତିଶତ ମତଦାନ ଦେବାନେଇ ସପଥ ପାଠ

0
ମାଲକାନଗିରି,୩ ।୧୨ (ଓଡିଆ ପୁଅ )  ମାଲକାନଗିରି   ଜିଲ୍ଲାସମାଜିକ ସୁରକ୍ଷା ,ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ,ଜିଲ୍ଲା ଆଇନ ସେବାପ୍ରାଧିକରଣ ଓ ଜିଲ୍ଲାସର୍ବଶିକ୍ଷା ଅଭିଯାନ ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସ୍ଥାନିୟ...

ମାଲକାନଗିରି ରୋଟାରି କ୍ଲବର ତୃତୀୟ ବାର୍ଷିକ ଉତ୍ସବ,ଇର୍ମାବାକା ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟକୁ ପୋଷ୍ୟ ଭାବେ...

0
ମାଲକାନଗିରି,୩ା୧୨  (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା  ରୋଟାରୀକ୍ଲବର ତୃତୀୟ ବାର୍ଷିକୀ ଉତ୍ସବ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରୋଟାରୀ କ୍ଲବର ସଭାପତି ଜି.ଶ୍ୟାମ ବାବୁ ଦୋରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି...

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ନୂତନଭାବେ ୫୬ଟି ପେଟ୍ରୋଲ ପମ୍ପ ଖୋଲା ଯିବ

0
ମାଲକାନଗିରି,୩ା୧୨  (ଓଡିଆ ପୁଅ )   ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ନୂତନ ଭାବେ ୫୬ଟି ପେଟ୍ରୋଲ ପମ୍ଫ ଖୋଲା ଯିବାପାଇଁ ନିସ୍ପତି ନିଆଯାଇଛି । ଜିଲ୍ଲାରେ ଧୀରେ...

ମାଓସଂଗଠନ କୁ ଶକ୍ତ ଝଟକା,ପିଏଲଜିଏ ସପ୍ତାହ ପାଳନ ବେଳେ ୧ଲକ୍ଷ ପୁରସ୍କାର ଘୋଷିତ ହାର୍ଡକୋର...

0
ମାଲକାନଗିରି,୩ା୧୨ (ଓଡିଆ ପୁଅ )  ମାଲକାନଗିରି ମାଓବାଦୀ ଡିଭିଜନ ପଡିଆ ମାଓବାଦୀ ଦଳମ ର ୧ଲକ୍ଷଟଙ୍କା ପୁରସ୍କାର ଘୋଷିତ ଏରିୟା କମାଣ୍ଡର ମହିଳା ମାଓବାଦୀ ଇଦି ମାଢି ଓରଫ ଜିଓ୍ୟାନୀ (୨୩) ଆଜି...

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ଜିଲ୍ଲାରେ ହାଇ ଆଲର୍ଟ ଜାରି, ସରକାରି ବସ ଚଳାଚଳ...

0
ମାଲକାନଗିରି, ୨।୧୨ (ଓଡିଆ ପୁଅ ) ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆଜି ଠାରୁ ଆରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଏହାର ପ୍ରଭାବ ପଡିନଥିବା ବେଳେ ମାଓପ୍ରବଣ ମୋଟୁ, କାଲିମେଳା, ପଡିଆ,...

ମାଲକାନଗିରି ଜିଲ୍ଲାରେ ଏଡସ ଦିବସ ପାଳନ,୨୯୭ ଏଡସ ରୋଗୀ ଚିହ୍ନଟ,୨୫ଜଣଙ୍କ ମୃତ୍ୟୁ

0
ମାଲକାନଗିରି,୧ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ଓ ପରିବର୍ତନ ସ୍ୱେଚ୍ଛାସେବୀ ଅନୁଷ୍ଟାନର ମିଳିତ ସହ ଯୋଗରେ ସ୍ଥାନିୟ ସିଡିଏମଓ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବିଶ୍ୱଏଡସ ଦିବସ ପାଳିତ ହୋଇ ଯାଇଛି ।...

ବିଏସଏଫ ପ୍ରତିଷ୍ଟା ଦିବସ ଅବସର ରେ ମାଓପ୍ରବଣ ଅଚଂଳରେ ନୂଆ ବିଏସଏଫ କ୍ୟାମ୍ପପ୍ରତିଷ୍ଟା

0
ମାଲକାନଗିରି,୧ା୧୨ (ଓଡିଆ ପୁଅ )  ସୀମାସୁରକ୍ଷା ବାହିନୀର ପ୍ରତିଷ୍ଟା ଦିବସ ଅବସରରେ  ମାଲକାନଗିରି ଜିଲ୍ଲା ନାକାମାମୁଡି ପଚାୟଂତ ମାଓପ୍ରବଣ ପିପିଳିପଦ ଗ୍ରାମରେ ଏକ ନୂତନ ବିଏସଏଫ କ୍ୟାମ୍ପଆଜି ପ୍ରତିଷ୍ଟା କରାଯାଇଛି । ଆଗରୁ...

ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ପକ୍ଷରୁ ବେଆଇନ ଗଜେଂଇ ଚାଷ ଉପରେ...

0
ମାଲକାନଗିରି,୧ା୧୨(ଓଡିଆ ପୁଅ )   ମାଲାକନଗିରି ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ,ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ କ୍ରମେ  ଜିଲ୍ଲାଅବକାରି ବିଭାଗ ଓ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଜେଂଇଚାଷ ଉପରେ ଚଢାଉ ଆରମ୍ଭ ଜାରିରହିଛି...

ବଣ୍ଡାଘାଟି ଓ ସ୍ୱାଭିମାନ ଅଚଂଳରେ ସ୍ୱତନ୍ତ୍ର ଭାବେ ଦମନ କାର୍ଯ୍ୟକ୍ରମ ଆରମ୍ଭ

0
ମାଲକାନଗିରି,୨୮ା୧୧ (ଓଡିଆ ପୁଅ)  ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଦମନ କାର୍ଯ୍ୟକ୍ରମ ଗତ ୧୯ତାରିଖଠାରୁ ଆରମ୍ଭ ହୋଇ ଯାଇଛି । ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡା...

ଆଗାମି ନିର୍ବାଚନ ପାଇଁ କଂଗ୍ରେସ ଦଳର କାର୍ଯ୍ୟକାରିଣୀ ବୈଠକ,ଶହେରୁ ଉର୍ଦ୍ଦ ବିଜେଡି ଓ ଭାଜପା...

0
ମାଲକାନଗିରି,୨୮ା୧୧ (ଓଡିଆ ପୁଅ ) ଆଗାମି ନିର୍ବାଚନ ପାଇଁ ମାଲକାନଗିରି ଜିଲ୍ଲାକଂଗ୍ରେସ ଦଳପକ୍ଷରୁ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଗତ ଦୁଇଦିନ ଧରି ଯୋରଦାର ଚାଲିଛି । ଆଜି ମାଲକାନଗିରି ବ୍ଲକସ୍ଥ...

ମାଲକାନଗିରି ଜିଲ୍ଲାଅବକାରୀ ବିଭାଗପକ୍ଷରୁ ବେଆଇନ ଗଜେଂଇ ଚାଷ ଉପରେ ଚଢାଉ,୧୦କୋଟି ଟଙ୍କାର ଗଜେଂଇ ଗଛ...

0
ମାଲକାନଗିରି,୨୮ା୧୧(ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ,ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ  ଜିଲ୍ଲାଅବକାରି ବିଭାଗ ଚିତ୍ରକୋଣ୍ଡା ଥାନା...

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ୬୯ତମ ସଂବିଧାନ ପ୍ରତିଷ୍ଟା ଦିବସ ପାଳନ ଓ ...

0
ମାଲକାନଗିରି,୨୭ା୧୧(ଓଡିଆ ପୁଅ  )ମାଲାକନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରେରେ ୬୯ତମ ଭାରତୀୟ ସଂବିଧାନ ପ୍ରତିଷ୍ଟା ଦିବସ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟ କ୍ଷତାରେ ପାଳିତ ହୋଇ ଯାଇଛି । ଏହି ଅବସରେ...

ଓଡିଶା ହକି ବିଶ୍ୱକପ ଉଦଘାଟନି ଉତ୍ସବ ଦେଖିବା ପାଇଁ ମାଲାକନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ...

0
ମାଲକାନଗିରି,୨୭ା୧୧(ଓଡିଆ ପୁଅ )  ଆଜି  ଭୁବନେଶ୍ୱର ଠାରେ ଅନୁଷ୍ଟିତ  ଓଡିଶା ପୁରୁଷ ହକି ବିଶ୍ୱକପ ଉଦଘାଟନି ଉତ୍ସବକୁ ମାଲକାନଗିରି ସହରବାସୀଙ୍କ ସହ ସାତଟି ଯାକ ବ୍ଲକର ଜନସାଧାରଣଙ୍କୁ ଦେଖାଇବା ନିମନ୍ତେ ଜିଲ୍ଲା ପ୍ରଶାସନ...

ମାଲକାନଗିରି ଜିଲ୍ଲା ସଦରଥାନାକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଆଦର୍ଶ ଥାନାଭାବେ ଘୋଷଣା କଲେ

0
ମାଲକାନଗିରି,୨୬ା୧୧ (ଓଡିଆ ପୁଅ ) ଆଜି ସଂନ୍ଧ୍ୟାରେ ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ମାଲକାନଗିରି ଜିଲ୍ଲାସଦର ଥାନା ସହ ରାଜ୍ୟରେ ଛଅ ଟି  ଥାନାକୁ ଆଦର୍ଶ ଥାନା...

ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିର ଶୁଭାରମ୍ଭ,ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୨୦ହଜାର କ୍ୱିଟାଂଲ ଧାନକ୍ରୟ ପାଇଁ...

0
ମାଲକାନଗିରି,୨୫ା୧୧ (ଓଡିଆ ପୁଅ )   ଆଜି ମାଲକାନଗିରି ଜିଲ୍ଲାରେ ଖରିପଚାଷର ଧାନମଣ୍ଡିର ସୁଭାରମ୍ଭ ହୋଇଛି,କୋରକୁଣ୍ଡା ବ୍ଲକସ୍ଥ ହାଟପଦା ଠାରେ ଜିଲ୍ଲାଯୋଗାଣ ଅଧିକରୀ ଅଭିମନ୍ୟୁମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥିଭାବେ ବିଧାୟକ ମାନସ...

ମାଲକାନଗିରି ଜିଲ୍ଲାସ୍ତରୀୟ ଦୁଇ ଦିନିଆ ଆଦିବାସୀ ଗୀତକୁଡିଆ ଓ ଦିଶାରୀ ସମ୍ମିଳନୀ

0
ମାଲକାନଗିରି,୨୫ା୧୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କଳାସଂସ୍କୃତି,ଲୋକଗୀତ ଓ ଦିଶାରୀ ମାନଙ୍କ  ପାହଡ ପବ ର୍ତର ଚେରମୂଳି ଔଷଧ ସଂଗ୍ରହ ଗୁଡିକ ଧିରେ ଧିରେ ଲୋପପାଇ ଯାଉଥିବା ବେଳେ ଏହାକୁ...

ଓଡିଶା ହକି ବିଶ୍ୱକପ କୁ ସ୍ୱାଗତ ଓ ସୁଭେଚ୍ଛା ଜଣାଇ ମାଲକାନଗିରି ଜିଲ୍ଲାରେ ଗଣଦୈଡ

0
ମାଲକାନଗିରି,୨୫ା୧୧(ଓଡିଆ ପୁଅ )  ଆସନ୍ତା ୨୭ତାରିଖରେ ଭୁବନେଶ୍ୱର ଠାରେ ଆରମ୍ଭ ହେବାକୁ ଯାଉଥିବା ଓଡିଶା ହକି ବିଶ୍ୱକପ କୁ ସ୍ୱାଗତ ଜଣାଇ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ବିଜୁ ଯୁବବାହିନୀ ପକ୍ଷରୁ ଆଜି...

ମାଲକାନଗିରି ଜିଲ୍ଲାଅବକାରୀ ବିଭାଗପକ୍ଷରୁ ୨୨ଏକର ଜମିର ବେଆଇନ ଗଜେଂଇ ଚାଷ ପୋଡି ନଷ୍ଟ କଲେ

0
ମାଲକାନଗିରି,୨୪ା୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ମୋଙ୍ଗରଜୋଡି ଗ୍ରାମ ଜଙ୍ଗଲରେ ୨୨ଏକର ଜମିରୁ ଗଜେଂଇ ଗଛ କାଟି ପୋଡି ନଷ୍ଟକରିଦେଇଛନ୍ତି । ଏହାର ସରକାରି ମୂଲ୍ୟ ଦୁଇକୋଟି ଟଙ୍କାରୁ ଉର୍ଦ୍ଦ...