Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ୬୯ତମ ସଂବିଧାନ ପ୍ରତିଷ୍ଟା ଦିବସ ପାଳନ ଓ ସପଥ...

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ୬୯ତମ ସଂବିଧାନ ପ୍ରତିଷ୍ଟା ଦିବସ ପାଳନ ଓ ସପଥ ପାଠ

156

ମାଲକାନଗିରି,୨୭ା୧୧(ଓଡିଆ ପୁଅ  )ମାଲାକନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରେରେ ୬୯ତମ ଭାରତୀୟ ସଂବିଧାନ ପ୍ରତିଷ୍ଟା ଦିବସ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟ କ୍ଷତାରେ ପାଳିତ ହୋଇ ଯାଇଛି । ଏହି ଅବସରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପାଣ୍ଡା,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାମୁଖ୍ୟ ଚିକିତ୍ସାଅଧିକାରୀ ଅଜିତ କୁମାର ମହାନ୍ତି,ସହକାରି ଜିଲ୍ଲାପାଳ ପ୍ରମୋଦ ବେହେରା, ରାମକୃଷ୍ଣ ନାୟକ,ପୁର୍ତଗୃନିର୍ମାଣ ନିର୍ବାହି ଯନ୍ତ୍ରୀ ଇଂ ଅରୁଣକୁମା ସାହୁ,ସାମ୍ବାଦିକ ରତ୍ନାକରଦାଶ ଙ୍କ ସହ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସହକାରି ଜିଲ୍ଲାପାଳ, କର୍ମଚାରି ଉପସ୍ଥିତ ରହି ଧାଡିରେ ଠିଆ ହୋଇ ସଂବିଧାନକୁ ସମ୍ମାନ ଜଣାଇ ଜଣେ ଭାରତୀୟ ନାଗରିକ ହିସାବରେ ନିଜକୁ ଗର୍ବ ଅନୁଭବ କରି ସଂବିଧାନର ବିଚାର ଧାରାକୁ ମାନିବା ପାଇଁ ସପଥ ପାଠକରିଥିଲେ ।ଜିଲ୍ଲାପାଳ ସଂବିଧାନ ପ୍ରତିଷ୍ଟା.ସଂବିଧାନ ହିଁ ମାନବ ବାଦର ବିଚାରଧାରାକୁ ଗୁରୁତ୍ୱ ଦେଇ ସମଗ୍ର ମାନବ ସମାଜକୁ ସମାନ ଅଧିକାର ଦେଇପାରିଛି ବୋଲି କହିଥିଲେ  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.