Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ମାଲକାନଗିରି ଜିଲ୍ଲାଅବକାରୀ ବିଭାଗପକ୍ଷରୁ ୨କୋଟି୬୦ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡିଲେ

0
ମାଲକାନଗିରି,୧୩ା୧୨(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲାଅବକାରୀ ବିଭାଗକୁ ଏକ ସଫଳତା ମିଳିଛି । ଦୁର୍ଗମ ପାହଡ ଇଲାକାରେ ବେଆଇନ ଭାବେ ହୋଇଥିବା ୨୨ ଏକର ଗଜେଂଇ ଚାଷକୁ ପୋଡି ନଷ୍ଟକରିଛନ୍ତି ।...

ନମ୍ବର ବିହିନ ଅଟୋଗାଡି ସହ ଲକ୍ଷାଧିକ ଟଙ୍କାର କାଠପଟା ଜବତ

0
ମାଲକାନଗିରି,୧୨ା୧୨ (ଓଡିଆ ପୁଅ ) ଆଜି ମାଲକାନଗିରି ବନବିଭାଗକୁ ଏକ ସଫଳତା ମିଳିଛି ,ଆଜି ସକାଳ ୫ଟାରେ ମାଲକାନଗିରି ବନବିଭାଗ କର୍ମଚାରୀ ମାନେ ଗନ୍ଧିପାଲି ଜଙ୍ଗଲରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ନମ୍ବର...

ମାଲକାନଗିରି ଜିଲ୍ଲାଅବକାରୀ ବିଭାଗପକ୍ଷରୁ ବେଆଇନ ଗଜେଂଇ ଚାଷ ଉପରେ ଚଢାଉ,୮କୋଟି ଟଙ୍କାର ଗଜେଂଇ ଗଛ...

0
ମାଲକାନଗିରି,୧୨ା୧୨(ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ,ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ  ଜିଲ୍ଲାଅବକାରି ବିଭାଗ  ଓରକେଲ ଥାନା...

ବନବିଭାଗ ପକ୍ଷରୁ ଚଢାଉ ବିରଳ ବଜ୍ରକାପ୍ତା ଜବତ, ୭ ଗିରଫ

0
ମାଲକାନଗିରି, ୧୨ା୧୨ (ଓଡିଆ ପୁଅ ) ଆଜି ମାଲକାନଗିରି ବନବିଭାଗକୁ ବଡ ଧରଣର ସଫଳତା ମିଳିଛି। ବିରଳ ବଜ୍ରକାପ୍ତା ବାହର ରାଜ୍ୟକୁ ଚୋରା ଚାଲାଣ ହେଉଥିବାର ବିଶ୍ୱସ୍ତ ସୁତ୍ରରୁ ବନବିଭାଗ ଖବର ପାଇ...

ସ୍ୱାଭିମାନ ଅଚଂଳରେ ମତ୍ସଚାଷ ଆରମ୍ଭ,ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜିଲ୍ଲାପାଳ ଛାଡିଲେ ମାଛ ଯାଆଁଳ

0
ମାଲକାନଗିରି,୧୨ା୧୨ (ଓଡିଆ ପୁଅ) ସ୍ୱାଭିମାନ ଅଚଂଳରେ ଗୁରୁପ୍ରୟୀ ସେତୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସେ ଅଚଂଳର ଉନ୍ନୟନ ପାଇଁ୧୦୦  କୋଟି ଟଙ୍କାର ପ୍ରକଳ୍ପ  ଘୋଷଣାକରିଥିଲେ, ସେଥି ମଧ୍ୟରୁ...

ମାଲକାନଗିରି ଲ୍ୟାମ୍ପସର ୬ଟି ମଣ୍ଡିରେ ଧାନ ଟାର୍ଗେଟ ବଢାଇ ବା ପାଇଁ ଶତାଧିକ ଚାଷୀ...

0
ମାଲକାନଗିରି,୧୧ା୧୨ (ଓଡିଆ ପୁଅ ) ମାଲକାନଗିରି ଲ୍ୟାମ୍ପସ ଅଧିନରେ ଥିବା ସାତଟି ଧାନ ମଣ୍ଡିମଧ୍ୟରୁ ୬ଟି ଧାନ ମଣ୍ଡିରେ ଚାଷୀଙ୍କ ଠାରୁ କ୍ରୟ କରା ଯିବା ପାଇଁ ଦିଆ ଯାଇଥିବା ଧାନ ର...

ମାଲକାନଗିରି : ସମ୍ପତି ପାଇଁ ଭାଇକୁ ହତ୍ୟା,ଦୁଇ ଗିରଫ

0
ମାଲକାନଗିରି,୧୧ା୧୨ (ଓଡିଆ ପୁଅ ) ସମ୍ପତି ପାଇଁ ନିଜ ଭାଇକୁ ହତ୍ୟା କରି ଭିଣୋଇ ଓ ସାବତା ମା ଭାଇ ଦୁଇଜଣ ଗରିଫ ହେବା ଘଟଣା ପଦାକୁ ଆସିଛି । ମାଲକାନଗିରି ଜିଲ୍ଲା...

ସୀମାନ୍ତ ଛତିଶଗଡ ରାଜ୍ୟ ନିର୍ବାଚନରେ କଂଗ୍ରେସ ଦଳ ବିଜୟ ହାସଲ କରିଥିବାରୁ ମାଲକାନଗିରି କଂଗ୍ରେସ...

0
ମାଲକାନଗିରି,୧୧ା୧୨ (ଓଡିଆ ପୁଅ ) ଚଳିତ ନିର୍ବାଚନରେ ସୀମାନ୍ତ ଛତିଶଗଡ ରାଜ୍ୟରେ ୧୫ବର୍ଷର ବିଜେପି ଶାସନକୁ ପରାଜୟ କରି ବିପୁଳ ସଂଖ୍ୟାରେ କଂଗ୍ରେସ ଦଳ ବିଜୟ ହାସଲ କରିଥିବାରୁ ମାଲକାନଗିରି ଜିଲ୍ଲା କଂଗ୍ରସ...

ମାଲ୍ୟବନ୍ତ ମହୋତ୍ସବର ନାମକରଣ ପରିବର୍ତନକୁ ନେଇ ବିବାଦ ତୁଟିଲା,ଜାନୁଆରୀ ୧୧ରୁ ଆରମ୍ଭ ହେବ ଉତ୍ସବ

0
ମାଲକାନଗିରି,୯ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ଲୋକପବ ର୍ ମାଲ୍ୟବନ୍ତ ମହୋତ୍ସବର ନାମକରଣ ପରିବର୍ତନ କୁ ନେଇ ଗତ କିଛି ଦିନ ହେଲା ଲାଗିରହିଥିବା ବିବାଦ ଆଜି ତୁଟି ଯାଇଛି । ପାଣ୍ଡୁମ ବଦଳରେ...

ଧାନ ମଣ୍ଡିଗୁଡିକରେ ଅବ୍ୟବସ୍ଥା ନେଇ ଗର୍ଜିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ

0
ମନ୍ଥର ଗତିରେ ମଣ୍ଡିରୁ କିଣାଚାଲିଛି, ୧୭୧୨ଜଣଚାଷୀଙ୍କ ଠାରୁ ୪୮୬୩୬.୩୮କ୍ୱିଟାଂଲ ଧାନକିଣାଯାଇଛି । ମାଲକାନଗିରି,୮ ।୧୨ (ଓଡିଆ ପୁଅ)  ମାଲକାନଗିରି ଜିଲ୍ଲାରେ ନଭେମ୍ବର ମାସ୨୫ତାରିଖରୁ ମଣ୍ଡିଖୋଲାଯାଇ ଥିଲେ ମଧ୍ୟ ମନ୍ଥରଗତିରେ ଧାନକିଣା ଯାଉଥିବାରୁ  ସାତଟି...

ଭିଜିଲାନ୍ସ ଜାଲରେ ଅଡିଟ ଅଫିସର,୭ଲକ୍ଷ୨୯ ହଜାର ଟଙ୍କା ସହିତ ଗିରଫ

0
ମାଲକାନଗିରି,୮ା୧୨ (ଓଡିଆ ପୁଅ)  ବାଡ ଯଦି ଖେତ ଖାଇବ ଚାଷୀକଣ କରିବ, ବିଭିନ୍ନ ସରକାରି କାର୍ଯ୍ୟାଳୟ ମାନଙ୍କରେ ସରକାରଙ୍କ ଉନ୍ନୟନ ଅର୍ଥ ଠିକ ଭାବେ ବିନିଯୋଗ ହୋଇଛି କି ନାହିଁ ,କେଉଁଠି ଦୁର୍ନିତି ହୋଇଛି ତାର ହିସାବ...

ଭାରସାମ୍ୟ ହରାଇ ସିମେଟଂ ବୋଝେଇ ଟ୍ରକ ଓଲଟି ଜଣେମୃତ,୧୦ଆହତ

0
ମାଲକାନଗିରି,୭ା୧୨(ଓଡିଆ ପୁଅ ) ଆନ୍ଦ୍ରପ୍ରଦେଶରୁ ଏକ ୧୦ଚକିଆ ସିମେଟଂ  ବୋଝେଇ ଟ୍ରକ ଚିତ୍ରକୋଣ୍ଡା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡି ଜଣଙ୍କର ମୃତ୍ୟୁ ହେବାସହ ୧୦ଜଣ ଆହତ ହୋଇଛନ୍ତି । ଚିତ୍ରକୋଣ୍ଡା...

ମାଲକାନଗିରି ବ୍ଲକରେ ଭଲିବଲ ଟୁର୍ଣ୍ଣାମେଟଂ,ବିଜୁ ଯୁବବାହିନୀ କ୍ଲବ ଦ୍ୱିତୀୟ ଦଳ ଚମ୍ପିୟନ

0
ମାଲକାନଗିରି,୭ା୧୨  (ଓଡିଆ ପୁଅ ) ମାଲକାନଗିରି ସଦରବ୍ଲକ ବିଜୁଯୁବବାହିନୀ ପକ୍ଷରୁ ଭଲିବଲ ଟୁର୍ଣ୍ଣାମେଟଂ ଅନୁଷ୍ଟିତ ହୋଇ ଯାଇଛି । ବ୍ଲକର ୧୯ଟି ପଚାଂୟତରୁ ୧୩ଟି ପଚାଂୟତ ଓ ଦୁଇଟି ପୌରପରିଷଦ ର ବିଜୁ...

ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ମାଗଣା ରକ୍ତଦାନ ଶିବିର,୩୫ ୟୁନିଟ ରକ୍ତ ସଂଗ୍ରହ

0
ମାଲକାନଗିରି,୭ା୧୨  (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାସଦର ମହକୁମା ରକ୍ତଭଣ୍ଡାର ରେ ଗତ କିଛି ଦିନହେଲା ରକ୍ତଅଭାବ ଦେଖାଦେଇଛି, ଏ ସଂପର୍କରେ ଓଡିଆ ପୁଅରେ ବାରମ୍ବାର ସମ୍ବାଦ ପ୍ରକାଶିତ ହେବାପରେ ମାଲକାନଗିରି ଜିଲ୍ଲାସଦର...

ମାଲକାନଗିରିର ଆଦିବାସୀ ଛାତ୍ରୀ ଜାତୀୟସ୍ତର ହୋସଲା ରେ ଭାଗନେଇ ତିନୋଟି ସ୍ୱର୍ଣ୍ଣ ପଦକ ହାସଲକରି...

0
ମାଲକାନଗିରି,୬ା୧୨ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାପ୍ରତି ସମସ୍ତଙ୍କର ଗୋଟିଏ  ଧାରଣା ଥାଏ ଏହା ୩୦ନମ୍ବର ଜିଲ୍ଲା, ହେଲେ ଜନସାଧାରଣ ଙ୍କ ଏହି ଧାରଣାକୁ ଭୂଲବୋଲି ପ୍ରମାଣିତ କରି...

ମାଲକାନଗିରି ଜିଲ୍ଲାରେ ୫୬ତମ ହୋମଗାର୍ଡ ପ୍ରତିଷ୍ଟା ଦିବସ ପାଳନ,ତିନିଜଣ ହୋମଗାର୍ଡ ପୁରସ୍କୃତ ହେଲେ

0
ମାଲକାନଗିରି,୬ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୫୬ତମ ହୋମଗାର୍ଡ ପ୍ରତିଷ୍ଟାଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଏସପି ଜଗମୋହନ ମୀନା ମୁଖ୍ୟଅତିଥି ଭାବେ...

ମାଲକାନଗିରି ରେ ଡଃ ଆମ୍ବେଦକର ଙ୍କ ୬୩ତମ ମହାପରିନିର୍ବାଣ ଦିବସ ପାଳନ

0
ମାଲକାନଗିରି,୬ା୧୨(ଓଡିଆ ପୁଅ )  ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଡଃ ଆମ୍ବେଦକର ଙ୍କ ୬୩ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାସଦର ମହକୁମା ଠାରେ ଥିବା ଆନ୍ତଃରାଜ୍ୟ ବସ ଷ୍ଟାଣ୍ଡ...

ଧାନମଣ୍ଡିରେ ଅବ୍ୟବସ୍ଥା ମିଲରମାନଙ୍କ ଚାଷୀମାରଣ ନିତୀକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଅଭିଯୋଗକଲେ ଚାଷୀ,ପିଟାକାଟା ମଣ୍ଡିରେ...

0
ମାଲକାନଗିରି,୬ା୧୨ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ ଖରିପଚାଷର ଧାନମଣ୍ଡି  ଗତ ୨୫ତାରିଖ ଠାରୁ  ଆରମ୍ଭ ହୋଇଥିଲେ ମଧ୍ୟ ଅନେକ ମଣ୍ଡିରୁ ଧାନ ଉଠାଯାଇ ନାହିଁ । ବିଶେଷ କରି ପିଟାକାଟା ଧାନମଣ୍ଡିରେ ମିଲର...

ମାଲକାନଗିରି ଜିଲ୍ଲାରେ ଯାଦବ ମହାସଭା,୭ଦଫା ଦାବିନେଇ ସୋଭାଯାତ୍ରା ଓ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲେ ଯାଦବ...

0
ମାଲକାନଗିରି,୫ା୧୨ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାରେ ଆଜି ସକାଳେ ଉତ୍କଳ ଯାଦବ ମହାସଭା ପକ୍ଷରୁ ସାତଦଫା ଦାବିନେଇ ସୋଭାଯାତ୍ରା କରିବାସହ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦେଇଛନ୍ତି , ସ୍ଥାନୀୟ ବସଷ୍ଟାଣ୍ଡ...

ମାଲକାନଗିରି ଜିଲ୍ଲାହସପିଟାଲରେ ଆଗ୍ରାଧିକାର ଭିତିରେ ସ୍ଥନୀୟ ବେକାରୀ ଜିଏନଏମ ଙ୍କୁ ନିଯୁକ୍ତି ଦେବା ଦାବିନେଇ...

0
ମାଲକାନଗିରି,୫ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ହସପିଟାଲରେ ଖାଲିଥିବା ଜିଏନଏମ ପଦବି ଗୁଡିକୁ ଅଗ୍ରାଧିକାର ଭିତିରେ ସ୍ଥାନୀୟ ଜିଏନଏମ ଙ୍କୁ ନିଯୁକ୍ତି ଦେବା ଦାବିନେଇ ଆଜି ଜିଲ୍ଲାପାଳ ଓ ବିଧାୟକ ଙ୍କୁ...