Home ଜିଲ୍ଲା ପରିକ୍ରମା ମାଲକାନଗିରି ରେ କୁମାରୀ ପାଳିଲେ କୁମାରପୂଣ୍ଣ ର୍ିମୀ ଉତ୍ସବ

ମାଲକାନଗିରି ରେ କୁମାରୀ ପାଳିଲେ କୁମାରପୂଣ୍ଣ ର୍ିମୀ ଉତ୍ସବ

49

ମାଲକାନଗିରି,୩୧ା୧୦ (ଓଡିଆ ପୁଅ ) କରୋନା ମହାମାରି ପାଇଁ ନିରାଡମ୍ବର ସହକାରେ କୋଭିଡ ନିୟମ ପାଳନ କରି ମାଲକାନଗିରି ଜିଲ୍ଲାର କାଲିମେଳା,ମୋଟୁ,ଏମଭି୭୯, ଏମଭି୭୨, ପଡିଆ,ଗମ୍ଫାକୋଣ୍ଡା, ଏମଭି୧୯, ଏମଭି୧୭,ମାଲାକନଗିରି,କୋରକୁଣ୍ଡା, ବାଲିମେଳା,ଚିତ୍ରକୋଣ୍ଡା, ତାର୍ଲା କୋଟା,ଖଇରପୁଟ,କୁଡୁମୁଲୁଗୁମ୍ମା,ମାଥିଲି, ଗୋବିନ୍ଦପାଲି,ପାଙ୍ଗାମ, ପଣ୍ଡ୍ରିପାଣି,ବିଭିନ୍ନ ସ୍ଥାନରେ କୁମାରପୂ୍‌ଣ ର୍ିମା ଉତ୍ସବ ପାଳିତ ହୋଇ ଯାଇଛି । ବିଶେଷ କରି ଜିଲ୍ଲା ସଦରମହକୁମା ୧୧୯କଲୋନି ରେ କୁମାରୀ ଝୀଅ ଓ ବୋହୁ ମାନେ ମା ବୃନ୍ଧାବତୀ (ତୁଳଶୀ)ଗଛ ମୂଳରେ ସନ୍ଧ୍ୟାରେ ଖଇ,ଲିଆ,ମୁଆଁ,ଲଡୁ,ନଡିଆ,କଦଳୀ,ଭୋଗକରିବା ସହ ମଣ୍ଡାପିଠାରେ ଚାନ୍ଦ ଙ୍କୁ ସମର୍ପି କୁମାରପୂର୍ଣ୍ଣି ର୍ିମା ଉତ୍ସବ ପାଳନ କରିଛନ୍ତି । ପୁଜାକରିବାସହିତ ବନ୍ଦନାଗାଇ ଭୋଗ ଲଗାଇଥିଲେ । ତୁଳସୀ ଚଉଁରା ମୁଳରେ ଝୁଟି ଚିତା ଦେଇ ଚାନ୍ଦ ଙ୍କୁ ଆବାହନକରି ନିଜ ନିଜ ପରିବାର ର ଶୁଭ ମନାସି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.