Ranjan Das
କୋଟପାଡ ସବଜେଲରୁ କଏଦୀ ଫେରାର
କୋରାପୁଟ ;ତା୧୪-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) କୋଟପାଡ ସବ୍-ଜେଲରୁ ଜଣେ କଏଦୀ ଫେରାର୍ ହୋଇ ଯାଇଛନ୍ତି। ଫେରାର୍ କଏଦୀ ମୋତି ସିଂହ୍ ଚାଲାଣ ନବରଙ୍ଗପୁର ଜିଲା କୋଡିଙ୍ଗା ଗ୍ରାମର ବୋଲି ଜଣା ପଡିଛି।...
କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକଙ୍କୁ ରାଜ୍ୟ ସରକାର...
କୋରାପୁଟ ; ୧୪-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକ ପ୍ରଫେସର ଡାକ୍ତର କ୍ଷେତ୍ରବାସୀ ସୁବୁଦ୍ଧିଙ୍କୁ ରାଜ୍ୟ ସରକାର ପରିବର୍ତ୍ତନ କରିଥିବା ଜଣାପଡିଛି।ନିଶ୍ଚେତକ ବିଭାଗର...
ଜିଲ୍ଲା ଭିତିକ ନିଯୁକ୍ତି କର ନ ହେଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ...
କୋରାପୁଟ ; ତା୧୪-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ଜିଲ୍ଲାଭିତିକ ନିଯୁକ୍ତି କରିବାକୁ ଦାବି ଜୋର ଧରିଲା। କୋରାପୁଟିଆ ଜନ ସୁରକ୍ଷା ସଂଘର କର୍ମକର୍ତାମାନେ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି...
କେନ୍ଦାର ପଂଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ
କୋରାପୁଟ ୧୩-୦୨ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ କେନ୍ଦାର ପଂଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କେନ୍ଦାର ସରପଂଚ କୃଷ୍ଣ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପିଠା କାର୍ଯ୍ୟକ୍ରମରେ କ୍ଷେତ୍ର କର୍ମଚାରୀମାନେ ସରକାରୀ...
ଆଇଆରବି ବାଟ୍ଟାଲିଅନରେ ରକ୍ତଦାନ ଶିବିର
କୋରାପୁଟ ୧୩-୦୨ (ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ସ୍ଥିତ ପ୍ରଥମ ଭାରତୀୟ ରିଜର୍ଭ ବାଟ୍ଟାଲିଅନ୍(ଆଇଆରବି)ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଜିଲା ରକ୍ତ ଭଣ୍ଡାର ଅଧିକାରୀ ଡା.ରତିକାନ୍ତ ଖଟୁଆଙ୍କ...
ହେମାଙ୍କ ଘର ବାହୁଡାକୁ ନେଇ କଂଗ୍ରେସରେ ଅସନ୍ତୋଷ
କୋରାପୁଟ ୧୩-୦୨ ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟର ପୂର୍ବତନ ସାଂସଦ ହେମା ଗମାଙ୍ଗ କଂଗ୍ରେସ ଦଳକୁ ଫେରିବେ ବୋଲି ଗଣ ମାଧ୍ୟମରେ ପ୍ରଚାର ହେବା ପରେ ଜିଲା କଂଗ୍ରେସ ଭିତରେ...
ଇଟା ବୋଝେଇ ଟ୍ରାକ୍ଟର ଓଲଟି ୨ ଶ୍ରମିକଙ୍କ ମୃତ୍ୟୁ; ୪ ଶ୍ରମିକ ଆହତ
କୋରାପୁଟ ୧୩-୦୨ ଓଡିଆ ପୁଅ /ରଂଜନ କୁମାର ଦାସ)ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡିବା ଦ୍ୱାରା ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଶ୍ରମିକ ଆହତ ହୋଇଥିବା...
କାର ଧକ୍କାରେ ବୃଦ୍ଧ ମୃତ; ଉତ୍ୟକ୍ତ ଲୋକମାନେ ଫାଣ୍ଡି ଘେରାଉ କରିବା ସହିତ ଅଧିକାରୀଙ୍କୁ...
କୋରାପୁଟ ୧୨-୦୨ (ଓଡିଆ ପୁଅ /ରଂଜନ କୁମାର ଦାସ) କାର୍ ଧକ୍କାରେ ଜଣେ ବ୍ୟକ୍ତି ଓ ଏକ ବଳଦର ମୃତ୍ୟୁକୁ ନେଇ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ରାସ୍ତା ଅବରୋଦ୍ଧ କରିବା ସହ...
କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ତରକାରୀରେ ପୋକ ବାହାରିଥିବା ଅଭିଯୋଗ
କୋରାପୁଟ ; ତା୧୨-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ସହାରଂଚଳ ସ୍କୁଲରେ ପିପିପି ମୋଡରେ ଜୟପୁରସ୍ଥିତ କେନ୍ଦ୍ରୀୟ ରୋଷେୟଶାଳାରୁ ମଧ୍ୟାହ୍ନ ଭୋଜନ ଦିଆଯାଇଥାଏ। କୋରାପୁଟ ପୈାରାଂଚଳର ୨୮ ଟିସ୍କୁଲର ୩୭୫୧ ପିଲାଙ୍କ...
ଦୁଇ ବାଇକ୍ ମୁହାଁମୁହିଁ, ଜଣେ ମୃତ
କୋରାପୁଟ ; ତା୧୧-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)୨୬ ନଂ ଜାତୀୟ ରାଜ ପଥର ନୂଆ କଲୋନୀ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଜଣେ ଯୁବକ ପ୍ରାଣ ହରାଇଥିବାବେଳେ ଅନ୍ୟ...
୩୦ ତମ ସଡକ ସୁରକ୍ଷା ସପ୍ତାହ ଉଦଯାପିତ
କୋରାପୁଟ ;ତା୧୧-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ୩୦ ତମ ସଡକ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଛି। ଆରଟିଓ ପ୍ରସନ୍ନ କୁମାର ଦାଶଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଦେବେନ୍ କୁମାର ପ୍ରଧାନ...
ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓକିଲ ସଂଘର ଦାବିପତ୍ର ପ୍ରଦାନ
କୋରାପୁଟ ; ତା୧୧-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ୫ଦଫା ଦାବି ପୂରଣ ଉଦ୍ଦେଶ୍ୟରେ କୋରାପୁଟ ଓକିଲ ସଂଘ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି। ସଂଘର ଦାବି ଅନୁଯାୟୀ,...
ଆନ୍ଦୋଳନରେ ଏସ୍ଏସ୍ଏ କର୍ମଚାରୀ, ଅଫିସରେ ଝୁଲୁଛି ତାଲା
କୋରାପୁଟ ;ତା୧୧-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ ସର୍ବ ଶିକ୍ଷା ଅଭିଯାନ ପ୍ରକଳ୍ପର ସମସ୍ତ କର୍ମଚାରୀ ଭୂନେଶ୍ୱରରେ ଆନ୍ଦୋଳନ କରୁଥିବାବେଳେ କୋରାପୁଟ ଅଫିସରେ ତାଲା...
ସରପଂଚ ହତ୍ୟା ଘଟଣାରେ ମିଲିସିଆ ଗିରଫ
କୋରାପୁଟ;ତା୧୧-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ହାତୀବାରୀ ପଂଚାୟତର ସରପଂଚ ହତ୍ୟା ଘଟଣାରେ କୋରାପୁଟ ଜିଲା ପାଡୁଆ ପୁଲିସ ହାର୍ଡକୋର୍ ମିଲିସିଆ ମାଓବାଦୀକୁ ଗିରଫ କରିଛି। ଗିରଫ ମିଲିସିଆ ଜଣକ ପାଡୁଆ ଥାନା ଭାଲିଆଗୁଡା...
ଭାଲୁ ଆକ୍ରମଣରେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି
କୋରାପୁଟ ; ତା୧୦-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ସର୍ଜରୀ ଓାର୍ଡରେ ଭର୍ତି...
କୋରାପୁଟ ପୋଲିସ ଦ୍ୱାରା ହାର୍ଡକୋର ମିଲିସିଆ ଗିରଫ
କୋରାପୁଟ ; ତା୦୮-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ପୋଲିସ ଦ୍ୱାରା ହାର୍ଡକୋର ମିଲିସିଆ ଗିରଫ କରାଯାଇଥିବା କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା...
କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର୫୫ତମ ବାର୍ଷିକ ଉସôବ “ଆତ୍ମବିଶ୍ୱାସ ରହିଲେ ଲକ୍ଷ୍ୟ ହାସଲ କରି...
କୋରାପୁଟ ; ତା୦୭-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ)ଆତ୍ମବିଶ୍ୱାସ ରହିଲେ ଲକ୍ଷ୍ୟ ହାସଲ କରିହୁଏ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡ .ପ୍ରମୋଦ କୁମାର ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ୫୫ ତମ ବାର୍ଷିକ...
ସହୀଦ ନରସିଂହ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ
କୋରାପୁଟ;ତା ୦୬-୦୨-୧୯୯(ଓଡିଆପୁଅ/ରଂଜନ କୁମାର ଦାସ) ସହୀଦ ନରସିଂହ ନାୟକଙ୍କ ୧୬ତମ ଶ୍ରାଦ୍ଧ ଜିବସ ପାଳିତ ହୋଇଛି । ସହୀଦଙ୍କ ଜନ୍ମଭୂମି ପୁରୁଣା କୋରାପୁଟର ସ୍ମୃତିପୀଠରେ ଅନୁଷ୍ଠିତ ଶ୍ରାଦ୍ଧ ଦିବସ ସମାରୋହରେ ଡିଏସପି ଧୀରେନ...
ବିଜେଡିରେ ମିଶିଲେ ଆଦିବାସୀ ନେତା ପ୍ରୀତମ ପାଢୀ
କୋରାପୁଟ; ତା୦୬-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲାର ବରିଷ୍ଠ ଆଦିବାସୀ ନେତା ତଥା ରାଜ୍ୟ କଂଗ୍ରେସ ଆଦିବାସୀ ସେଲ୍ ସାଧାରଣ ସମ୍ପାଦକ ପ୍ରୀତମ ପାଢୀ ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି...
ଜୟପୁରରେ ବିଜେଡିର ବିଶାଳ ଯୁବ ସମାବେଶ — କେବିକେ ଅଂଚଳର ବିକାଶ ପାଇଁ ରାଜ୍ୟ...
କୋରାପୁଟ ;ତା୦୫-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) କେବିକେ ଅଂଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ଜୟପୁରଠାରେ ଆୟୋଜିତ ବିଜେଡିର ଯୁବ ସମାବେଶରେ ମତବ୍ୟକ୍ତ କରିଥିଲେ...






