Home Authors Posts by Ranjan Das

Ranjan Das

1805 POSTS 0 COMMENTS

ପଟ୍ଟାଙ୍ଗୀ ବ୍ଲକରେ ସାମାଜିକ ସମୀକ୍ଷା ବୈଠକ- ୧୭୬ ଜଣ ହିତାଧିକାରୀଙ୍କ ପେନସନ ଭୁତ ଖାଉଛି

0
କୋରାପୁଟ ; ତା୧୨-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ହିତାଧିକାରୀମାନେ ଠିକଭାବେ ପେନସନ ପାଉଛନ୍ତି କି ନାହିଁ ତାହା ଜାଣିବା ନିମନ୍ତେ ସାମାଜିକ ସମୀକ୍ଷା ବୈଠକ ଆୟୋଜନ...

ଦରମା ନ ପାଇ କାର୍ଯ୍ୟବନ୍ଦ କଲେ ହସପିଟାଲର ସୁରକ୍ଷାକର୍ମି ଓ ଝାଡୁଦାର

0
କୋରାପୁଟ ; ତା୧୧-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ନିୟୋଜିତ ସୁରକ୍ଷାକର୍ମି , ସହାୟକ ଓ ଝାଡୁଦାରମାନେ ମାସ ମାସ ଦରମା ପାଇ ନ...

କୋରାପୁଟଠାରେ କଫି ପ୍ରକ୍ରୀୟାକରଣ ୟୁନିଟ ଉଦଘାଟିତ

0
କୋରାପୁଟ ; ତା୧୧-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟଠାରେ କଫି ପ୍ରକ୍ରୀୟାକରଣ ୟୁନିଟ ଉଦଘାଟିତ ହୋଇଯାଇଛି ।ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନୁଷ୍ଠାନିକ...

ଡିଏମଏଫ ଖର୍ଚ୍ଚକୁ ନେଇ ସମୀକ୍ଷା କଲେ ଜିଲ୍ଲାପାଳ

0
କୋରାପୁଟ ; ତା୧୧-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ଡିଏମଏଫ ଖର୍ଚ୍ଚକୁ ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସ୍ଥାନୀୟ ସଦଭାବନା ସଭାଗୃହଠାରେ ସମୀକ୍ଷା କରିଥିବା ଜଣାପଡିଛି ।କୋରାପୁଟ ସିଡିଏମଓଙ୍କୁ ଦିଆଯାଇଥିବା ଅର୍ଥ କାହିଁକି...

୧୧ ରେ ଖୋଲାଯିବ କଫି ପ୍ରକ୍ରୀୟାକରଣ ୟୁନିଟ

0
କୋରାପୁଟ ୦୯-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତା ୧୧ ତାରିଖଦିନ କୋରାପୁଟଠାରେ କଫି ପ୍ରକ୍ରୀୟାକରଣ ଖୋଲାଯିବ ବୋଲି ପ୍ରଶାସନ ତରଫରୁ ସ୍ଥିର କରାଯାଇଥିବା ଜଣାପଡିଛି।ସ୍ଥାନୀୟ ଚନ୍ଦନପୋଖରୀ ନିକଟରେ ଥିବା ଟ୍ରାଇବସ ଓଡିଶା...

ବିଜେଡିର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

0
କୋରାପୁଟ ୦୮-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନା ସଭାଗୃହରେ କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ଜିଲା ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି...

ଧୋଇଗଲା କଲଭର୍ଟ, ଭାରରେ ବୁହା ହେଲେ ରୋଗୀ

0
କୋରାପୁଟ ୦୭-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ) ଲଗାଣ ବର୍ଷା ଯୋଗୁଁ ସମଗ୍ର ଜିଲା ପ୍ରଭାବିତ ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଏପରିକି ଲଗାଣ...

କମୁନି ବର୍ଷା: ଜନ ଜୀବନ ପ୍ରଭାବିତ

0
କୋରାପୁଟ ୦୭-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ)ଗତ କିଛି ଦିନ ହେବ କୋରାପୁଟ ଜିଲାର ସମସ୍ତ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥିବାବେଳେ ତଳିଆ ଅଂଚଳ...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ : ଜଳ ସଂରକ୍ଷଣ ଓ ଜଳ ବିଭାଜିକା ପରିଚାଳନା ସଂପର୍କିତ ପାଠଚକ୍ର

0
କୋରାପୁଟ ୦୭-୦୯-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁନାବେଡା କ୍ୟାମ୍ପସ ସଭାଗୃହଠାରେ ଜଳ ସଂରକ୍ଷଣ ଓ ଜଳବିଭାଜିକା ପରିଚାଳନା ସଂପର୍କିତ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର...

କୋରାପୁଟ ସୁପରମାର୍କେଟ କମ୍ପ୍ଲେକ୍ସରେ ଲଟେରୀମାଧ୍ୟମରେ ୮ ଜଣଙ୍କୁ ଷ୍ଟଲ ପ୍ରଦାନ

0
କୋରାପୁଟ ; ତା୦୬-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ସୁପରମାର୍କେଟ କମ୍ପ୍ଲେକ୍ସରେ ଲଟେରୀମାଧ୍ୟମରେ ୮ ଜଣ ପଥ ବିକାଳୀଙ୍କୁ ଷ୍ଟଲ ପ୍ରଦାନ କରାଯାଇଥିବା ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟିର ପ୍ରଶାସକ ତଥା ଜିଲ୍ଲାପାଳ ମଧୁସୂଦନ...

ପୋଡାଗଡ ଶିକ୍ଷକ ସଂଘ ଦ୍ୱାରା ଗୁରୁଙ୍କୁ ସମ୍ବର୍ଦ୍ଧିତ

0
କୋରାପୁଟ ; ତା୦୬-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ବାଉଁଶଗୁଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଏମ.ସୁରେଶ କୁମାରଙ୍କୁ ପୋଡାଗଡ ସିକ୍ଷକ ସଂଘ ଦ୍ୱାରା ଗୁରୁ ଦିବସ ଅବସରରେ...

୨୪ ଘଣ୍ଟାରେ ୮୭୮ ମିମି ବର୍ଷା

0
କୋରାପୁଟ ୦୬-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ) ଗତ ୨୪ ଘଂଟା ମଧ୍ୟରେ କୋରାପୁଟ ଜିଲାରେ ୮୭୮.୨୦ ମିମି ବର୍ଷା ହୋଇଥିବାବେଳେ ଜଲାପୁଟରୁ ୨ଟି ଗେଟ ଖୋଲା ଯାଇ ବର୍ଷାଜଳ ନିଷ୍କାସନ...

ଜୁଆ ଆଡ୍ଡାରେ ଚଢଉ, ୫ ଗିରଫ, ୧୦ ବାଇକ ଜବତ

0
କୋରାପୁଟ ୦୬-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ) ସୁନାବେଡା ଏସଡିପିଓ ନିରଂଜନ ବେହେରାଙ୍କ ନେତୃତ୍ୱରେ ପଟ୍ଟାଙ୍ଗି ପୁଲିସର ଏକ ଟିମ କୁନ୍ଦୁଲିର ଏକ ଜୁଆଆଡ୍ଡା ଉପରେ ଚଢଉ କରି ୫ ଜୁଆଡିଙ୍କୁ...

ଦୁଇଦିନ ପରେ ମଧ୍ୟ ସଂପୂର୍ଣ୍ଣ ଖୋଲିନି କୋରାପୁଟ-ବୋରିଗୁମ୍ମା ରାସ୍ତା

0
କୋରାପୁଟ;ତା୦୪-୦୯-୧୯(ଓଡିଆପୁଅ/ରଂଜନ କୁମାର ଦାସ) ଗତ ଚାରିଦିନ ଧରି କୋରାପୁଟ ଜିଲାରେ ବର୍ଷା ଲାଗି ରହିଥିବାବେଳେ ରାଣୀଗଡ ଦେଇ ଯାଇଥିବା କୋରାପୁଟ-ବୋରିଗୁମ୍ମା ରାସ୍ତାର ରାଣୀଗଡ ନିକଟରେ ମାଟି ଅତଡା ଖସିଥିବାରୁ ସେହି ରାସ୍ତାରେ ଯାତାୟତ...

ବକ୍ସାଇଟ ପରିବହନକୁ ବିରୋଦ୍ଧ କରି କାକାରିଗୁମ୍ମା ବଜାର ବନ୍ଦ

0
କୋରାପୁଟ ;ତା୦୩-୦୮-୧୯(ଓଡିଆପୁଅ /ରଂଜନ କୁମାର ଦାସ)ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳି ଖଣିରୁ ବକ୍ସାଇଟ ପରିବହନକୁ ବିରୋଦ୍ଧ କରି କାକିରିଗୁମ୍ମା ବଣିକ ସଂଘ ୮ଘଂଟିଆ ବଜାର ବନ୍ଦ କରିଛି । କୋଡିଙ୍ଗାମାଳିରୁ କାକିରିଗୁମ୍ମା ରେଳ ଷ୍ଟେସନକୁ...

୨୪ ଘଣ୍ଟାରେ ୪୨୫ ମି.ମି. ବର୍ଷା

0
କୋରାପୁଟ ୦୩-୦୮-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଗତ ୨୪ ଘଂଟା ମଧ୍ୟରେ କୋରାପୁଟ ଜିଲାରେ ୪୨୫.୮ମିମି ବର୍ଷା ହୋଇଥିବାବେଳେ ବୈପାରିଗୁଡା ବ୍ଲକରେ ସର୍ବାଧିକ ୬୮ ମିମି ବର୍ଷା ହୋଇଥିବା ଜଣା ପଡିଛି।...

ଜିଲା ପରିଷଦ ସଭାପତିଙ୍କ ବନ୍ଧୁଗାଁ ଗସ୍ତ

0
କୋରାପୁଟ ;ତା୦୩-୦୮-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ପରିଷଦ ସଭାପତି ତୂଳସୀ କିର୍ଷାନୀ ଶୁକ୍ରବାର ପ୍ରଥମ ଥର ପାଇଂ ମାଓ ଅଧ୍ୟୁଷିତ ଉପାନ୍ତ ବନ୍ଧୁଗାଁ ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟର...

ସ୍ୱାଧୀନତା ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

0
କୋରାପୁଟ ;ତା୩-୦୮-୧୯(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲା ପ୍ରଶାସନ ଦ୍ୱାରା ସ୍ୱାଧୀନତା ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲର ୨୫ଜଣ ଛାତ୍ରଛାତ୍ରୀ...

ସମସ୍ୟା ପିଛା ଛାଡୁନି ; କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ...

0
କୋରାପୁଟ ; ତା୦୩-୦୮-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗୁଥିବା ବେଳେ ଆଉ ଗୋଟିଏ ବଡ ଗୁରୁତର ସମସ୍ୟା...

ରାତ୍ରୀରେ ବିରାଟଗଛର ଗଣ୍ଡି ଭାଙ୍ଗି ରାସ୍ତାରେ ପଡିଲା ; ଅଗ୍ନିଶମ ବିଭାଗ ଦ୍ୱାରା ରାସ୍ତା...

0
  କୋରାପୁଟ ; ତା୦୩-୦୮-୧୯(ଓଡିଆପୁଅ/ରଂଜନ କୁମାର ଦାସ)ଲଘୁଚାପ ଜନିତ ବର୍ଷା ଓ ପବନ କୋରାପୁଟ ସହରରେ ଲାଗିରହିଥିବାରୁ ଗତକାଲି ବିଳମ୍ବିତ ରାତ୍ରୀରେ ଉକôଳଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଥିବା ଏକ ବିରାଟଗଛର ଗଣ୍ଡିଗୁଡିକ ଭାଙ୍ଗି ପଡିବାରୁ...