Pramod Kumar Ray
ସସ୍ମିିତାଙ୍କ ଯୌତୁକ ନିର୍ଯ୍ୟାତନା ମାମଲା, ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ତ: ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ...
ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ୱଶୁରଘର ଲୋକମାନେ ସସ୍ମିତାକୁ ଯୌତୁକ ନିର୍ଯ୍ୟାତନା ଦେବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବାର ଅଭିଯୋଗ ଆଣିଛନ୍ତି । ତୁରନ୍ତ ତାଙ୍କ...
ବୈତରଣୀ ଡାହାଣପାଶ୍ୱର୍ ନଦୀପଠାକୁ ଅବରୋଧ ଓ ବାମପାଶ୍ୱର୍କୁ ବନ୍ୟାଜଳ ଅଡାଇବା ମାମଲା, ଜାତୀୟ ଗ୍ରୀନ...
ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀର ଡାହାଣ ପାଶ୍ୱର୍ର ବିକାଶ ବାମପାଶ୍ୱର୍ ବିନାଶର କାରଣ ହୋଇଛି । ମାଳଆନନ୍ଦପୁର ଆନିକଟ ଠାରୁ ବଲ୍ଲଭିଘାଟ ପର୍ଯ୍ୟନ୍ତ ଦୀର୍ଘ...
ଭଦ୍ରକ : ୨୦୯ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ଆଉ ୨୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏଥି ସହିତ ଆଉ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି ।...
ଆପ୍ରୋଚ ରୋଡ ପାଇଁ ବାଟ ଫିଟିଲା, ୫୧ ଜମିହରାଙ୍କୁ ମିଳିବ ୧୪ କୋଟିର କ୍ଷତିପୂରଣ
ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ଠାରେ ରେଲୱେ ଫ୍ଲାଏ ଓଭରବ୍ରିଜ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । କିନ୍ତୁ ଉକ୍ତ ବ୍ରିଜକୁ ସଂଯୋଗ କରୁଥିବା ରାସ୍ତାକୁ ନେଇ...
ସସ୍ମିତା ନିର୍ଯ୍ୟାତନା ମାମଲା, ପୁଅକୁ ଫେରିପାଇଲା ମା’
ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ନାଆମୀ ପଂଚାୟତର ସାତଶୋଳା ଗ୍ରାମ ନିବାସୀ ନିତ୍ୟ ଚୈତନ୍ୟ ଖଣ୍ଡେଇଙ୍କ ପତ୍ନୀ ସସ୍ମିତାଙ୍କୁ ନିଜ...
ସର୍ଟ ସର୍କିଟ୍ ଅଗ୍ନିକାଣ୍ଡରୁ ଜଳିଗଲା ୩ ପରିବାରର ୪ ବଖରା ଘର
ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ବିଳମ୍ବିତ ରାତିରେ ଏହି ଜିଲାର ଆରଡି ନିକଟସ୍ଥ ଓଳଗ ପଂଚାୟତ ବୋଡକ ଗାଁର ମାଝୀସାହିରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ...
ଭଦ୍ରକ -୧୬୫ ଆକ୍ରାନ୍ତ ଚିହ୍ନଟ, ଆଉ ୩ ମୃତ
ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ଆଉ ୧୬୫ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ଆଉ ୩ ଜଣଙ୍କ...
ଧାମରାରେ ସ୍ୱର୍ଗତ ବିଜୟଶ୍ରୀ ଉପଲକ୍ଷେ ସର୍ବଦଳୀୟ ଶୋକସଭା
ଭଦ୍ରକ, ୧୩ା୬(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) - ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ଙ୍କ ଏକାଦଶହରରେ ଧାମାର ନିକଟସ୍ଥ କଇଥଖୋଲା ଠାରେ ଏକ ସର୍ବଦଳୀୟ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ଜିଲ୍ଲାପରିଷଦ...
କୁଆଁସ ଅର୍ଜୁନ ସେତୁ ପାଇଁ ଯୁବମୋର୍ଚ୍ଚାର ଆନ୍ଦୋଳନ
ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)- ଭଦ୍ରକ କୁଆଁସ ଗ୍ରାମରେ ସାଳନ୍ଦୀ ନଦୀ ଉପରେ ଥିବା ଅର୍ଜୁନ ସେତୁଙ୍କୁ ରାଜନୈତିକ ଆକ୍ରୋଶ ରଖି ଭଲଥିବା ପୋଲକୁ ଭାଙ୍ଗି ଦେଇ ପୁଣି ଏକ ନୂତନ...
ପ୍ରହସନ ପାଲଟିଛି ଟିକିରା-ଶ୍ରୀରାମପୁର ସେତୁ ନିର୍ମାଣ : ଆପ୍ରୋଚ ରୋଡ଼ ସମସ୍ୟାକୁ ନେଇ ପ୍ରଶାସନିକ...
ଭଦ୍ରକ, ୧୩-୬ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)- ପ୍ରକଳ୍ପ ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କାର ଅର୍ଥ ମଂଜୁର କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ପ୍ରକଳ୍ପ ନିର୍ମାଣରେ ନାନାଦି...
ବର୍ଷା ଋତୁ ଆସିଲା ତଥାପି ମରାମତି ହେଲାନି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ପାଲଟିଛି...
ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) - ଗୋଟିଏ ପଟେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି ଯଦ୍ୱାରା ରାସ୍ତାରେ ପାଇପ ବିଛା କାମ ଚାଲିଛି। ଅପର ପକ୍ଷରେ ବର୍ଷା ଋତୁ...
ଭଦ୍ରକ ଜିଲାରେ ବିରଳ ଧଳା ଘୁଷୁରୀ ଓ ଠେକୁଆ ଚାଷ: ଯୁବ ଇଂଜିନିୟର ଉଦୟନାଥ...
ଭଦ୍ରକ, ୧୩ା୬(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) - କରୋନା ମହାମାରୀ ସମୟରେ ବହୁ ଶିକ୍ଷିତ ଯୁବକ ଚାକିରୀ ହରାଇ ଘରେ ବସିରହିଛନ୍ତି। ମାତ୍ର ଭଦ୍ରକ ଜିଲାର ଏଭଳି ଜଣେ ଯୁବ ଇଂଜିନିୟର ଅନ୍ୟମାନଙ୍କ ପାଇଁ...
ପଲ୍ଲୀ ଉନ୍ନୟନ ଯୁବ ସଂଘ ପକ୍ଷରୁ ରକ୍ତଦାନ ଶିବିର
ଭଦ୍ରକ, ୧୩ା୬(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ବ୍ଲକ୍ ବାଣିତିଆ ପଂଚାୟତ ହୋମିଓପ୍ୟାଥିକ ଡାକ୍ତରଖାନା ପରିସରରେ ୫ମ ବିଶାଳ ରକ୍ତଦାନ ଶିବିର ଅଗ୍ରଣୀ ଯୁବ ସଂଘ ପଲ୍ଲୀ ଉନ୍ନୟନ କ୍ଲବ୍ ପକ୍ଷରୁ...
ସ୍ୱାଧୀନତାର ୭୪ ବର୍ଷ ପରେ ବି କ୍ଷୀରସାହି ଗାଁ ଲୋକେ ଗମନାଗମନ ପଥରୁ ବଂଚିତ
ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)- ଆମ୍ଭ ଦେଶ ସ୍ୱାଧୀନତାକୁ ୭୫ ବର୍ଷ ଛୁଇଁବାକୁ ଯାଉଛି। ହେଲେ ଏବେବି ସାଧାରଣ ଲୋକେ ତାଙ୍କର ନ୍ୟାର୍ଯ୍ୟ ମୌଳିକ ସୁବିଧା ଗମନାଗମନ ପଥରୁ ବଂଚିତ ହୋଇଛନ୍ତି।...
ଏସ୍ବିଡ଼ି ସ୍କୁଲରେ କର୍ମଚାରୀଙ୍କ ଶୋକସଭା
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହର ସ୍ଥିତ ଏସ୍ବିଡ଼ି ଇଣ୍ଟରନ୍ୟାସନାଲ ସ୍କୁଳ ପରିସରରେ ଉକ୍ତ ବିଦ୍ୟାଳୟର ବାହନ ପରିଚାଳକ ସ୍ୱର୍ଗତ କିବୁସେନ ପଣ୍ଡାଙ୍କ ଶୋକସଭା ଅନୁଷ୍ଠିତ...
ମଞ୍ଜୁରୀ ଡାକ୍ତରଖାନାରୁ ଚୋରି ଇନଭର୍ଟର ଓ ବ୍ୟାଟେରି ଫେରାଇଲେ ଚୋର
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀ ମେଡିକାଲରୁ ଗତ ୭ ତାରିଖ ରାତ୍ରରେ ଚୋରି ହୋଇଥିବା ଇନଭଟ୍ଟର ଓ ବ୍ୟାଟେରି...
ଭଣ୍ଡାରିପୋଖରୀ : ବିଜେପିର ସେବାକାର୍ଯ୍ୟ
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଜେପିର ବଳଦେବଜିଉ ମଣ୍ଡଳ ପକ୍ଷରୁ ଦଳର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତରେ ସେବା...
ଭଣ୍ଡାରିପୋଖରୀ – ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଧାରଣା...
ଜିଲାରେ ବହୁ ଡାକ୍ତର ପଦବୀ ଫାଙ୍କା ପଡିଛି, ଏଣେ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାହା...
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ସ୍ୱାସ୍ଥ୍ୟସେବା ନେଇ ବହୁ ଖବର ପ୍ରକାଶିତ ହେଉଛି । ତେବେ ଜିଲାରେ ବହୁ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିଲେ...
ସ୍ୱାଧୀନତାକୁ ବିତିଯାଇଛି ୭୪ ବର୍ଷ, ତଥାପି ଗାଁକୁ ନାହିଁ ରାସ୍ତା , ଖଟିଆରେ ବୁହାହେଲେ...
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସରକାର ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଗମନାଗମନ ଉପରେ କୋଟି କୋଟି ଟଙ୍କା ବ୍ୟୟ କରିଚାଲିଛନ୍ତି । ବିଶେଷକରି ଗ୍ରାମାଞ୍ଚଳର ବିକାଶ ପାଇଁ...























