Pramod Kumar Ray
ବିଭିନ୍ନ ସ୍ଥାନରେ ମକରମେଳା
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ସରକାରଙ୍କର କରୋନା କଟକଣା ନିର୍ଦ୍ଦେଶକୁ ଗ୍ରହଣକରି ମକରମେଳା ପାଳନ କରାଯାଇଛି । ଧାମାନଗର...
ଧାମରା ଅଂଚଳରେ ସାର୍ଟିଫିକେଟରେ ଚାଲିଛି ଔଷଧ ଦୋକାନ, ସରକାରଙ୍କ ନୀତିକୁ ଜଳାଞ୍ଜଳି
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟରେ ଫାର୍ମାଷିଷ୍ଟ ଙ୍କୁ ନେଇ ଔଷଧ ଦୋକାନ ଖୋଲିବାର ନିୟମ ଥିବା ବେଳେ କୌଣସି ଫାର୍ମାଷିଷ୍ଟ ନିଜର ଲାଇସେନ୍ସ କୁ ବିକ୍ରି...
କେରଳ ପୁଲିସ୍ ଦ୍ୱାରା ଗେଲଟୁଆ ଯୁବକ ଗିରଫ
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାଇବର ଅପରାଧକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ସାଇବର ଠକେଇର ଶୀକାର ହେଉଛନ୍ତି ବହୁ ବ୍ୟକ୍ତିବିଶେଷ । ଉପଯୁକ୍ତ...
ମାସ୍କ ଚେକିଂ ସମୟରେ ପୁଲିସ୍ର ମାଡ ଅଭିଯୋଗ, ଶତାଧିକ ଲୋକଙ୍କ ଟାୟାର ଜାଳି ରାସ୍ତା...
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ପୁରୁଣାବଜାର ଥାନା ପୁଲିସ୍ ପକ୍ଷରୁ ଆଜି ସନ୍ଧ୍ୟାରେ ମାସ୍କ ଚେକିଂ ସମୟରେ ଗଣ୍ଡଗୋଳ ଘଟି ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି...
ଭଦ୍ରକରେ ଠେଲା ବ୍ୟବସାୟୀଙ୍କ ଦୌରାତ୍ମ୍ୟ ଅଣାୟତ, ପ୍ରଶାସନ ଚୁପ୍, ଗରାଖକୁ ନିସ୍ତୁକ ମାରିଲେ, ଗୁରୁତର...
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରରେ ଠେଲା ବ୍ୟବସାୟୀଙ୍କ ଦୌରାତ୍ମ୍ୟ ଏଭଳି ଚରମ ସୀମାରେ ପହଞ୍ôଚଛି ଯେ ଜଣେ ଗରାଖକୁ ବିନା କାରଣରେ ମାଡମାରି ଗୁରୁତର...
ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଦେବଦତ୍ତ ଦାଶ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ...
ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ; ଫାଇନାଲରେ ବାଲେଶ୍ୱର ମର୍ଣ୍ଣିଂଷ୍ଟାର
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ଗ୍ରାମ ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଆଜି ଉତ୍କଳିକା ବାସୁଦେବପୁର...
ବାରିକପୁର କଲେଜ କିରାଣୀ ପେନସନ ଘଟଣା; ନ୍ୟାୟାଳୟ ଆଦେଶ ହେଉନି କାର୍ଯ୍ୟକାରୀ
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବାରିକପୁର ଜୁନିଅର କଲେଜ ଅବସରପ୍ରାପ୍ତ କିରାଣୀ ଦୋଳଗୋବିନ୍ଦ ମଲ୍ଲିକଙ୍କୁ ପେନସନ ପ୍ରଦାନ ପାଇଁ ଉଚ୍ଚନ୍ୟାୟାଳୟ ଆଦେଶ...
ଧର୍ମାନ୍ତରଣକାରୀଙ୍କୁ ସରକାରୀ ଅନୁଦାନ ବିରୋଧରେ ରାଜ୍ୟପାଳଙ୍କୁ ଦାବୀପତ୍ର
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଜକୁ ସ୍ୱଚ୍ଛ ନିର୍ମଳ ଓ ଧର୍ମନିରପେକ୍ଷ ଡିଣ୍ଡିମ ପିିଟୁଥିବା ମୁଖ୍ୟମନ୍ତ୍ରୀ ଖ୍ରୀଷ୍ଟିଆନ ସଂସ୍ଥାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୮ ଲକ୍ଷ ୭୬...
ଆଦାନୀ ଓ ପୋସ୍କୋ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନୂତନ ବ୍ୟବସାୟିକ ସମ୍ଭାବନା ସୃଷ୍ଟି କରିବା ଏବଂ ଗୁଜୁରାଟର ମୁନ୍ଦ୍ରାଠାରେ ସବୁଜ, ପରିବେଶ ଅନୁକୂଳ ଇଂଟିଗ୍ରେଟେଡ୍ଷ୍ଟିଲ ୍ମିଲ୍ ପ୍ରତିଷ୍ଠା ପାଇଁ ଆଦାନୀ...
ବର୍ଷାରେ ଭିଜିଲା ମଣ୍ଡିରେ ଧାନ
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପାଣିପାଗ ବିଭାଗ ତରଫରୁ ୧୧ତାରିଖ ଠାରୁ ବର୍ଷା ହେବାର ପ୍ରାକ ସୂଚନା ଦିଆଯାଇଥିଲା । ତଦନୁସାରେ ମଙ୍ଗଳବାର ରାତିରୁ ବର୍ଷା ଆରମ୍ଭ...
ଧାମନଗର ଯାଦବମହାସଭା ପକ୍ଷରୁ ବନ୍ଧୁମିଳନ
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ ଯାଦବମହାସଭା ଆନୁକୂଲ୍ୟରେ ଆନନ୍ଦପୁର ଠାରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଂଗଠନର...
ଯୁବରେଡ଼କ୍ରସ ଓ ଏନ୍ଏସ୍ଏସ୍ ପକ୍ଷରୁ ଯୁବଦିବସ ପାଳନ
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଫକୀରମୋହନ ସ୍ମରଣୀୟ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ପରି ତାରୁଣ୍ୟ ପୃଷ୍ଟରେ କିଛିବି ଅସମ୍ଭବ ନୁହେଁ । ଭାରତ ଏକ ତ୍ୟାଗର ଦେଶ,...
ଋଣ ଦାବିରେ ବ୍ୟାଙ୍କ ସମ୍ମୁଖରେ ପତିପତ୍ନୀଙ୍କ ଧାରଣା
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବ୍ୟାଙ୍କରୁ ଋଣ ଦେବାର ପ୍ରତିଶୃତି ଦେଇ ବାରମ୍ବାର ବ୍ୟାଙ୍କକୁ ଦୌଡାଇ ହଇରାଣ କରିବା, ଟଙ୍କା ଲାଞ୍ଚ ମାଗିବା ଭଳି ଅଭିଯୋଗ କରିବା...
ଗୋଟିଏ ଦେଶ ଗୋଟିଏ ରାସନକୁ ନେଇ ବିବାଦ, ମାସ ମାସ ପରେ ମଧ୍ୟ ନେଉ...
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ରାସନ ସାମଗ୍ରୀ ନେବାକୁ ନେଇ ବିବାଦ ଦେଖାଦେଇଛି ।ଗୋଟିଏ ରାଜନୈତିକ ଦଳ ଦୋସିଙ୍ଗା ପଂଚାୟତରେ ଥିବା...
ନାବାଳିକା ଅପହରଣ ଘଟଣାରେ ଧାମରା ଥାନାଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କଲା ରାଷ୍ଟ୍ରିୟ ଦଳିତ ମହାସଭା...
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏକ ନାବାଳିକ କନ୍ୟାକୁ ଅପହରଣ କରି ନେବାର ଦୀର୍ଘ ୧ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ...
ଭଦ୍ରକ କଲେଜ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ତଥ୍ୟ ଆଣିଥିବା ପୂର୍ବତନ ଛାତ୍ରଙ୍କୁ ହତ୍ୟା ଧମକ,...
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ରରେ ନାମଲେଖା ପ୍ରସଙ୍ଗକୁ ନେଇ ଉପୁଜିଥିବା ଛାତ୍ର ଅଶାନ୍ତିର ରାଜନୈତିକ ପୃଷ୍ଠଭୂମିର ଅଭିଯୋଗ ଏବେ...
କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ଟିଲୋ ସମିତି ସଭ୍ୟା
ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ ଅନ୍ତର୍ଗତ ଟିଲୋ ପଞ୍ଚାୟତର କଂଗ୍ରେସ ଦଳ ସମର୍ôଥତ ସମିତି ସଭ୍ୟା ସୁପ୍ରଭା ଦାସ ତାଙ୍କ ସମର୍ଥକ...
ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ- ସେମିରେ ଯାଜପୁର ଇଲେଭେନ
ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ଗ୍ରାମର ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଆଜି ଯାଜପୁର...
ଶିକ୍ଷକଙ୍କ ନାମରେ ଦଳିତ ମହିଳାଙ୍କ ଦୁଷ୍କର୍ମ ଅଭିଯୋଗ
ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର(ଚାଙ୍ଗୁଆ) ଗ୍ରାମର ଜନୈକ ଦଳିତ ମହିଳା ଗ୍ରାମବାସୀ ଶିକ୍ଷକ ପ୍ରମୋଦ କୁମାର ସାମଲଙ୍କ ନାମରେ...























