Bikash Biswal
ହାଟଡିହି-ସମଣା ରାସ୍ତା ଅଧାପନ୍ତରିଆ, ପୁର୍ତ୍ତ ବିଭାଗର ଦୃଷ୍ଟି ପଡିବ କେବେ
ହାଟଡିହି, ୧୨ । ୭ : (ଓଡିଆପୁଅ) ହାଟଡିହି ବ୍ଲକ ହାଟଡିହି- ସମଣା ପୁର୍ତ୍ତବିଭାଗ ରାସ୍ତାଟି ଅଧାପନ୍ତରିଆ ଭାବେ ପଡିଥିବାରୁ ରାସ୍ତାର ଅନେକ ସ୍ଥାନ ଖାଲଖମାରେ ପୁରିଗଲାଣି । ଫଳରେ ୪ଚକିଆ ଯାନ...
ଗାଡି ଧକ୍କାରେ ଶିଶୁ ଗୁରୁତର, ସହାୟତା ଦେବାକୁ କହି ଛୁ ମାରିଲା ଡ୍ରାଇଭର
ହାଟଡିହି, ୧୨ । ୭ : (ଓଡିଆପୁଅ) ଏକ କାର ଧକ୍କାରେ ଜଣେ ୪ବର୍ଷର ଶିଶୁ ଗୁରୁତର ଆହତ ହୋଇଥିବାବେଳେ ସାହାଯ୍ୟ କରିବାର ପ୍ରତିଶୃତି ଦେଇ ଛୁ ମାରିଛି ଗାଡି ଚାଳକ ।...
ଝିଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତାର ହାତ ବଢ଼ାଇଲା ସପୋଟିଭ ହ୍ୟାଣ୍ଡସ ଗ୍ରୁପ
ହାଟଡିହି, ୧୨ । ୭ : ହାଟଡିହି ବ୍ଲକ ପଞ୍ଚୁଗୋଛିଆ ଗ୍ରାମର କାମପାଳ ନାୟକଙ୍କ ଝିଅ ଗୁରୁତର ଅସୁସ୍ଥ ହୋଇ ଘରେ ପଡିରହିଥିବାବେଳେ ଯାଜପୁରର ସପୋଟିଭ ହ୍ୟାଣ୍ଡସ ଗ୍ରୁପ ତରଫରୁ ସହାୟତା କରାଯାଇଛି...
ହଦଗଡ ଡ୍ୟାମରୁ ଜଳ ନିସ୍କାସନ
ହାଟଡିହି, ୧୧ । ୭ : ହଦଗଡ ଡ୍ୟାମର ଉପର ମୁଣ୍ଡରେ ଦୈନିକ ବର୍ଷା ହେଉଥିବା ଯୋଗୁଁ ଡ୍ୟାମର ଜଳପତ୍ତନ ବୃଦ୍ଧି ପାଉଥିବା ଦେଖି ଡ୍ୟାମ କର୍ତ୍ତୁପକ୍ଷ ଡ୍ୟାମରୁ ଚଳିତବର୍ଷ ପ୍ରଥମଥର ପାଇଁ...
ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ହାଟଡିହି, ୧୧ । ୭ : (ଓଡିଆପୁଅ) ଶଳାର ବାହାଘରକୁ ବୁଲିବାକୁ ଯାଇ ଶ୍ୱଶୁର ଘର ଲୋକଙ୍କ କଟୁକଥାକୁ ସହିନପାରି ରମ୍ପାସ ଗ୍ରାମର ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ବେକରେ ରଶିଲଗାଇ...
କାହା ଛତ୍ରଛାୟା ତଳେ ଦୁର୍ନିତିଗ୍ରସ୍ତ ପିଇଓ, ବାରମ୍ବାର ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନାହିଁ
ହାଟଡିହି, ୧୦ । ୭ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଗତ କିଛିମାସ ପୁର୍ବରୁ ସୁଲଣ ଓ ସୋସୋ ପଞ୍ଚାୟତର ପିଇଓ ଲକ୍ଷଲକ୍ଷ ଟଙ୍କା...
ରାସ୍ତା ସମସ୍ୟାରେ ଘାଣ୍ଟି ହେଉଛନ୍ତି ମୁଦୁଲିପଦା ଓ ବଣିଆରୀ ଗ୍ରାମବାସୀ
ହାଟଡିହି, ୧୦ । ୭ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ସମସ୍ତେ ଗ୍ରାମାଞ୍ଚଳର ରାସ୍ତା, ପାନୀୟଜଳ ଓ ଶିକ୍ଷା ଭଳି ମୌଳିକ...
ହାଟଡିହିରେ ୩କରୋନା ପଜେଟିଭ ଚିହ୍ନଟ, ୩୯ରେ ପହଞ୍ଚିଲା ପଜେଟିଭ ସଂଖ୍ୟା,
ହାଟଡିହି, ୯ । ୭ : (ଓଡିଆପୁଅ) ହାଟଡିହି ବ୍ଲକରେ ଆଜି ତିନିଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିବାବେଳେ ତନ୍ମଧ୍ୟରୁ ୨୯ଜଣ...
ବୈତରଣୀ ନଦୀର ରାଘବପୁର ଘାଟ ନିକଟରୁ ବେଆଇନି ବାଲି ଉଠାଣ
ହାଟଡିହି, ୯ । ୭ : (ଓଡିଆପୁଅ) ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ରାଘବପୁର ବୈତରଣୀ ନଦୀର ଘାଟରୁ ବେଆଇନି ଭାବେ ବାଲି ଉଠାଣ ହେଉଥିବା ଅଭିଯୋଗ ହେଉଛି । ତହସିଲ ପ୍ରଶାସନ...
ପୁର୍ବତନ ଶିକ୍ଷୟତ୍ରୀ ପ୍ରମିଳା ପଟ୍ଟନାୟକଙ୍କ ପରଲୋକ
ହାଟଡିହି, ୯ । ୭ : (ଓଡିଆପୁଅ) ହାଟଡିହି ବ୍ଲକ ଡଅଁର ପଞ୍ଚାୟତ ସରଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ପ୍ରମିଳା ପଟ୍ଟନାୟକଙ୍କ ୭୨ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ସେ ଧକୋଠା...
ଡାକ୍ତରଙ୍କ ମନମାନିରେ ଚାଲିଛି ଓରାଳି ଆର୍ୟୁବେଦ ଡାକ୍ତରଖାନା
ହାଟଡିହି, ୮ । ୭ : ହାଟଡିହି ବ୍ଲକ ଓରାଳି ଆୟୁବେଦିକ ଡାକ୍ତରଖାନାରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏଠାରେ ଜଣେ ଡାକ୍ତର ଓ ଜଣେ କର୍ମଚାରୀଙ୍କ ଦ୍ୱାରା ଡାକ୍ତରଖାନାଟି ଚାଲିଥିବାବେଳେ...
ସୋସୋ ଓ ପଞ୍ଚୁଗୋଛିଆ ପଞ୍ଚାୟତରେ ଡାଲି ମିଳିବ କେବେ
ହାଟଡ଼ିହି, ୮। ୭ : କେନ୍ଦ୍ର ସରକାର କୋଭିଡ -୧୯ ପାଇଁ ସହାୟତା ସ୍ୱରୁପ ପ୍ରତି ହିତାଧିକାରୀଙ୍କ ପାଇଁ ୫କିଲୋ ଚାଉଳ ଓ ପରିବାର ପିଛା ମାସକୁ ଏକକିଲୋ ଡାଲି ଯୋଗାଇ ଦେଇଥିବାବେଳେ...
ପିଲର ପାଖରୁ ବେଆଇନ ବାଲି ଉଠାଣ ଯୋଗୁଁ ମଥୁରାପୁର ପୋଲ ପାଇଁ ବିପଦ, ଅଚିନ୍ତାରେ...
ହାଟଡ଼ିହି, ୮। ୭ (ଓଡ଼ିଆ ପୁଅ) : ବୈତରଣୀ ନଦୀର ମଥୁରାପୁର ପୋଲ ନିକଟରୁ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଓ ଡିମିରିଆ ଲୋକେ ବେଆଇନି ଭାବେ ବାଲି ଉତ୍ତୋଳନ କରୁଥିବାରୁ ଏହା ପୋଲ...
ହଦଗଡ ଜବାହାର ନବୋଦୟ ବିଦ୍ୟାଳୟରେ ବନମହୋତ୍ସବ
ହାଟଡିହି, ୮ । ୭ : ହଦଗଡ ଜବାହାର ନବୋଦୟ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପି. ମଣିକଣ୍ଡନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଖଣ୍ଡର...
ତହସିଲଦାରଙ୍କ ଦ୍ୱାରା ମୋରମ ବୋଝେଇ ଟ୍ରାକ୍ଟର ଜବଦ
ହାଟଡିହି, ୮ । ୭ : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲର ତହସିଲଦାରଙ୍କ ଦ୍ୱାରା ଆଜି ଏକ ବେଆଇନି ମୋରମ ବୋଝେଇ ଟ୍ରାକ୍ଟର ଜବଦ କରାଯାଇଛି । ତହସିଲଦାର ଆଜି ଅପରାହ୍ନରେ ଆନନ୍ଦପୁର...
ଶାଳଣିଆଁ ପଞ୍ଚାୟତରେ ମନରେଗା ଦୁର୍ନିର୍ତ୍ତି ଘଟଣା, କନିଷ୍ଠଯନ୍ତ୍ରୀ ନଲମ୍ବିତ, ବିଡିଓଙ୍କୁ କାରଣଦର୍ଶାଅ ନୋଟିସ ଜାରି
ହାଟଡିହି, ୭ । ୭ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ ହେବାପରେ କେନ୍ଦୁଝର ଜିଲ୍ଲାପାଳ ଆଜି ସଂପୃକ୍ତ ପଞ୍ଚାୟତର କନିଷ୍ଠଯନ୍ତ୍ରୀଙ୍କୁ...
ସୁଲଣ ପଞ୍ଚାୟତରେ ମିଳିଲାନି ଡାଲି
ହାଟଡ଼ିହି, ୬ । ୭ : କେନ୍ଦ୍ର ସରକାର କୋଭିଡ -୧୯ ପାଇଁ ସହାୟତା ସ୍ୱରୁପ ପ୍ରତି ହିତାଧିକାରୀଙ୍କ ପାଇଁ ୫କିଲୋ ଚାଉଳ ଓ ପରିବାର ପିଛା ମାସକୁ ଏକକିଲୋ ଡାଲି ଯୋଗାଇ...
ହାଟଡିହିରେ ପୁଣି ଜଣେ ପଜେଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଲା
ହାଟଡ଼ିହି, ୫ । ୭ : ହାଟଡିହିରେ ଦିନକୁ ଦିନ କରୋନା ପଜେଟିଭଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଗତକାଲି ଶାସଙ୍ଗ ଓ ସୁଲଣ ପଞ୍ଚାୟତରେ ୪ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ଆଜି...
ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଘର, ଭଙ୍ଗାଘରେ ଦିନ କାଟୁଛନ୍ତି ନରେନ୍ଦ୍ରଙ୍କ ପରିବାର
ହାଟଡ଼ିହି, ୫ । ୭ : କେନ୍ଦୁଝର ଜିଲ୍ଲାରେ ବାସଗୃହ ଯୋଗାଇ ଦେବାକୁ ଯୋଜନା ପରେ ଯୋଜନା ମାନ ପ୍ରସ୍ତୁତ କରାଯାଉଛି । ପ୍ରଧାନମନ୍ତ୍ରୀ ଆବସ, ବିଜୁ ପକ୍କାଘର ଭଳି ଯୋଜନାପରେ ପରେ...
ଇଞ୍ଚୋଳ ବିକାଶ ମଞ୍ଚ ଓ ଏଚଡିଏଫସି ପକ୍ଷରୁ ବୃକ୍ଷ ରୋପଣ
ହାଟଡ଼ିହି, ୫ । ୭ : ହାଟଡିହି ବ୍ଲକ ଶଳଣିଆଁ କେନାଲ ବନ୍ଧ ରାସ୍ତାରେ ଇଞ୍ଚୋଳ ବିକାଶ ମଞ୍ଚ ଓ ଏଚଡିଏଫସି ପକ୍ଷରୁ ବନୋମହୋତ୍ସବ ଉପଲକ୍ଷେ ‘ସବୁଜସାଥି’ କାର୍ଯ୍ୟକ୍ରମ ଜରିଆରେ ବୃକ୍ଷ ରୋପଣ...