Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

ନେଟୱାର୍କ ନରହିବାରୁ ତହସିଲରେ ଛାତ୍ରଛାତ୍ରୀଙ୍କ ଭିଡ

0
ହାଟଡିହି-୨୧/୯ (ଓଡିଆପୁଅ/ବିକାଶ ବିଶ୍ୱାଳ) ଆଜି ଠାରୁ ଯୁକ୍ତ ଦୁଇରେ ନାମଲେଖା ଆରମ୍ଭ ହୋଇ ଥିବାବେଳେଏଥିପାଇଁ ଆବଶ୍ୟକ ସାଟିଫିକେଟ ଖୋଲିବାପାଇଁ ତହସିଲ କାର୍ଯ୍ୟାଳୟ ରେ ଛାତ୍ରାଛାତ୍ରୀ ତଥା ଅଭିଭାବକଙ୍କ ଭିଡ ପରିଲଖିତ ହୋଇଥିଲା ।...

ବାଲି ଟ୍ରକ ଚଳାଚଳ ଯୋଗୁଁ ଚଷାଖଣ୍ଡ ଗେଡମା ରାସ୍ତା ବିପର୍ଯ୍ୟସ୍ତ

0
ହାଟଡ଼ିହି-୨୧/୯, (ଓଡିଆପୁଅ/ବିକାଶ ବିଶ୍ୱାଳ) ବାଲି ଟ୍ରକ ଚଳାଚଳ କରିବାଯୋଗୁଁ ଚଷାଖଣ୍ଡ-ଗେଡମା ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଛି । ଏହି ରାସ୍ତାଟି ଉପରେ ଚଷାଖଣ୍ଡ, ସାହାପୁର, ଜଳସରପୁର, ଗେଡମା, ରତକଣା, ଆଇତିପୁର, ରାଘବପୁର ଆଦି...

ଶାଳଣିଆଁ ବ୍ରାଞ୍ଚ କେନାଲ ରାସ୍ତା ଶୋଚନୀୟ, ଲୋକେ ହେଉଛନ୍ତି ହିନସ୍ଥା

0
ହାଟଡିହି ୨୦ । ୯ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଶାଳଣିଆଁ ବ୍ରାଞ୍ଚ କେନାଲର ପନ୍ଦାଡୋ ଜିରୋ ଠାରୁ ଅଣା ପର‌୍ୟ୍ୟନ୍ତ କେନାଲ ରାସ୍ତା ଶୋଚନୀୟ ହୋଇ ପଡିଛି । ଗତ ୪ବର୍ଷ...

ହାଟଡିହି ବ୍ଲକରେ ୯ କରୋନା ଆକ୍ରାନ୍ତ, ୩୭୭ରେ ପହଞ୍ଚିଲା ସଂଖ୍ୟା,

0
ହାଟଡିହି-୨୦/୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରେ ମୋଟ ୧୧୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯ଜଣ ହାଟଡିହି...

ନାହାଳିଆ ଗ୍ରାମରେ ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

0
ହାଟଡ଼ିହି-୨୦/୯,(ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ମଧ୍ୟାହ୍ନରେ ହାଟଡିହି ପଞ୍ଚାୟତ ନାହାଳିଆ ଗ୍ରାମରେ ଜଣେ ଯୁବକ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି...

ପଢ଼ିଆରିପଲ୍ଲୀ ପଞ୍ଚାୟତକୁ ଚାଉଳ ଯୋଗାଣରେ ଅନିୟମିତତା

0
ହାଟଡିହି-୨୦/୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତକୁ ଚାଉଳ ଯୋଗାଣରେ ଅିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ପଞ୍ଚାୟତକୁ ଆଲଟମେଣ୍ଟ ଅନୁଯାଇ ଚାଉଳ ଦିଆନଯାଇ ବହୁ କମ...

ଢ଼େଙ୍କାରେ ଚାଲିଛି ଚୋରା ଦେଶୀମଦ ପ୍ରସ୍ତୁତି, କିଡ୍‌ନି ରୋଗର ଶୀକାର ହେଉଛନ୍ତି ଲୋକେ

0
ହାଟଡ଼ିହି, ୧୯/୯/ :(ଓଡିଆପୁଅ/ ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଢ଼େଙ୍କା ଅଞ୍ଚଳରେ ଏବେ ଚୋରା ଦେଶୀମଦର ପ୍ରସ୍ତୁତି ବ୍ୟାପକ ହୋଇଛି । ଗାଁ ଗାଁରେ ଅନେକ ଲୋକ ଏହି ଦେଶୀମଦ...

ଆହତ ଷଣ୍ଢକୁ ଉଦ୍ଧାର କରି ଚିକିତ୍ସା କଲା ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ

0
ହାଟଡିହି ୧୮ । ୯ :(ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆମ୍ବଗଡିଆ ଗ୍ରାମରେ ଏକ ଆହତ ଷଣ୍ଢକୁ ଉଦ୍ଧାର କରି ଚିକିତ୍ସା କରିଛି ଜୟଦୁର୍ଗାଫାଉଣ୍ଡେସନ ଟ୍ରଷ୍ଟ । ଉକ୍ତ ଗ୍ରାମରେ ଏକ...

ଶାଳଣିଆଁରେ ବିଜେପି ପକ୍ଷରୁ ସ୍ୱଚ୍ଛଭାରତ ଓ ଚାରା ରୋପଣ କାର‌୍ୟ୍ୟକ୍ରମ

0
ହାଟଡିହି ୧୮ । ୯ : (ଓଡିଆପୁଅ/ ବିକାଶ ବିଶ୍ୱାଳ)ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ଏକ ସ୍ୱଚ୍ଛ ଭାରତ ଓ ଚାରା ରୋପଣ କାର‌୍ୟ୍ୟକ୍ରମ ଶାଳଣିଆଁ ଠାରେ...

ବ୍ରାହ୍ମଣିକଳା ଗ୍ରାମବାସୀଙ୍କ ଦୁଖଃ ବୁଝିବ କିଏ, ରାସ୍ତାରେ ଆଣ୍ଠୁଏ କାଦୁଅରେ ଯାଉଛନ୍ତି

0
ହାଟଡିହି ୧୮ । ୯ : (ଓଡିଆପୁଅ/ ବିକାଶ ବିଶ୍ୱାଳ) ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ ଯୋଜନା ପରେ ଯୋଜନା ମାନ କରିଚାଲିଥିଲେବି ବାସ୍ତବ କ୍ଷେତ୍ରରେ ଗାଁ...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

0
ହାଟଡିହି ୧୭ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ଏକ ସ୍ୱଚ୍ଛ ଭାରତ ଅଭିଯାନ କାର‌୍ୟ୍ରକ୍ରମ ଛେନାପଦିଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ...

ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ଦୁଇ ଗିରଫ

0
ହାଟଡ଼ିହି, ୧୭ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ନେଇ ଅଭିଯୋଗ ଘଟଣାରେ ନନ୍ଦିପଦା ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ...

୯ବର୍ଷ ହେଲା ଭାଙ୍ଗି ପଡିଛି ଅଢ଼େଇଦ୍ୱାର ପୋଲ, ଦୁର୍ଦ୍ଦଶା ଭୋଗୁଛନ୍ତି ଦୁଇଶହ ପରିବାର

0
ହାଟଡ଼ିହି, ୧୭ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ରାଜ୍ୟ ସରକାର ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି କରଣ ପାଇଁ ଯୋଜନା ପରେ ଯୋଜନା ମାନ କରୁଥିବାବେଳେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଅଢ଼େଇଦ୍ୱାର ଗ୍ରାମଟି...

ବଞ୍ଚୋ ଛକରେ ବିଶ୍ୱକର୍ମା ପୂଜା

0
ହାଟଡ଼ିହି, ୧୭/୯ : (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ବ୍ଲକର ବଞ୍ଚୋ ଛକରେ ଦେବଶିଳ୍ପୀ ବିଶ୍ୱାକର୍ମାଙ୍କ ପୂଜା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ମାର୍କଣ୍ଡ ଚରଣ ଓଝା ଓ ରତ୍ନମଣୀ...

୪୮ଘଣ୍ଟା ପରେବି ଖୋଲିଲାନି ବ୍ୟାଙ୍କ

0
ହାଟଡିହି ୧୪ । ୯ : (ଓଡିଆପୁଅ) ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ଗତ ୧୪ତାରିଖରୁ ବ୍ୟାଙ୍କ ବନ୍ଦ ଥିବାବେଳେ ୪୮ଘଣ୍ଟା ପରେ...

ବୈଜ୍ଞାନିକ ଟିମ ପଠାଇବା ସହିତ ଚାଷୀଙ୍କୁ କ୍ଷତିପୁରଣ ଦାବି କଲା ବିଜପି

0
ହାଟଡ଼ିହି, ୧୬ । ୯ : (ଓଡିଆପୁଅ) ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନଚାଷରେ ଅଜଣା ରୋଗପୋକ ଲାଗି ଧାନଗଛ ଗୁଡିକ ହଳଦିଆ ପଡିଯିବା ସହ ଗଛ ମୁଳ ଗୁଡିକ ପଚି ଯାଉଛି...

ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ

0
ହାଟଡ଼ିହି, ୧୬ । ୯ : (ଓଡିଆପୁଅ) ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କରଞ୍ଜିଆକୁ ବାହା ହୋଇଯାଇଥିବା ଜଣେ ମହିଳା...

ନିରାଡମ୍ବର ଭାବେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା

0
ହାଟଡ଼ିହି, ୧୬/୯ : ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ହାଟଡିହି ଦମକଳ କେନ୍ଦ୍ର, ଛେନାପଦି ଛକସ୍ଥିତ ବିଭିନ୍ନ ଗ୍ୟାରେଜ, ସଢ଼ା ଲକ୍ଷ୍ମୀନାରାୟଣ...

ଘର ପୁର୍ଣ୍ଣାଙ୍ଗ ପରେବି ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଅନୁଦାନ

0
ହାଟଡ଼ିହି, ୧୫ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଭଳି ଯୋଜନାରେ ହିତାଧିକାରୀ ମାନେ କିପରି ତୁରନ୍ତ ଘର ପୁର୍ଣ୍ଣାଙ୍ଗ କରିବେ ସେନେଇ ନାନା ଯୋଜନା ଓ...

୮ବର୍ଷ ବିତିଲା ଅଢ଼େଇଦ୍ୱାର ପୋଲ ଓ ରାସ୍ତା ନିର୍ମାଣ ହେଲାନି, ଦୁର୍ଦ୍ଦଶାରେ ଦୁଇଶହ ପରିବାର

0
ହାଟଡ଼ିହି, ୧୫ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ରାଜ୍ୟ ସରକାର ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି କରଣ ପାଇଁ ଯୋଜନା ପରେ ଯୋଜନା ମାନ କରୁଥିବାବେଳେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଅଢ଼େଇଦ୍ୱାର ଗ୍ରାମଟି...