Home କେନ୍ଦୁଝର ୪୮ଘଣ୍ଟା ପରେବି ଖୋଲିଲାନି ବ୍ୟାଙ୍କ

୪୮ଘଣ୍ଟା ପରେବି ଖୋଲିଲାନି ବ୍ୟାଙ୍କ

250

ହାଟଡିହି ୧୪ । ୯ : (ଓଡିଆପୁଅ) ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ଗତ ୧୪ତାରିଖରୁ ବ୍ୟାଙ୍କ ବନ୍ଦ ଥିବାବେଳେ ୪୮ଘଣ୍ଟା ପରେ ବ୍ୟାଙ୍କ ଖୋଲାଯିବ ନେଇ ନୋଟିସ ମରାଯାଇଥିଲେ ମଧ୍ୟ ଆଜି ବ୍ୟାଙ୍କ ଖୋଲା ଯାଇନଥିଲା । ଫଳରେ ଶହଶହ ଲୋକ ଆସି ବ୍ୟାଙ୍କ ସମ୍ମୁଖରେ ଠିଆହୋଇ ହୋଇ ଘରକୁ ଫେରି ଯାଇଥିଲେ । ଯେହେତୁ ବ୍ୟାଙ୍କର ଜଣେ କର୍ମଚାରୀ କରୋନା ପଜେଟିଭ ବାହାରିଛି ଓ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ପ୍ରଶାସନର ନିଷ୍ପତି ପରେ ଯ।।ହା ହେବ ବୋଲି ପରିଚାଳକ କହିବାରୁ ବ୍ୟାଙ୍କର ଗ୍ରାହକମାନେ ନିରାଶ ହୋଇ ଫେରିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.