Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ମଥୁରାପୁର ପୋଲ ନିକଟରେ ସୋଲାର ଷ୍ଟ୍ରିଟ ଲାଇଟ ଲୋକାର୍ପିତ

0
ହାଟଡିହି, ୪ /୧୦- (ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ହାବଳେଶ୍ୱର ପଞ୍ଚାୟତର ମଥୁରାପୁର ବୈତରଣୀ ପୋଲ ନିକଟରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଉଜ୍ଜଳ ସୋଲାର ଲାଇଟ ସ୍ଥାପନ କରାଯାଇଛି । ଏଠାରେ...

ବିଷ୍ଣୁପ୍ରୀୟା ବୃଦ୍ଧାଶ୍ରମକୁ ସ୍ୱାସ୍ଥ୍ୟ ପରୀକ୍ଷଣ କିଟ ପ୍ରଦାନ

0
ହାଟଡିହି, ୪ /୧୦- (ଓଡିଆପୁଅ/ ବିକାଶ ବିଶ୍ୱାଳ) ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ହାଟଡିହି ବ୍ଲକ ବିଷ୍ଣୁପ୍ରୀୟା ବୃଦ୍ଧାଶ୍ରମକୁ ସ୍ୱାସ୍ଥ୍ୟ ପରୀକ୍ଷଣ କିଟ ପ୍ରଦାନ କରାଯାଇଛି...

ସୁଚନା ଅଧାରରେ ତଥ୍ୟ ମାଗିବାରୁ ଧମକ

0
ହାଟଡିହି, ୩ /୧୦-(ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତରେ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଭିନ୍ନ ସରକାରୀ ଉନ୍ନୟନ କାର‌୍ୟ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି...

ମନୀଷାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ଦାବିରେ କ୍ୟାଣ୍ଡଲ ଶୋଭାଯାତ୍ରା

0
ହାଟଡିହି, ୩ /୧୦-(ଓଡିଆପୁଅ/ ବିକାଶ ବିଶ୍ୱାଳ) ଉତ୍ତର ପ୍ରଦେଶ ହାଥରସ ଠାରେ ମନିଷାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମାନଙ୍କୁ କଠୋରରୁ କଠୋରତ୍ତମ ଦଣ୍ଡ ଦେବା ଦାବିରେ ହାଟଡିହି ବ୍ଲକ ଇଞ୍ଚୋଳ...

ସଢ଼ା ପଞ୍ଚାୟତରେ ଗାନ୍ଧୀଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା

0
ହାଟଡିହି, ୩ /୧୦-(ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଜୟନ୍ତୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ...

ଦୁଇଟି କାର ମଧ୍ୟରେ ଧକ୍କା, ଜଣେ ଆହତ

0
ହାଟଡିହି, ୨ /୧୦- (ଓଡିଆ ପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର-ଭଦ୍ରକ ରାସ୍ତାର ହାଟଡିହି କଲେଜ ଛକ ନିକଟରେ ଦୁଇଟି କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତି ଆହତ...

ବୋହୁ ଆକ୍ରମଣରେ ଶାଶୁ ଆହତ

0
ହାଟଡିହି, ୨ /୧୦- (ଓଡିଆ ପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମରେ ବୋହୁର ଆକ୍ରମଣରେ ଶାଶୁ ଆହତ ହୋଇଥିବା ଜଣାଯାଇଛି । ଏନେଇ ଶାଶୁ ସାବିତ୍ରୀ ଶଙ୍ଖୁଆ ନନ୍ଦିପଦା ଥାନାରେ...

ସଦଗୁରୁ ଶ୍ରୀମଦ ବୃନ୍ଦାବନଚନ୍ଦ୍ରଙ୍କ ମହାପ୍ରରାୟଣ

0
ହାଟଡିହି, ୨ /୧୦- (ଓଡିଆ ପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ପନ୍ଦାଡୋ ଗ୍ରାମପଞ୍ଚାୟତ ବଣିଆଯୋଡି ଗ୍ରାମର ଶ୍ରୀ ନିରାକାର ବ୍ରହ୍ମ ଆଶ୍ରମର ଗୁରୁଦେବ ଶ୍ରୀମଦ ବୃନ୍ଦାବନ ଚନ୍ଦ୍ରଙ୍କର ୭୦ବର୍ଷ ବୟସରେ ମହାପରାୟଣ...

ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ମାଗଣା ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ

0
ହାଟଡିହି, ୨ /୧୦- (ଓଡିଆ ପୁଅ / ବିକାଶ ବିଶ୍ୱାଳ)ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ହାବଳେଶ୍ୱର ପଂଚାୟତ ଶାଳବଣୀ ଠାରେ ଏକ ମାଗଣା ସିଲେଇ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ...

ଗାନ୍ଧୀ ଜୟନ୍ତୀ ଅବସରରେ ବାଘୁଆ ଗାଁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
ହାଟଡିହି, ୨ /୧୦- (ଓଡିଆ ପୁଅ / ବିକାଶ ବିଶ୍ୱାଳ) ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ବାଘୁଆ ଗାଁରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।...

ଶିକ୍ଷକଙ୍କ ଅକାଳ ବିୟୋଗ

0
ହାଟଡ଼ିହି, ୧ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଛେନାପଦି ଗ୍ରାମର ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ଅକାଳ ବିୟୋଗ ଘଟିଛି । ସେ ଠାକୁରମୁଣ୍ଡା ବ୍ଲକ ଚାଉଳଝରି ପ୍ରାଥମିକ ବିଦ୍ୟାଳୟରେ...

ବେଆଇନ ଭାବେ ଚାଲିଛି ଡିମିରିଆ ବାଲିଘାଟ, ତୁରନ୍ତ ବନ୍ଦ ପାଇଁ ଗ୍ରାମବାସୀଙ୍କ ଦାବି

0
ହାଟଡ଼ିହି, ୧ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ତହସିଲର ଡିମିରିଆ ବୈତରଣୀ ବାଲିଘାଟଟି ବେଆଇନ ଭାବେ ଚାଲି ଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବସୀମାନେ ଦାବି କରିଛନ୍ତି ।...

କୁଳ ଖାଉଛି ସାଳନ୍ଦୀ ନଦୀ, ନୁଆଗାଁ ଓ ବାଘୁଆ ସାହି ପ୍ରତି ବିପଦ

0
ହାଟଡ଼ିହି, ୩୦ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) କୁଳ ଖାଉଛି ସାଳନ୍ଦୀ ନଦୀ, ଯାହାଦ୍ୱାରା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ନୁଆଗାଁ ଓ ବାଘୁଆ ସାହି ପ୍ରତି ବିପଦ ସୃଷ୍ଟି...

ହାଟଡିହି ବ୍ଲକ ଅଞ୍ଚଳରେ ଏଟିଏମ ସେବା ବିଫଳ

0
ହାଟଡ଼ିହି, ୩୦ / ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ଏବେ ଘରେ ଘରେ ବ୍ୟାଙ୍କ ସେବା ଯୋଗାଇ ଦେବା ସହିତ ଗ୍ରାହକମାନେ କିପରି ସହଜରେ ବ୍ୟାଙ୍କ ସେବା ପାଇପାରିବେ ସେନେଇ ପ୍ରତିଛକ ବଜାର...

ହାଟଡିହି ବ୍ଲକ ଅଞ୍ଚଳରେ ଲେବର କାର୍ଡ ଯୋଗାଇ ଦେବା ନାମରେ ଅର୍ଥ ଆଦାୟ

0
ହାଟଡ଼ିହି, ୩୦ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ଲେବରକାର୍ଡ କରାଇଦେବା ନାଁରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳରେ କିଛି ଦଲାଲ ଶ୍ରେଣୀୟ ଲୋକମାନେ ପ୍ରବାସୀ ଓଡିଆଙ୍କ ଠାରୁ ୬୦୦ଲେଙ୍ଖାଏଁ ଟଙ୍କା...

ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ହାଟଡିହି-ସମଣା ରାସ୍ତା ଅଧାପନ୍ତରିଆ,ଯାତ୍ରୀ ହିନସ୍ଥା

0
ହାଟଡିହି, ୨୯ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି-ସମଣା ରାସ୍ତାକୁ ଠିକାଦାର ଅଧାପନ୍ତରିଆ ଭାବେ ପକାଇ ଦେଇଥିବାବେଳେ ଯାତ୍ରୀମାନେ ହିନସ୍ଥା ହେଉଛନ୍ତି । ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ...

ହାଟଡିହି ବ୍ଲକରେ ଚାରିଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0
ହାଟଡ଼ିହି, ୨୮ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ଆଜି କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି ହଜାର ଟପିଥିବାବେଳେ ହାଟଡିହି ବ୍ଲକରେ ଚାରିଶହ ଟପିଛି । ଆଜି ବଞ୍ଚୋରୁ ୨ଜଣ,...

ସଂଯୋଗ ନଥାଇ ମଧ୍ୟ ବିଦ୍ୟୁତ ବିଲ ଲଗାଯିବାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

0
ହାଟଡ଼ିହି, ୨୯ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ପାଣି ପଞ୍ଚାୟତକୁ ବିଦ୍ୟୁତ ସଂଯୋଗ ନଦିଆଯାଇ ମଧ୍ୟ ବିଲ ଆସିବାକୁ ନେଇ ଚାଷୀ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ହାଟଡିହି ବ୍ଲକ...

ପୋଖରୀରେ ପଡି ବୃଦ୍ଧ ମୃତ

0
ହାଟଡ଼ିହି, ୨୯ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଣିଆପଙ୍କ ଗ୍ରାମରେ ପୋଖରୀରେ ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ବିମ୍ବାଧର...

ଏସୟୁସିଆଇ ପକ୍ଷରୁ ହାଟଡିହି ବିଡିଓଙ୍କୁ ଦାବିପତ୍ର

0
ହାଟଡିହି, ୨୮ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ) ଏସୟୁସିଆଇ ଦଳ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିବାଦ ସପ୍ତାହ ପାଳନ ଅବସରରେ ହାଟଡିହି ବ୍ଲକ କମିଟି ପକ୍ଷରୁ ବିଡିଓଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ...