Home କେନ୍ଦୁଝର ସୁଚନା ଅଧାରରେ ତଥ୍ୟ ମାଗିବାରୁ ଧମକ

ସୁଚନା ଅଧାରରେ ତଥ୍ୟ ମାଗିବାରୁ ଧମକ

124

ହାଟଡିହି, ୩ /୧୦-(ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତରେ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଭିନ୍ନ ସରକାରୀ ଉନ୍ନୟନ କାର‌୍ୟ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ଏହାକୁନେଇ ସମଣା ଗ୍ରାମର ମଧୁସୁଦନ ଦାସ ନାମକ ଜଣେ ବ୍ୟକ୍ତି ସୁଚନା ଅଧିକାର ଆଇନି ବଳରେ ବିଭିନ୍ନ କାର‌୍ୟ୍ୟାଳୟରେ ତଥ୍ୟ ମାଗିବାରୁ ତାଙ୍କୁ ଅଜଣା ନମ୍ବରୁ ବିଭିନ୍ନ ଧମକ ଚମକ ଦିଆଯାଉଛିବୋଲି ମଧୁସୁଦନ ଅଭିଯୋଗ କିଛନ୍ତି । କିଛି ବ୍ୟକ୍ତି ଅନେକ ପ୍ରଲୋଭନ ଦେଖାଇ ଚୁପ ରହିବାକୁ କହିବାରୁ ସେ ରାଜି ନହେବାରୁ ତାଙ୍କ ଧମକ ଚମକ ଦେଉଥିବାରୁ ତାଙ୍କ ଜୀବନପ୍ରତି ଅଛି ବୋଲି ଦର୍ଶାଇ ସେ କେନ୍ଦୁଝର ଏସପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.