Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

ବାଲିବରେଇରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ

0
ହାଟଡ଼ିହି-୨୭/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ବିଜେଡି ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ମୋଟ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶହଶହ ସ୍ୱେଚ୍ଛାସେବୀ...

ରତକଣା ଗାଁରେ ଏକତ୍ର ବୁଲିବାକୁ ବାରଣ କରିବାରୁ ପୁଲିସ ଉପରକୁ ଆକ୍ରମଣ

0
ହାଟଡ଼ିହି-୨୭/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କରୋନା ପାଇଁ ସମ୍ବେନ୍ଦନଶୀଳ ଗାଁ ଭାବେ ପରିଚିତ ହୋଇଥିବା ରତକଣା ଗାଁରେ ଲୋକମାନଙ୍କୁ ବୁଝାଇବାକୁ ଯାଇ ପୁଲିସ ଆକ୍ରୋଶର ଶୀକାର ହୋଇଛି । ଫଳରେ ଗାଁରେ...

ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସୁସ୍ଥ ହୋଇ ଘରକୁ ଫେରିଲା କିଡିନି ଆକ୍ରାନ୍ତ ନନ୍ଦିନୀ

0
ହାଟଡ଼ିହି, ୨୭ । ୪ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁରରେ ଜଣେ ଅସହାୟ ଶିଶୁକନ୍ୟା କିଡିନି ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ ଜାରି ରଖିଛନ୍ତି । ଦେଢ଼ବର୍ଷ...

ଏସ.ଏସ.ଜି ଗ୍ରୁପ ଦ୍ୱାରା ମରୈଗାଁରେ ରନ୍ଧାଖାଦ୍ୟ ବଣ୍ଟନ

0
ହାଟଡ଼ିହି, ୨୫ । ୪ : କରୋନା ଲକଡାଉନ ସମୟରେ ଗରିବ ଅସହାୟଙ୍କ ମୁହଁରେ ଦାନା ଗଣ୍ଡେ ଯୋଗାଇ ଦେବାପାଇଁ ସରକାର ନିଷ୍ପତି ନେବାପରେ ବିଭିନ୍ନ ଏସ.ଏସ.ଜି ଗ୍ରୁପ ମାନଙ୍କ ଦ୍ୱାରା ରନ୍ଧାଖାଦ୍ୟ...

ଆଜିଠାରୁ ଆରମ୍ଭ ହେଲା ଓଡିଶା ଫେରନ୍ତାଙ୍କ ପଞ୍ଜିକରଣ

0
ହାଟଡ଼ିହି, ୨୫ । ୪ : କରୋନା ଲକଡାଉନ ସମୟରେ ରାଜ୍ୟ ବାହାରେ ରହିଥିବା ଛାତ୍ରଛାତ୍ରୀ, ଶ୍ରମିକ ଓ କର୍ମଚାରୀ ମାନଙ୍କ ଓଡିଶା ଫେରିବା ପାଇଁ ନାମ ପଞ୍ଜିକରଣ ବାଧ୍ୟତା ମୁଳକ କରିବାପରେ...

କରୋନା ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ଅଙ୍ଗନବାଡି କର୍ମୀ

0
ହାଟଡ଼ିହି, ୨୫ । ୪ : କରୋନା ମୁକାବିଲାରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଜଣେ ଜଣେ ଯୋଦ୍ଧା ଭାବେ କାର୍ଯ୍ୟକରୁଛନ୍ତି । ସେମାନେ ଅଙ୍ଗନବାଡି କାମ ସହିତ କରୋନାରେ ଅନେକ...

କରୋନା ମାଡର ଶୀକାର ହେଉଛନ୍ତି ମଧ୍ୟବିତ ପରିବାର, ଚା, ପାନ ଦୋକାନୀ ଓ ଷ୍ଟୁଡିଓ...

0
ହାଟଡ଼ିହି-୨୫ /୪, ସମଗ୍ର ଦେଶରେ କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ଲକଡାଉନ ଲାଗୁ କରିଛନ୍ତି । ଯାହାଦ୍ୱାରାକି ସମଗ୍ର ଦେଶରେ ଲୋକମାନେ ଘର ଭିତରେ ଆବଦ୍ଧ ହୋଇ ରହିଛନ୍ତି । ଯଦିଓ ଏହା...

କେନ୍ଦୁଝର ଜିଲ୍ଲାର ସମସ୍ତ ରାସ୍ତା ସିଲ କଲା ପ୍ରଶାସନ

0
ହାଟଡ଼ିହି, ୨୪ । ୪ : ଗତ ୪ଦିନ ହେଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା କେନ୍ଦୁଝର ଜିଲ୍ଲାର ହାଟଡିହି...

୩୬ଜଣଙ୍କୁ ସ୍ୱାବଟେଷ୍ଟ ପାଇଁ ନିଆଗଲା

0
ହାଟଡ଼ିହି-୨୪/୪, କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଲୋକମାନେ ତାକୁ ଠିକ ଭାବେ ଗ୍ରହଣ କରୁନାହାନ୍ତି । ବିଶେଷକରି କଲିକତାରୁ ଫେରିଥିବା ଅନେକ ଲୋକ ଏବେ କରୋନା ପଜେଟିଭ...

କ୍ୱାରେଣ୍ଟାଇନ ସେଣ୍ଟର ବୁଲିଲେ ଓ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଧାୟକ

0
ହାଟଡ଼ିହି, ୨୪ । ୪ : ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆଜି ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ସଂଗରୋଧ କେନ୍ଦ୍ର ବୁଲିବା ସହିତ କିଛି ପଞ୍ଚାୟତରେ ଦିଆଯାଉଥିବା ରନ୍ଧାଖାଦ୍ୟର ମାନ ପରୀକ୍ଷା କରିଥିଲେ...

କଦଳୀ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

0
ହାଟଡ଼ିହି, ୨୪ । ୪ : ନନ୍ଦିପଦା ଥାନା ଆମ୍ବୋ ପଞ୍ଚାୟତର ବାଲିଆ ଗ୍ରାମରେ କଦଳୀ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହ ଜଣେ ଆହତ ହୋଇଥିବା ଜଣାଯାଇଛି...

୬୭୯୫ ବାହାର ଫେରନ୍ତାଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଶିବିର ପ୍ରସ୍ତୁତି

0
ହାଟଡ଼ିହି-୨୩/୪, ରାଜ୍ୟ ବାହାରେ ରହୁଥିବା ହାଟଡିହି ବ୍ଲକର ୬୭୯୫ଜଣଙ୍କ ମଧ୍ୟରୁ ଲକଡାଉନ ପରେ ଯଦି ଘରକୁ ଫେରନ୍ତି ତେବେ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇଥବବା କ୍ୱାରେଣ୍ଟାଇନ ଗୃହରେ ରଖାଯିବାକୁ ବ୍ୟବସ୍ଥା କରିବାକୁ...

ଦୁଇଦିନ ଚାଲିଚାଲି ଆସିଥିବା ଶ୍ରମିକଙ୍କୁ ସରପଞ୍ଚଙ୍କ ଜିମା ଦେଲେ

0
ହାଟଡ଼ିହି-୨୩/୪, ସମଗ୍ର ଦେଶରେ କରୋନା ସଂକ୍ରମଣକୁ ରୋକିବାପାଇଁ ଲକଡାଉନ ଚାଲିଥିବାବେଳେ ଏଥିପାଇଁ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ଏପରିକି ବାହାରେ କାମଧନ୍ଦା କରି ପେଟ ପୋଷୁଥିବା ଲୋକମାନେ କାମଦାମ ବନ୍ଦ ହୋଇଯିବାରୁ...

ସର୍ବଫର ପିପୁଲ ପକ୍ଷରୁ ଖାଦ୍ୟ ବଣ୍ଟନ

0
ହାଟଡ଼ିହି-୨୩/୪, ସମଗ୍ର ଆନନ୍ଦପୁର ଉପଖଣ୍ଡରେ କେଉଁଠିଁ ଘରଟିଏ ପୋଡିଗଲେ କି କିଏ ବେମାରରେ ପଡିଲେ କିମ୍ବା କିଏ ଅସହାୟ ଅବସ୍ଥାରେ ଥିବା ଶୁଣିଲେ ରାତି ରାତି ପହଞ୍ଚିଯାଇଥାନ୍ତି ସର୍ଭ ଫର ପିପୁଲର ସଦସ୍ୟମାନେ...

ତାମିଲନାଡୁରୁ ଓଡିଶା ଫେରୁଥିବା ୨୩ଯୁବକଙ୍କୁ ଅଟକ ରଖିଲା ଆନ୍ଧ୍ର ପୁଲିସ

0
ହାଟଡ଼ିହି-୨୩/୪ (ଓଡ଼ିଆ ପୁଅ) ସମଗ୍ର ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଚାଲୁଥିବାବେଳେ ଅନେକ ଶିଳ୍ପ ସଂସ୍ଥା ବନ୍ଦ ହୋଇଯାଇଛି। କମ୍ପାନୀ କର୍ତ୍ତୁପକ୍ଷ ଶ୍ରମିକମାନଙ୍କୁ ଉପଯୁକ୍ତ ସହଯୋଗ ନକରିବାରୁ ଶ୍ରମିକମାନେ ଘରମୁହାଁ ହୋଇ...

ପଞ୍ଚାୟତକୁ କରେନାକୁ ପ୍ରବେଶ କରାଇ ନଦେବାକୁ ସରପଞ୍ଚଙ୍କ ସପଥ

0
ହାଟଡ଼ିହି-୨୨/୪, କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାର ଆସନ୍ତା ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବାପରେ ଆଜି ଭିସି ମାଧ୍ୟମରେ ସରପଞ୍ଚ ମାନଙ୍କ ସହିତ କଥା ହୋଇଛନ୍ତି । ଆଜି ହାଟଡିହି ବ୍ଲକ...

ଶାଳଣିଆଁ ସ୍କୁଲରେ ଚାଲିଲା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର

0
ହାଟଡ଼ିହି-୨୧/୪, କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାର ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିବାବେଳେ ସ୍ୱାସ୍ତ୍ୟ ବିଭାଗ ପକ୍ଷରୁ ମଧ୍ୟ ବାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଶାଳଣିଆଁ ଗୋଷ୍ଠୀ...

ଭଦ୍ରକ ଲିଙ୍କ ସନ୍ଦେହରେ ରତକଣା ଓ ଡଅଁରରୁ ୧୦ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଗଲା

0
ହାଟଡ଼ିହି-୧୧/୪, ଭଦ୍ରକ କରେନା ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ହାଟଡିହି ବ୍ଲକର ୧୦ଜଣଙ୍କ ସ୍ୱାବଟେଷ୍ଟ ପାଇଁ ଆଜି ପ୍ରଶାସନ ପକ୍ଷରୁ ସେମାନଙ୍କୁ କେନ୍ଦୁଝର ନିଆଯାଇଛି । ଭଦ୍ରକ କୁଶଗଡିଆର କରୋନା ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା...

ବଞ୍ଚୋରୁ ବାଲି ସୁପରିବହନ ପାଇଁ ପ୍ରଶାସନର ନିର୍ଦ୍ଦେଶ

0
ହାଟଡ଼ିହି-୨୧/୪, କରୋନା ପାଇଁ ସାରା ଭାରତବର୍ଷରେ ଲକଡାଉନ ଚାଲିଥିବାବେଳେ ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିଛି । କିନ୍ତୁ ରାଜ୍ୟସରକାର କିଛି ଜିଲ୍ଲାକୁ ରେଡଜୋନ, ଏଲୋ ଓ ଗ୍ରୀନ ଜୋନ...

ସରକାରଙ୍କ ପ୍ୟାକେଜକୁ ଗ୍ରହଣ କରିବାକୁ ବିଧାୟକଙ୍କ ନିବେଦନ

0
ହାଟଡ଼ିହି-୨୧/୪, କରୋନା ସଂକ୍ରମଣର ଏହି ଘଡିସନ୍ଧି ମୁହୁର୍ତ୍ତରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥବବା ଶ୍ରମଜିବୀ ମାନଙ୍କ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥବବା ପ୍ୟାକେଜ ଅତ୍ୟନ୍ତ ସ୍ୱଗତଯୋଗ୍ୟ ।...