Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

କେରଳ ଫେରନ୍ତାଙ୍କୁ ସଂଙ୍ଗରୋଧରେ ରଖିଲା ପ୍ରଶାସନ

0
ହାଟଡିହି- ୩/୫/ ରାଜ୍ୟ ସରକାରଙ୍କ ପକ୍ଷରୁ ବାହାରେ ଫସି ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ଫେରାଇ ଅଣାଯିବା ପାଇଁ ସରକାରଙ୍କ ପକ୍ଷରୁ କରାଯାଉଥିବା ଉଦ୍ୟମରେ ଆଜି କେନ୍ଦୁଝର ଜିଲ୍ଲାର ଅନେକ ଲୋକ...

କେନ୍ଦୁଝରରେ ୨ୟ ଓ ହାଟଡିହି ବ୍ଲକରେ ପ୍ରଥମ କରୋନା ପଜେଟିଭ ଚିହ୍ନଟ

0
ହାଟଡିହି- ୩/୫/ କେନ୍ଦୁଝର ଜିଲ୍ଲାରେ ଦ୍ୱିତୀୟ କରୋନା ପଜଟିଭ ଚିହ୍ନଟ ହୋଇଥିବାବେଳେ ହାଟଡିହି ବ୍ଲକର ପ୍ରଥମ କରୋନା ପଜେଟିଭି ଆଜି ଚିହତନଟ ହୋଇଛି । ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗାଁରେ ଚିହ୍ନଟ ହୋଇଥିବା...

ବିଧାୟକଙ୍କ ବିଭିନ୍ନ ସଂଗରୋଧ କେନ୍ଦ୍ର ପରିଦର୍ଶନ

0
ହାଟଡ଼ିହି-୨/୫, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତର ଆଇସୋଲେସନ ସେଣ୍ଟର ପରିଦର୍ଶନ କରିଛନ୍ତି । ବିଧାୟକ ଶ୍ରୀ ସେଠୀ ଆଇତିପୁର, ଗେଡମା, ଡଅଁର, ସଡଙ୍ଗ, ସମଣା ଆଦି ସଂଗରୋଧ...

ସୁରଟରୁ ୫୫ ପ୍ରବାସୀ ଓଡିଆଙ୍କୁ ଧରି ହାଟଡିହିରେ ପହଞ୍ଚିଲା ବସ

0
ହାଟଡ଼ିହି-୨/୫, ଲକଡାଉନ ଯୋଗୁଁ ସମସ୍ୟା ଭୋଗୁଥିବା ପ୍ରବାସୀ ଓଡିଆ ମାନଙ୍କୁ ରାଜ୍ୟ ସରକାର ବାହାର ରାଜ୍ୟରୁ ଫେରାଇ ଆଣିବାକୁ ଘୋଷଣା କରିବାପରେ ପ୍ରବାସୀ ଓଡିଆମାନେ ଯିଏ ଯେପରି ପାରିଲେ ଘରକୁ ପଳାଇ ଆସୁଛନ୍ତି...

କିଡିନି ଆକ୍ରାନ୍ତ ନନ୍ଦିନୀକୁ ସହାୟତା କଲେ ଯୁବ ଗୋଷ୍ଠୀ

0
କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶିବନାରାୟଣପୁର ଗ୍ରାମର କିଡ଼ିନି ଆକ୍ରାନ୍ତ ଶିଶୁକନ୍ୟା ନନ୍ଦିନୀଙ୍କ ପରିବାରକୁ ୩୦ହଜାର ଟଙ୍କାର ସହାୟତା କରିଛନ୍ତି ଯୁବଗୋଷ୍ଠୀ। ଶଳଣିଆର ବିପିନି ବିହାରୀ କୁଅଁର, ମରେଇଗାଁର ସତ୍ୟବ୍ରତ ଜେନା, ଇଞ୍ଚୋଳର...

ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ କଲେ ବିଧାୟକ

0
ଗତକାଲି ରାତିରେ ହାଟଡ଼ିହି ବ୍ଲକ ଡିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଲିକ ହୋଇ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାର ସର୍ବସ୍ୱାନ୍ତ ହୋଇଥିବା ବେଳେ ଆଜି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ବିପନ୍ନ ପରିବାରକୁ...

ସୁରଟରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

0
ସୁରାଟରେ ରହିଥିବା ୫୦ରୁ ଉର୍ଦ୍ଧ୍ବ ଶ୍ରମିକ ଆଜି ଓଡିଶା ଫେରୁଛନ୍ତି। ଏମାନେ ସମସ୍ତେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବଡ଼ରମ୍ପସ ଓ କଲିଗାଁ ପଂଚାୟତର। ଏମାନେ ଏକ ବସ ଯୋଗେ ଘରକୁ ଫେରୁଛନ୍ତି।ସେଠାକାର...

କ୍ରୀଡା ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

0
ହାଟଡ଼ିହି-୩୦/୪, ହାଟଡିହି ବ୍ଲକ ଇଞ୍ଚୋ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଧନେଶ୍ୱର ରାଉତଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କରୋନା କଟକଣାକୁ ମାନି ସାମାଜିକ ଦୁରତା ରକ୍ଷାକରି ଏହି ବିଦାୟ...

ଗ୍ୟାସ ଟାଙ୍କି ଫାଟି ଜଳିଗଲା ୯ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ

0
ହାଟଡ଼ିହି-୩୦/୪, ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଡିମିରିଆ ଗ୍ରାମରେ ଗ୍ୟାସଟାଙ୍କି ଫାଟି ଦୁଇଟି ପରିବାରର ୫ବଖରା ଘର ଜଳିଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ ହୋଇଥବବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ...

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ବିଜେପି

0
ହାଟଡ଼ିହି-୩୦/୪, ବର୍ତ୍ତମାନ ପରିସ୍ଥିତିରେ କରୋନା ଯୁଦ୍ଧରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିଥିବା ପୁଲିସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ବିଜେପି ପକ୍ଷରୁ ସମ୍ମାନୀତ କରାଯାଉଛି ।ଏହିି କ୍ରମରେ ଆଜି...

ବଜ୍ରପାତରେ ୨ବଖରା ଘର ସମେତ ୧୫ ଛେଳି ଜୀବନ୍ତ ଦଗ୍ଧ

0
  ହାଟଡ଼ିହି- ୨୯/୪ ହାଟଡ଼ିହି ବ୍ଲକ ବଳିବରେଇ ପଂଚାୟତର ବଧଗଡ଼ିଆ ଗ୍ରାମରେ ବଜ୍ରପାତ ଯୋଗୁ ଯମୁନା ହୋ ଙ୍କ ୨ବଖରା ଘର ସମେତ ୧୫ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ସମସ୍ତ ଗୃହପକାରଣ ସାମଗ୍ରୀ...

ହାଟଡିହି ବ୍ଲକର ୫୦ଭାଗ କର୍ମଚାରୀ ଭଦ୍ରକ ଜିଲ୍ଲାରୁ ଆସୁଛନ୍ତି

0
ହାଟଡ଼ିହି-୨୯/୪, ଏବେ କରୋନା ମହାମାରୀ ଭଦ୍ରକ ଜିଲ୍ଲାରେ କାୟା ବିସ୍ତାର କରିଥିବାବେଳେ ଭଦ୍ରକ ଜିଲ୍ଲାକୁ ରେଡ ଜୋନ ଭାବେ ଘୋଷଣା କରାଯାଇଛି । ଏଥିପାଇଁ ପଡୋଶୀ ଜିଲ୍ଲା କେନ୍ଦୁଝରର ହାଟଡିହି ବ୍ଲକକୁ ବିଭିନ୍ନ...

ଜିଲ୍ଲାପରିଷଦ ସଦସ୍ୟାଙ୍କ ପରିବାର ପକ୍ଷରୁ ଖାଦ୍ୟ ବଣ୍ଟନ

0
ହାଟଡ଼ିହି-୨୯/୪, ୩୭ନଂ ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓଙ୍କ ପରିବାର ପକ୍ଷରୁ ଡଅଁର ପଞ୍ଚାୟତର ଶତାଧିକ ଗରିବ ଭିନ୍ନକ୍ଷମ ପରିବାରକୁ ମାଗଣାରେ ଚାଉଳ, ଆଳୁ, ଡାଲି, ତେଲ, ଚୁଡା, ବିସ୍କୁଟ, ସାବୁନ ଓ ମାସ୍କ,...

ସ୍ୱାସ୍ଥ୍ୟକର୍ମୀ ସାଜିଛନ୍ତି କରୋନା ଯୋଦ୍ଧା, ଜୀବନକୁ ବାଜି ଲଗାଇ ଚାଲିଚାଲି ସେବା ଯୋଗାଉଛନ୍ତି

0
ହାଟଡ଼ିହି-୨୯/୪, ବିଶ୍ୱରେ କରୋନା ମହାମାରୀକୁ ମୁକାବିଲା କରିବାରେ ସ୍ୱାସ୍ତ୍ୟ ବିଭାଗର କର୍ମଚାରୀ ମାନଙ୍କ ଭୁମିକା ସବୁଠାରୁ ଗୁରୁତ୍ୱପୁର୍ଣ୍ଣ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ...

ରାଜ୍ୟ ବାହରରୁ ଫେରିବାକୁ ୬୮୧୯ ଜଣଙ୍କ ନାମ ପଞ୍ଜିକରଣ

0
ହାଟଡ଼ିହି, ୨୮ । ୪ : କରୋନା ଲକଡାଉନ ସମୟରେ ରାଜ୍ୟ ବାହାରେ ରହିଥିବା ଛାତ୍ରଛାତ୍ରୀ, ଶ୍ରମିକ ଓ କର୍ମଚାରୀ ମାନଙ୍କ ଓଡିଶା ଫେରିବା ପାଇଁ ନାମ ପଞ୍ଜିକରଣ ବାଧ୍ୟତା ମୁଳକ କରିବାପରେ...

୩ଜଣ ଚୋରା ମଦ ବେପାରୀଙ୍କୁ ଧରି ପୁଲିସ ଜିମା ଦେଲେ ମହିଳା, ବାଇକ ଜବଦ

0
ହାଟଡ଼ିହି-୨୮/୪, ହାଟଡିଡି ବ୍ଲକର ବିଭିନ୍ନ ଗାଁରେ ଚୋରା ଦେଶୀ ମଦ ପ୍ରସ୍ତୁତକାରୀ ମାନେ ଏବେ ଘରେଘରେ ମଦ ପ୍ରସ୍ତୁତକରି କଏହାକୁ କୁଟୀର ଶିଳ୍ପରେ ପରିଣତ କଲେଣି । ଏହି ବ୍ଲକର ଅନ୍ଧାରୀ, ପୁରୁଣାପାଣି,...

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ବିଜେପି

0
ହାଟଡ଼ିହି-୨୮/୪, ବର୍ତ୍ତମାନ ପରିସ୍ଥିତିରେ କରୋନା ଯୁଦ୍ଧରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିଥିବା ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନଙ୍କୁ ବିଜେପି ପକ୍ଷରୁ ସମ୍ମାନୀତ କରାଯାଇଛି । ଆଶା ଓ ଅଙ୍ଗନବାଡି କର୍ମୀମାନେ...

ସହକାରୀ ଉପଜିଲ୍ଲାପାଳଙ୍କ ଦ୍ୱାରା ରାଜ୍ୟ ବାହାର ଧର୍ମ ପ୍ରଚାରକଙ୍କୁ ଖେଳ ଉପକରଣ ବଣ୍ଟନ

0
ହାଟଡ଼ିହି-୨୮/୪, ଆନନ୍ଦପୁର ସହକାରୀ ଉପଜିଲ୍ଲାପାଳ କମଳାକାନ୍ତ ପଣ୍ଡାଙ୍କ ଦ୍ୱାରା ହାଟଡିହିରେ ଥିବା ରାଜ୍ୟ ବାହାରର ଧର୍ମ ପ୍ରଚାରକଙ୍କୁ ଖେଳ ଉପକରଣ ବଣ୍ଟନ କରିଛନ୍ତି । ରାଜସ୍ଥାନ ଅଞ୍ଚଳର ୪୦ଜଣ ସାଇ ପ୍ରଚାରକ ସପରିବାର...

ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନକଲେ ୫୦ହଜାର

0
ହାଟଡ଼ିହି-୨୮/୪, ବର୍ତ୍ତମାନ ପରିସ୍ଥିତିରେ ସାରା ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଥିବାବେଳେ ବିଭିନ୍ନ ଦେଶର ଆର୍ôଥକ ସ୍ଥିତି ଦୋହଲି ଗଲାଣି । ଭାରତର ଅର୍ଥନୀତି ଶୋଚନୀୟ ଆଡକୁ ଗତି କରୁଥିବାବେଳେ ବିଭନ୍ନ ସ୍ୱେଚ୍ଛାସେବୀ...

କଲିକତାରୁ ଫେରିଥିବା ୧୮ଜଣଙ୍କୁ ସ୍ୱାବଟେଷ୍ଟ ପାଇଁ ନିଆଗଲା

0
ହାଟଡ଼ିହି-୨୭ /୪, କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଲୋକମାନେ ତାକୁ ଠିକ ଭାବେ ଗ୍ରହଣ କରୁନାହାନ୍ତି । ବିଶେଷକରି କଲିକତାରୁ ଫେରିଥିବା ଅନେକ ଲୋକ ଏବେ କରୋନା...