Home କେନ୍ଦୁଝର ବଜ୍ରପାତରେ ୨ବଖରା ଘର ସମେତ ୧୫ ଛେଳି ଜୀବନ୍ତ ଦଗ୍ଧ କେନ୍ଦୁଝରଜିଲ୍ଲା ପରିକ୍ରମା ବଜ୍ରପାତରେ ୨ବଖରା ଘର ସମେତ ୧୫ ଛେଳି ଜୀବନ୍ତ ଦଗ୍ଧ By Bikash Biswal - April 29, 2020 1032 0 0 0 0 ହାଟଡ଼ିହି- ୨୯/୪ ହାଟଡ଼ିହି ବ୍ଲକ ବଳିବରେଇ ପଂଚାୟତର ବଧଗଡ଼ିଆ ଗ୍ରାମରେ ବଜ୍ରପାତ ଯୋଗୁ ଯମୁନା ହୋ ଙ୍କ ୨ବଖରା ଘର ସମେତ ୧୫ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ସମସ୍ତ ଗୃହପକାରଣ ସାମଗ୍ରୀ ମଧ୍ୟ ଭସ୍ମୀଭୂତ ହୋଇଯାଇଛି। ହାଟଡିହି ଦମକଳ ପହଞ୍ଚି ନିଆଁକୁ ଲିଭାଇଥିଲା। Tweet 0 0 0 0