Home Authors Posts by Dushmanta Kumar Panda

Dushmanta Kumar Panda

325 POSTS 0 COMMENTS

କଳାହାଣ୍ଡିରେ ‘ପରୀ’ ପଦଯାତ୍ରା : ସିବିଆଇ ତଦନ୍ତ ଦାବି

0
କଳାହାଣ୍ଡି: - ୨୦.୧୨.୨୦୨୦ (ଓଡିଆପୁଅ) ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ନୟାଗଡର କୁନି ଝିଅ ପରୀର ମୃତ୍ୟୁ ଘଟଣା ଜ୍ଝ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ସାରା...

କଳାହାଣ୍ଡି ପୋଲିସ ର ବଡ ସଫଳତା, ମହୁଲପାଟଣା ଘାଟିରେ ଡକାୟତି ଘଟଣାର ପର୍ଦ୍ଦାଫାଶ

0
କଳାହାଣ୍ଡି-୧୬.୧୨.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଥାନା ଅଂଚଳରେ ମହୁଲପାଟଣା ଘାଟିରେ ଗତ ୧୦ ତାରିଖ ଦିନ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି । ମାଷ୍ଟର ମାଇଣ୍ଡ ସମେତ ଆଠ...

କଳାହାଣ୍ଡି ଜିଲ୍ଲାରେ ଶକ୍ତିଶାଳୀ ପଥର ମାଫିଆ ସକ୍ରୀୟ,ଶୀତଳ ଭଣ୍ଡାରରେ ଲାଣ୍ଡିମୁଣ୍ଡି ଡଙ୍ଗରରେ ବିସ୍ଫୋରଣ ଘଟଣା

0
କଳାହାଣ୍ଡି, ତା.୦୧.୧୨.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର ଓ ବାଲି ଚୋରାଚାଲାଣ କାରବାର ଯୋରଦାର ଚାଲିଥିବା ଅଭିଯୋଗ ହେଉଛି । ଧର୍ମଗଡ ଉପଖଣ୍ଡର ପ୍ରାୟ ସମସ୍ତ ତହସିଲ ଅଂଚଳରେ...

କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଆଦେଶକୁ ଜୟପାଟଣା ତହସିଲ କାର୍ଯ୍ୟାଲୟ ରେ ବେଖାତିର

0
କଳାହାଣ୍ଡି, ୨୩-୧୧ (ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ କାର୍ଯ୍ୟାଲୟରେ ସାଧାରଣ କପି ମିଳିବାରେ ଟାଳଟୁଳ କରୁଥିବା ନେଇ ଅଭିଯୋଗ ହେଉଛି। ବିଭାଗୀୟ ଅବହେଲା ଯୋଗୁଁ କପି ଯୋଗାଇ ଦେବାରେ ଅହେତୁକ...

କଳାହାଣ୍ଡି ର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ପାଇଲେ ଲାଡଲି ସମ୍ମାନ

0
କଳାହାଣ୍ଡି ୨୪-୧୧ (ଓଡିଆ ପୁଅ) ନିୟମଗିରି ବଣପାହାଡ ଘେରା ଅଂଚଳରେ ବସବାସ କରୁଥିବା ଜନଜାତି ଆଦିବାସୀ ସଂପ୍ରଦାୟର ଚାଲିଚଳଣି ତଥା ବାଲ୍ୟ ବିବାହ ପ୍ରଥା ଆଦି ସାମାଜିକ ଚଳଣି ସଂପର୍କରେ ପ୍ରକାଶିତ ତଥ୍ୟ...

ଡିଆରଡିଏ ଏବଂ ଓଡିଶା ଜୀବିକା ମିଶନ ସହାୟତାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵରୋଜଗାର...

0
କଳାହାଣ୍ଡି, ୧୪-୧୧ (ଓଡିଆ ପୁଅ) କୋକସରା ବ୍ଲକ ଡାଳଗୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛିଲିପାମାଲ ଗ୍ରାମରେ ଊଜଊଇ ଏବଂ ଙଖଗ ସହାୟତାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵରୋଜଗାର ପ୍ରଶିକ୍ଷଣ ସଂସ୍ଥାନ କଳାହାଣ୍ଡି...

ପର୍ବତାରୋହୀ ଯୋଗବ୍ୟାସ ଗିନିଜ୍ ବୁକ୍ ଅଫ ରେକର୍ଡ ସମ୍ମାନ ଜନକ ପ୍ରମାଣ ପତ୍ର

0
କଳାହାଣ୍ଡି ୧୬-୧୧ (ଓଡିଆ ପୁଅ)ପର୍ବତାରୋହୀ ଯୋଗବ୍ୟାସ ଗିନିଜ୍ ବୁକ୍ ଅଫ ରେକର୍ଡ ତରଫରୁ ହୋଇ ଥିବା ଏକ ପ୍ରତିଯୋଗିତା ରେ ସାର୍ଟିଫିକେଟ ପାଇ କଳାହାଣ୍ଡି ଜିଲ୍ଲା ତଥା ଓଡ଼ିଶାରେ ଗର୍ବଗୈ।ରଵ ଆଣିଥିବା ନେଇ...

ବିନା ରାଜସ୍ବ ରେ ଚାଲିଛି ବେଆଇନ କ୍ରସର ଓ ଖଣି ଖନନ, ସରକାରଙ୍କ କୋଟି...

0
କଳାହାଣ୍ଡି, ୧୦-୧୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଲହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଜୟପାଟଣା ଓ କୋକସରା ବ୍ଳକ ସୀମାନ୍ତ ଅଂଚଳ ମତୁଆଲଗୁଡ଼ା ଓ ଜଳତାମୁଡା ଗାଁ ନିକଟରେ ଚାରୋଟି କ୍ରସର ଯଥା...

କଳାହାଣ୍ଡି ରେ ଅବକାରୀ ଓ ପୋଲିସର ମିଲତ ଚଢ଼ାଉ ଦୁଇ ଗିରଫ

0
କଳାହାଣ୍ଡି, ୦୯-୧୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳ ରୁ ବିପୁଳ ପରିମାଣ ରେ ହାତରନ୍ଧା ଦେଶି ମଦ ମହୁଳ ପୋଚ ସହ ବାପ ପୁଅ ଓ ଅନ୍ୟ...

ବିନା ଭକ୍ତରେ ପାଳିତ କଳାହାଣ୍ଡିର ଶେଷ ଦଶହରା, ଆମପାଣି ବୁଢାରଜା ଙ୍କ ଦଶହରା

0
କଳାହାଣ୍ଡି- ତା.୦୮.୧୧.୨୦୨୦ ( ଓଡିଆପୁଅ) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି- ନବରଂଗପୁର ସୀମାରେ ଆମପାଣି ଘାଟିତଳେ ଥିବା ସେହି ଅଂଚଳର ପ୍ରମୂଖ ଦେବ ପୀଠ ବୁଢାରଜା ପୀଠରେ ଦଶହରା...

ଉତ୍ତମ କିସମର ଧାନ ଦେବାକୁ କହି ବାପନା ଧାନ ବିହନ କମ୍ପାନୀ ଦ୍ୱାରା ବିହନ...

0
କଳାହାଣ୍ଡି- ୨-୧୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଚଳିତ ଖରିଫ ଧାନ ଚାଷ କରିବା ପୂର୍ବରୁ ବିହନ ଖୋଜା ସମୟରେ ଉତମ କିସମ ର ଦୀର୍ଘ ସମୟର ଧାନ ବିହନ ବୋଲି କହି...

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

0
କଳାହାଣ୍ଡି ୨୯-୧୦ (ଓଡିଆ ପୁଅ) ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି। ବର୍ତମାନର ମହଙ୍ଗା ସମୟରେ...

କଳାହାଣ୍ଡିରେ ମାଣିକ୍ୟ ଦେବୀ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ

0
କଳାହାଣ୍ଡି, ତା.୨୪.୧୦.୨୦୨୦ କଳାହାଣ୍ଡି ଗଡଜାତ ମାଣିକ୍ୟ ଗଡର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପ୍ରଶାସନ ତଥା ପୋଲିସ ବିଭାଗ...

କଳାହାଣ୍ଡିରେ ମାଣିକ୍ୟ ଦେବୀ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ

0
କଳାହାଣ୍ଡି ୨୪-୧୦ (ଓଡ଼ିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଗଡଜାତ ମାଣିକ୍ୟ ଗଡର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପ୍ରଶାସନ ତଥା ପୋଲିସ ବିଭାଗ ତରଫରୁ...

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, କୃଷି ବିଭାଗର ତଦନ୍ତ ନିର୍ଦ୍ଦେଶ, ଡିଲର ମାନଙ୍କ ପକ୍ଷରୁ...

0
କଳାହାଣ୍ଡି ୧୮-୧୦ (ଓଡିଆ ପୁଅ/ଦୁଷ୍ମନ୍ତ ପଣ୍ଡା) କଳାହାଣ୍ଡି ଜିଲ୍ଲାରେ କୃଷିଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରାୟ ୨୩ ରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର...

ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତଙ୍କ ପ୍ରତି ଅବହେଳା,ଦୀର୍ଘ ୪୨ ବର୍ଷ ପରେ ଇନ୍ଦ୍ରାବତୀର ବିଜୁଳିରେ ଝଲସିବ...

0
କଳାହାଣ୍ଡି ୦୫ -୧୦ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଏକଦା ମରୁଡି ପ୍ରପୀଡିତ କଳାହାଣ୍ଡି ଆଜି ଶସ୍ୟଶ୍ୟାମଳା ହୋଇଉଠିଛି। କଳାହାଣ୍ଡିର ଗଙ୍ଗା ଇନ୍ଦ୍ରାବତୀରୁ ଜଳସେଚନ ବ୍ୟବସ୍ଥା କଳାହାଣ୍ଡିର ଅର୍ଥନୈତିକ ବିକାଶ ଇତିହାସରେ ପୃଷ୍ଠା...

ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ବିୟୋଗରେ କଳାହାଣ୍ଡି ଛାତ୍ର ବିଜେଡିର...

0
କଳାହାଣ୍ଡି, ୦୫-୧୦ (ଓଡିଆ ପୁଅ) ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗରେ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠରେ ଏକ...

ଳାହାଣ୍ଡିରେ କୃଷି ଯନ୍ତ୍ରପାତି ଯୋଗାଣରେ ବ୍ୟାପକ ହେରାଫେରି କମ୍ବାଇନ ହାରଭେଷ୍ଟର ଯୋଗାଇ ନଦେଇ ଲକ୍ଷ...

0
କଳାହାଣ୍ଡି, ୩୦ -୦୯ (ଓଡିଆ ପୁଅ/ଦୁଷ୍ମନ୍ତ ପଣ୍ଡା) ସରକାର କୃଷି ଓ କୃଷକ ମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିବା ସହିତ କୃଷି କ୍ଷେତ୍ରରେ ଆଧୁନିକ ପ୍ରଣାଳୀ ଅବଲମ୍ବନ କରିବା...

ସୁରକ୍ଷା କର୍ମୀ-ମାଓ ଗୁଳିବିନିମୟ ୫ ମାଓ ମୃତ – ୨ ଏସଓଜି ସହୀଦ ଯବାନଙ୍କୁ...

0
କଳାହାଣ୍ଡି ୧୦/୦୯ (ଓଡ଼ିଆ ପୁଅ/ଦୁଷ୍ମନ୍ତ ପଣ୍ଡା) କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ମାଓ ଅପରେସନ ଅପରେସନରେ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ୨ ଏସଓଜି ଯବାନ ସହୀଦ ହୋଇଥିବା ଜଣା ପଡ଼ିଛି।...

କଳାହାଣ୍ଡି ଜିଲ୍ଲା ଜୁନାଗଡ ପୋଲିସ ପଂଝାରେ ଲୁଟେରା, ଚୋରୀ ସାମଗ୍ରୀ ଉଦ୍ଧାର, ୩ ଗିରଫ

0
କଳାହାଣ୍ଡି ୦୭-୦୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଧିନସ୍ଥ ପାଣିଗାଁ ଛକରେ ଗତ ୪ ଜୁଲାଇ ୨୦୨୦ ରେ ଲୁଟ ଘଟଣା ରେ ପୋଲିସକୁ ସଫଳତା ମିଳିଥିବା...