Debadatta Rath
ହାପି ବାର୍ଥ ଡେ” ଅକ୍ଷୟ: ଇନକମରେ ଟପ୍; ହିଟ୍ ଦେବାରେ ବି ଟପ୍
ମୁମ୍ବାଇ: ଆଜି ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କ ଜନ୍ମଦିନ।ଅକ୍ଷୟ ଏବେ @ ୫୨।ଅକ୍ଷୟ ହେଉଛି ତାଙ୍କ ଫିଲ୍ମି ନାମ।ପ୍ରକୃତ ନାମ ହେଲା ରାଜୀବ ହରି ଓମ ଭାଟ୍ଟିଆ।ଅକ୍ଷୟ ହେଉଛନ୍ତି ଜଣେ ମୂଳ କାନାଡ଼ିଆନ...
ଶୋଭାଯାତ୍ରାରେ ଦଳିଦେଲା ହାତୀ: ୧୭ ଆହତ
ନୂଆଦିଲ୍ଲୀ: ଶ୍ରୀଲଙ୍କାର କୋଟ୍ଟେ ରାଜା ମହା ବିହାର ବୁଦ୍ଧ ମନ୍ଦିର ନିକଟରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ହାତୀ ୧୭ ଜଣଙ୍କୁ ଦଳି ଦେଇଛି।ହାତୀଟି ସେହି କାର୍ଯ୍ୟକ୍ରମ ଶୋଭାଯାତ୍ରାରେ ସାମିଲ ଥିଲା।କିନ୍ତୁ...
ମୋଦୀ ସରକାର (୨.୦); ୧୦୦ ଦିନର ରିପୋର୍ଟ କାର୍ଡ: ପ୍ରେସ କନ୍ଫରେନ୍ସ କରିବେ ୧୭...
ନୂଆଦିଲ୍ଲୀ: ମୋଦୀ ସରକାର (୨.୦)ର ୧୦୦ ଦିନର ରିପୋର୍ଟ କାର୍ଡ ଜନତାଙ୍କ ପାଖରେ ଉପସ୍ଥାପନା କରିବେ ୧୭ ଜଣ କେନ୍ଦ୍ରମନ୍ତ୍ରୀ।ଦେଶର ବିଭିନ୍ନ ସ୍ଥାନରେ ଏହି କେନ୍ଦ୍ର ମନ୍ତ୍ରୀ ମାନେ ୧୦୦ ଦିନର ସ୍ୱଳ୍ପ...
ପ୍ରଜ୍ଞା ଠାକୂରଙ୍କ ସହ ପ୍ରତାପ ଷଢ଼ଙ୍ଗୀଙ୍କ ସାକ୍ଷାତ
ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ ଆୟୋଜିତ ୨୯ତମ ଇଣ୍ଡିଆନ ଭେଟନାରୀ କନ୍ଫରେନ୍ସରେ ଯୋଗଦେବାକୁ ଯିବା ଅବସରରେ କେନ୍ଦ୍ର ପଶୁ ପାଳନ ରାଜ୍ୟ ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କର ଭୋପାଳ ସାଂସଦ ସାଧ୍ଵୀ ପ୍ରଜ୍ଞା ସିଂ ଠାକୂରଙ୍କ...
ଗାଈଗୋରୁଙ୍କର ରକ୍ଷା ପାଇଁ ଦେଶରେ ହୋଇପାରେ ଏକ ସମାନ ନୀତି; ଗୋମାତା ହିନ୍ଦୁ କି...
ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ଦେଶରେ ବୁଲା ଗାଈ ମାନଙ୍କର ରକ୍ଷା ପାଇଁ ଏକ ସମାନ ନୀତି ଲାଗୁ କରାଯାଇପାରେ।ଏହା କହିଛନ୍ତି କେନ୍ଦ୍ରୀୟ ପଶୁପାଲନ ରାଜ୍ୟ ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ।ପ୍ରତାପ କହିଛନ୍ତି କି କେନ୍ଦ୍ର ସରକାରଙ୍କ...
ଗୋମୂତ୍ରରୁ ପ୍ରସ୍ତୁତ ହେଉଛି କ୍ୟାନ୍ସର ଔଷଧ
ନୂଆଦିଲ୍ଲୀ: ଗୋମୂତ୍ରରୁ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ ହେଉଛି।କର୍କଟ (କ୍ୟାନ୍ସର) ଭଳି ମାରାତ୍ମକ ରୋଗର ଔଷଧ ମଧ୍ୟ ଗୋମୂତ୍ରରୁ ପ୍ରସ୍ତୁତ ହେଉଛି।ଏଣିକି ଆୟୁଷ ମନ୍ତ୍ରାଳୟ ଗୋମୂତ୍ରରୁ ବିଭିନ୍ନ ଔଷଧ ସମେତ କ୍ୟାନ୍ସର ପାଇଁ...
ଚପଲ ପିନ୍ଧି ବାଇକ୍ ଚଲାଇଲେ କ’ଣ ଫାଇନ୍ ?
ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଭେଇକଲ୍ ଆଇନ ଲାଗୁ ହେବା ପରେ ଗାଡ଼ି ଚାଳକ ମାନଙ୍କ ଭିତରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି।ଟ୍ରାଫିକ୍ ନିୟମ ପାଳନରେ ବିଭିନ୍ନ ପ୍ରକାର ତୃଟି ଦର୍ଶାଯାଇ...
ଚନ୍ଦ୍ରାୟାନ ଲ୍ୟାଣ୍ଡିଂରେ ହୋଇଥାଇ ପାରେ ଏହି ୫ଟି ତ୍ରୁଟି; ତଥାପି ଆଶା ମରିନି
ନୂଆଦିଲ୍ଲୀ: ଚନ୍ଦ୍ରର କକ୍ଷରେ ଘୁରୁଥିବା ଅର୍ବିଟର ସାହାଯ୍ୟରେ ବିକ୍ରମର ଫଟୋ ଏବଂ ତାର ଅବସ୍ଥିତି ବିଷୟରେ ଜାଣିବାକୁ ଚେଷ୍ଟା ଜାରି ରହିଛି।ବିକ୍ରମର ଫ୍ଲାଇଟ ଡେଟା ରିକର୍ଡର ସଂଖ୍ୟାରୁ ବୈଜ୍ଞାନିକ ମାନେ ଜାଣିବାକୁ ଚେଷ୍ଟା...
୨୫ ହଜାର ଚାଲାଣ କଟାଯିବାରୁ “କ’ଣ କଲା ସେ” ମଦୁଆ ଡ୍ରାଇଭର ?
ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନ୍ ଲାଗୁ ଦେଲାପରେ ଆକ୍ସନକୁ ଆସି ଯାଇଛନ୍ତି ଟ୍ରାଫିକ୍ ପୋଲିସ୍।ଯାତାୟତ ସମୟରେ ନିୟମ ଉଲ୍ଲଘଂନ କଲେ କିମ୍ବା ଗାଡ଼ିର କାଗଜ ପତ୍ର ଠିକ୍ ନ'ଥିଲେ ମୋଟା ଅଙ୍କର...
ରାଧାଷ୍ଟମୀ: ରାଧା ହିଁ କୃଷ୍ଣ, କୃଷ୍ଣ ହିଁ ରାଧା! କିପରି ଜନ୍ମ ହୋଇଥିଲେ ଶ୍ରୀରାଧା?
।।ବନ୍ଦେ ରାଧାପଦାମ୍ଭୋଜଂ ବ୍ରହ୍ମାଦିସୁରବନ୍ଦିତମ୍,
ୟତ୍କୀର୍ତିକୀର୍ତନେନୈବ ପୁନାତି ଭୁବନତ୍ରୟମ୍।
ନମୋ ଗୋକୁଲବାସିନ୍ୟୈ ରାଧିକାୟୈ ନମୋ ନମଃ,
ଶତଶୃଙ୍ଗନିବାସିନ୍ୟୈ ଚନ୍ଦ୍ରାବତ୍ୟୈ ନମୋ ନମଃ॥
ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ।ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି "ଜନ୍ମାଷ୍ଟମୀ" ଭାବରେ ପାଳନ...
କ୍ରୁରତାର ଭିଡିଓ: ନିଳଗାଈକୁ ଜୀଅନ୍ତା ପୋତାଗଲା; ୪ ଦିନରେ ୩୦୦ଙ୍କୁ ଗୁଳି କରି ହତ୍ୟା!
ନୂଆଦିଲ୍ଲୀ: ବିହାରର ବୈଶାଳୀ ଜିଲ୍ଲାରେ ପଶୁଙ୍କ ପ୍ରତି ଚରମ କ୍ରୁରତାର ଘଟଣା ସାମ୍ନାକୁ ଆସିଛି।ଫସଲ ନଷ୍ଟ କରୁଥିବା କାରଣରୁ ନିଳଗାଈଙ୍କୁ ଗୁଳି କରି ହତ୍ୟା କରାଯାଉଛି।ଏଥିପାଇଁ ପେଶାଦାର ଶିକାରୀ ନିଯୁକ୍ତ ହୋଇଛନ୍ତି।ଗତ ୪...
ଟ୍ରାଫିକ୍ ନିୟମ ଉଲଘଂନ: ଟ୍ଵିନ୍ ସିଟିରୁ ୮ଲକ୍ଷରୁ ଉର୍ଦ୍ଧ୍ବ ଜୋରିମାନା ଆଦାୟ
ଭୁବନେଶ୍ୱର/କଟକ: ନୂଆ ଟ୍ରାଫିକ୍ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ବୁଧବାର ଦିନ ଦ୍ଵେତ ନଗରୀ କଟକ - ଭୁବନେଶ୍ୱରରେ ବ୍ୟାପକ ଧରପଗଡ଼ ଚାଲିଥିଲା।ଦ୍ଵେତ ନଗରୀରେ ସମୁଦାୟ ୧୧୫୪ଟି ଟ୍ରାଫିକ ନିୟମ ଉଲଘଂନ ଅଭିଯୋଗ...
ସେପ୍ଟେମ୍ବର ୫; ଗୁରୁ ଦିବସ: ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସ
।।ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର;
ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୈଶ୍ରୀ ଗୁରବେ ନମଃ।।
ସେପ୍ଟେମ୍ବର, ୫କୁ ଆମ ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଏ।ଭାରତର ୨ୟ ରାଷ୍ଟ୍ରପତି ସର୍ବପଲ୍ଲୀ...
ଭାରତୀୟ ସୀମାରେ ଚାଇନାର ପ୍ରବେଶ? ବିଜେପି ସାଂସଦଙ୍କ ଦାବି, ସେନାର ଖଣ୍ଡନ
ନୂଆଦିଲ୍ଲୀ: ଭାରତୀୟ ସୀମା ଭିତରେ ପ୍ରବେଶ କରିଛି କି ଚୀନ?ଏହିପରି ଦାବି କରିଛନ୍ତି ବିଜେପିର ଜଣେ ସାଂସଦ।ଅରୁଣାଚଳ ପ୍ରଦେଶର ଚଗଲଗାମର ଏକ ନଦୀ ଉପରେ ଚୀନ ଦ୍ୱାରା ପୋଲୋ ନିର୍ମାଣ କରାଯାଉଥିବା ଦାବି...
ପୁଷ୍କରରେ ହେବ ଆରଏସଏସର ଅଖିଳ ଭାରତୀୟ ସମନ୍ୱୟ ବୈଠକ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ତିନି ଦିବସୀୟ ଅଖିଳ ଭାରତୀୟ ସମନ୍ୱୟ ବୈଠକ ରାଜସ୍ଥାନର ପୁଷ୍କରରେ ଅନୁଷ୍ଠିତ ହେବ।ସେପ୍ଟେମ୍ବର ୭ ତାରିଖରେ ବୈଠକ ଆରମ୍ଭ ହୋଇ ୧୧ ତାରିଖରେ ସମାପନ...
ଷଷ୍ଠୀ ଓଷା: ବାଳରିଷ୍ଟ ଖଣ୍ଡନ ପାଇଁ ହୁଏ ବାଡ଼ିଆ
ଷଷ୍ଠୀ ଓଷା।ଷଷ୍ଠୀ ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା।ଏହାକୁ ଷଠି ଓଷା ବା ଷଠୀ ବ୍ରତ ମଧ୍ୟ କୁହାଯାଏ।ଷଷ୍ଠୀ ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କୁହନ୍ତି।ଭାଦ୍ରବ ଶୁକ୍ଳ...
୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫...
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଥମ ଓଡ଼ିଆ ମୋବାଇଲ୍ ଖବର କାଗଜ/ନିୟୁଜ୍ ପୋର୍ଟାଲ୍ "ଓଡ଼ିଆ ପୁଅ"ର ପେଜ୍ ଭିୟୁର୍ସଙ୍କ ସଂଖ୍ୟା ୫ ମିଲିୟନ୍ ଟପିଛି।ଗୁଗଲ୍ ଆନାଲିଟିକ୍ସ ରିପୋର୍ଟ୍ ଅନୁଯାୟୀ "ଓଡ଼ିଆ ପୁଅ"ର ପେଜ୍ ଭିୟୁର୍ସଙ୍କ ସଂଖ୍ୟା ପାଖାପାଖି...
ଏଟିଏମ୍ କ୍ଲୋନିଂ ମାଷ୍ଟର ଲୁଟେରା ଗିରଫ: ୫ମ ପାସ୍, ୧୦୦ ଗାର୍ଲଫ୍ରେଣ୍ଡ !
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଶାଖା ଏକ ଲୁଟେରାକୁ ଗିରଫ କରିଛନ୍ତି, ଯିଏ ଏଟିଏମ କ୍ଲୋନିଂ କରି ଲୁଟୁଥିଲା।ଲୁଟେରାର ନାମ ଜଗ ପ୍ରବେଶ ଓରଫ ଟୋନି ଡାଗର।ଟୋନି ଏବଂ ତାର ସାଥି ଗ୍ୟାଙ୍ଗ...
ଆପଣଙ୍କ ମୋବାଇଲକୁ ଆସିଛି କି ୪୪୮ ଟଙ୍କାର ଫ୍ରି ରିଚାର୍ଜ ମେସେଜ୍?
ନୂଆଦିଲ୍ଲୀ: ଯଦି ଆପଣଙ୍କ ମୋବାଇଲକୁ ଜିଓର ୪୪୮ଟଙ୍କା ଫ୍ରି ରିଚାର୍ଜ ମେସେଜ୍ ଆସିଛି ତେବେ ସତର୍କ ହୋଇ ଯାଆନ୍ତୁ।ମେସେଜରେ ଦିଆଯାଇଥିବା ଲିଙ୍କ ଖୋଲିଲା ମାନେ ଆପଣଙ୍କ ମୋବାଇଲର ସମସ୍ତ ଡେଟା (ତଥ୍ୟ) ଚୋରୀ...
ବାଲି ତୃତୀୟା: ଶିବଙ୍କୁ ପାଇବା ଲାଗି ପାର୍ବତୀ କରିଥିଲେ କଠୋର ତପସ୍ୟା
।|ଶିବୟୈ ସର୍ବମାଙ୍ଗଲ୍ୟୈ ଶିବାୟ ସତତଂ ନମଃ।
ଶିବେସର୍ବପ୍ରଦାତ୍ରି ତ୍ୱଂ ଶିବରୂପେ ନମୋନମଃ|।
ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ ବାଲି ତୃତୀୟା ବ୍ରତ।ଏହି ପର୍ବ ଭାରତ ବର୍ଷରେ କେବଳ...





