Home ଅପରାଧ ଟ୍ରାଫିକ୍ ନିୟମ ଉଲଘଂନ: ଟ୍ଵିନ୍ ସିଟିରୁ ୮ଲକ୍ଷରୁ ଉର୍ଦ୍ଧ୍ବ ଜୋରିମାନା ଆଦାୟ

ଟ୍ରାଫିକ୍ ନିୟମ ଉଲଘଂନ: ଟ୍ଵିନ୍ ସିଟିରୁ ୮ଲକ୍ଷରୁ ଉର୍ଦ୍ଧ୍ବ ଜୋରିମାନା ଆଦାୟ

640

ଭୁବନେଶ୍ୱର/କଟକ: ନୂଆ ଟ୍ରାଫିକ୍ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ବୁଧବାର ଦିନ ଦ୍ଵେତ ନଗରୀ କଟକ – ଭୁବନେଶ୍ୱରରେ ବ୍ୟାପକ ଧରପଗଡ଼ ଚାଲିଥିଲା।ଦ୍ଵେତ ନଗରୀରେ ସମୁଦାୟ ୧୧୫୪ଟି ଟ୍ରାଫିକ ନିୟମ ଉଲଘଂନ ଅଭିଯୋଗ ଆସିଥିବା ବେଳେ ନିୟମ ଉଲଘଂନକାରୀଙ୍କ ଠାରୁ ୮ଲକ୍ଷ ୧୬ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।ନିୟମ ମାନିବାକୁ କମିଶନରେଟ୍ ପୋଲିସ୍ ପକ୍ଷରୁ ମୋଟର ଚାଳକ ମାନଙ୍କୁ ନିବେଦନ କରାଯାଇଛି।ଆମେ ଜୋରିମାନା ଆଦାୟ କରିବାରେ ଆନନ୍ଦିତ ନୁହଁ।କିନ୍ତୁ ଆଇନ୍ ଅନୁଯାୟୀ ଆମେ ଆମର କର୍ତ୍ତବ୍ୟ ପାଳନ କରିବାରେ ଅବହେଳା କରିବୁ ନାହିଁ ବୋଲି କହିଛି କମିଶନରେଟ୍ ପୋଲିସ୍।//ଦେବଦତ୍ତ ରଥ

ସେପ୍ଟେମ୍ବର ୫; ଗୁରୁ ଦିବସ: ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.