Home ଆନ୍ତର୍ଜାତୀୟ ଶୋଭାଯାତ୍ରାରେ ଦଳିଦେଲା ହାତୀ: ୧୭ ଆହତ

ଶୋଭାଯାତ୍ରାରେ ଦଳିଦେଲା ହାତୀ: ୧୭ ଆହତ

193

ନୂଆଦିଲ୍ଲୀ: ଶ୍ରୀଲଙ୍କାର କୋଟ୍ଟେ ରାଜା ମହା ବିହାର ବୁଦ୍ଧ ମନ୍ଦିର ନିକଟରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ହାତୀ ୧୭ ଜଣଙ୍କୁ ଦଳି ଦେଇଛି।ହାତୀଟି ସେହି କାର୍ଯ୍ୟକ୍ରମ ଶୋଭାଯାତ୍ରାରେ ସାମିଲ ଥିଲା।କିନ୍ତୁ କୌଣସି କାରଣରୁ ହାତୀଟି ଅନିୟନ୍ତ୍ରିତ ହୋଇ ଏଣେ ତେଣେ ଦୌଡ଼ି ବାରୁ ଉପସ୍ଥିତ ଲୋକ ହାତୀର ପାଦ ତଳେ ପଡ଼ି ଯାଇଥିଲେ।୧୭ ଜଣ ଆହତଙ୍କ ଚିକିତ୍ସା କଲମ୍ବୋ ଜେନେରାଲ ହସ୍ପିଟାଲ, ଜୟ ବର୍ଦ୍ଧନପୁରା ହସ୍ପିଟାଲ କାଲୁବୋବିଲା ଟିଚିଙ୍ଗ ହସ୍ପିଟାଲରେ ଚାଲିଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.